କାର୍ତ୍ତିକ ପୂର୍ଣ୍ଣିମା ରେ ଆଠଗଡ ରେ ନୂଆ ପରମ୍ପରା, ବିଭିନ୍ନ ବ୍ୟକ୍ତି ବିଶେଷ,ଅନୁଷ୍ଠାନ,ବିଭିନ୍ନ ଦଳ ତରଫରୁ ପ୍ରସାଦ ଭାବେ ପାସ ବଣ୍ଟନ,ଭକ୍ତ ଠାକୁର ଦର୍ଶନ କରିବେ କଂଣ୍ ଖାଇବା ପାଇଁ ବିଭିନ୍ନ ସ୍ଥାନରେ ଭିଡ଼,ମନ୍ଦିର ଠାରୁ ଖାଇବା ସ୍ଥାନରେ ଅଧିକ ଭିଡ଼

*ଗଞ୍ଜାମର ସୂରଜ ବେହେରାଙ୍କ ନାଁରେ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ:ଏଣିକି ପ୍ରତିବର୍ଷ ଅଙ୍ଗଦାନ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନଙ୍କୁ ମିଳିବ ‘ସୂରଜ’ ପୁରସ୍କାର ।ଗଞ୍ଜାମ ଜିଲ୍ଲାର ସୂରଜଙ୍କ ପରିବାରକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ* *ସୂରଜଙ୍କ ଗରିବ ପରିବାରକୁ ଜମି ଓ ଘର ଦେବାକୁ ନବୀନଙ୍କ ଘୋଷଣା: CMRFରୁ ୫ ଲକ୍ଷ ଟଙ୍କାର ପୁରସ୍କାର ଦେବାକୁ ମଧ୍ୟ ଘୋଷଣା, ମୃତ ମସ୍ତିଷ୍କଧାରୀ ସୂରଜଙ୍କ ପରିବାର ତାଙ୍କର ମୁଖ୍ୟ ଅଙ୍ଗଗୁଡ଼ିକୁ ଦାନ କରିଛନ୍ତି । ସୂରଜଙ୍କ ସମସ୍ତ କିଡ୍‌ନୀ, ଲିଭର, ହୃତ୍‌ପିଣ୍ଡ ଓ ଚକ୍ଷୁ ଦାନ କରିଛନ୍ତି*

*୬ଟି ରାଜ୍ୟରେ ପିଆଜ କଳାବେପାରୀଙ୍କ ଉପରେ ଆୟକର ଚଢ଼ାଉ: ପଞ୍ଜାବ, ହରିୟାଣା, ଗୁଜରାଟ, ରାଜସ୍ଥାନ, ଦିଲ୍ଲୀରେ ଚଢ଼ାଉ ।ମହାରାଷ୍ଟ୍ରର ମୁମ୍ବାଇ ଓ ନାସିକରେ ବି କଳାବେପାରୀଙ୍କ ଉପରେ ଚଢ଼ାଉ, ବ୍ୟାଙ୍କ୍ ଜମା, ବିକ୍ରି ପରିମାଣ ଓ ପିଆଜ ମହଜୁଦର ଯାଞ୍ଚ ଜାରି*