କରୋନା ଦେଇଛି ଦୁଃଖ ; ୪୦ ଦିନ ହେଲା ବସ୍ଷ୍ଟାଣ୍ଡ୍ରେ ଦମ୍ପତି
ରଙ୍ଗେଇଲୁଣ୍ଡା, ୨୦/୦୬: କରୋନା କାହା ପାଇଁ କେମିତି ବିପତ୍ତି ଆଣିଛି । କିଏ ରୋଜଗାର ହରାଇ ଚାଲି ଚାଲି, ସାଇକେଲ୍, ବୋଟ୍ରେ ଭିଟାମାଟିରେ ପହଞ୍ଚିଛି ତ କିଏ ଅସହାୟ ହୋଇ ମୁଣ୍ଡ ଗୁଞ୍ଜିବା ସାଙ୍ଗକୁ ପେଟ ପାଇଁ ଦାନା ଯୋଗାଡ଼ କରିବାକୁ ଏଣେତେଣେ ବୁଲୁଛି । ଏମିତି ଏକ ଦମ୍ପତିଙ୍କୁ ଦେଖିବାକୁ ମିଳିଛି ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ବସ୍ ଟର୍ମିନାଲ୍ ନିକଟରେ । ପ୍ରାୟ ଚାଳିଶ ଦିନ ହେଲା ଟର୍ମିନାଲ୍ ଛାତ ତଳେ ଆଶ୍ରୟ ନେଇଛନ୍ତି ସ୍ୱାମୀ […]