10 Nov *କୋରାପୁଟ କୋଲାବ ସେତୁ ନିକଟରେ କୁନ୍ଦୁରା ପୋଲିସର ଚଢ଼ାଉ, ୧୫ କେଜି ଗଞ୍ଜେଇ ଓ ବାଇକ୍ ଜବତ, ପ୍ରଦୀପ ନାୟକ ଗିରଫ * admin / 6 years 0 0 min read
10 Nov *କୋରାପୁଟ କୋଲାବ ସେତୁ ନିକଟରେ କୁନ୍ଦୁରା ପୋଲିସର ଚଢ଼ାଉ, ୧୫ କେଜି ଗଞ୍ଜେଇ ଓ ବାଇକ୍ ଜବତ, ପ୍ରଦୀପ ନାୟକ ଗିରଫ *ମୟୂରଭଞ୍ଜ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ କାଠ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ, ୫ ଅଟକ* admin / 6 years 0 0 min read
10 Nov *ବାଲେଶ୍ବର ସିମୁଳିଆ ବ୍ଲକ ହାଟମଇତାପୁର ଗାଁରେ ଅଗ୍ନିକାଣ୍ଡ, ଜଳିଗଲା ୫ ବଖରା ଘର* admin / 6 years 0 0 min read
10 Nov *ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କ ATMରୁ ଲୁଟ୍, ୮ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗରେ ୨ ଅଟକ, ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ * admin / 6 years 0 0 min read
10 Nov *ଆଜି ନାଗପୁର ଟି- ୨୦: ଭାରତ-ବାଂଲାଦେଶ ମଧ୍ୟରେ ହେବ କଡା ଟକ୍କର; ମ୍ୟାଚ୍ ଜିତିଲେ ସିରିଜ୍ ଜିତିବ ଟିମ୍ ଇଣ୍ଡିଆ* admin / 6 years 0 0 min read
10 Nov ମହମ୍ମଦଙ୍କ ଜୟନ୍ତୀ ପାଳନ । admin / 6 years 0 0 min read ମହମ୍ମଦ ଙ୍କ ଜନ୍ମଦିନ ଅବସରରେ ଆଠଗଡ ମୁସଲିମ ବସ୍ତିର ଭାଇମାନେ ଏକ ତାଜିଆ ଶୋଭାଯାତ୍ରାରେ ସହର ପରିକ୍ରମା କରୁଛନ୍ତି,ମୁସଲିମ ଭାଇମାନେ ଏହି ଅଵସର ରେ ଭାରତ ମାତା କି ଜୟ ବୋଲି କହିବା ସହିତ ଆଠଗଡ ଏକ ଭାଇଚାରାର ସହର ବୋଲି ପ୍ରକାଶ କରିଥିଲେ
09 Nov *IPS ରବି କାନ୍ତ ହେଲେ ଓଡ଼ିଶା ଭବନର ସ୍ବତନ୍ତ୍ର ଆବାସିକ କମିସନର, ଏବେ ମୁଖ୍ୟ ଆବାସିକ କମିସନର କାର୍ଯ୍ୟାଳୟର OSD ଅଛନ୍ତି ରବି କାନ୍ତ * admin / 6 years 0 0 min read
09 Nov *୬ ଲକ୍ଷ ହେକ୍ଟର ଚାଷଜମିରୁ ୪୦ ପ୍ରତିଶତ କ୍ଷୟକ୍ଷତି ହୋଇଥିବା ଆକଳନ ହୋଇଥିବା ସୂଚନା । କେନ୍ଦ୍ରୀୟ ଟିମ୍ ଆଡଭାନ୍ସ ଟିମ୍ ପଠାଇ ତଦନ୍ତ କରିବା ପାଇଁ କହିବୁ । ସମ୍ପୁର୍ଣ୍ଣ କ୍ଷୟକ୍ଷତି ଆସିବା ପରେ ରିପୋର୍ଟ ଦିଆଯିବ । ୨୪୧୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।* admin / 6 years 0 0 min read
09 Nov *୬ ଟି ବ୍ଲକରେ ପଡିଛି ବୁଲବୁଲର ପ୍ରଭାବ । ଆଜି ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡା ଓ ଜଗତସିଂହପୁର ପ୍ରଭାବିତ ହୋଇଛି । ଭଦ୍ରକ ଧାମରାରେ ୧୧୦ କିମି ବେଗରେ ପବନ ବହୁଥିବା ସୂଚନା । ସନ୍ଧ୍ୟା ସୁଦ୍ଧା ରୋଡ୍ ସଫା କରିବା ପାଇଁ ଟାର୍ଗେଟ୍।* admin / 6 years 0 0 min read
09 Nov *ଗଞ୍ଜାମ ଜିଲାରେ ଜାଲ ଶିକ୍ଷକ ଧରପଗଡ଼ ପାଇଁ ସାର୍ଟିଫିକେଟ ଯାଞ୍ଚ ଚାଲିଛି। ଜିଲା ଶିକ୍ଷାଧିକାରୀ ସନାତନ ପଣ୍ଡା ସମସ୍ତ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ଶିକ୍ଷକମାନଙ୍କ ତାଲିକା ପ୍ରସ୍ତୁତ କରି ଯାଞ୍ଚ ପାଇଁ ସାର୍ଟିଫିକେଟ୍ ମଗାଉଛନ୍ତିିା ଏହି କ୍ରମରେ ପୋଲସରା ବ୍ଲକର ୬ ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ ଲାଗି ଜିଲା ଶିକ୍ଷାଧିକାରୀ ପଣ୍ଡା ବ୍ଲକ ଶିକ୍ଷାଧିକାରୀ ତ୍ରିଲୋଚନ ତ୍ରିପାଠୀଙ୍କୁ ମାଗିଛନ୍ତିି ା ସେମାନଙ୍କ ମଧ୍ୟରେ ଚିରିକିପଡା ଶାସନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨, କସିପଡା ପ୍ରାଥମିକ ବିଦ୍ୟାଳୟର ଜଣେ, ଏମ୍.କୁଶପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଜଣେ ବାଲିଛାଇ ତପସ୍ବୀ ଉଚ୍ଚ ବିଦ୍ୟାଳୟର ଜଣେ, ବାଲିଛାଇ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ଥିବା ଜଣାପଡ଼ିଛି। ପୋଲସରା ଅଞ୍ଚଳରେ ଜାଲ ଶିକ୍ଷକଙ୍କ ଭଳି ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ମଧ୍ୟ ବହୁ ଜାଲ୍ କର୍ମୀ ନିଯୁକ୍ତି ପାଇଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ଆବଶ୍ୟକ ବୋଲି ସଚେତନ ନାଗରିକମାନଙ୍କ ପକ୍ଷରୁ ଦାବି ହୋଇଛି।* admin / 6 years 0 0 min read