ଲଭ୍-ସେକ୍ସ-ଧୋକା : ହାତରେ ବିବାହ ପ୍ରମାଣ ଧରି ଥାନାରେ ମହିଳା
ଭୁବନେଶ୍ବର : ମଞ୍ଚ ଉପରେ ହୋଇଥିଲା ପ୍ରେମ। ବେଦିରେ ବିବାହ କରିବେ କହି ଭଡ଼ାଘରକୁ ନେଇଥିଲେ। ବର୍ଷେ କାଳ ପତ୍ନୀ ଭଳି ରଖିଲେ। ଗର୍ଭବତୀ ହେବା ପରେ ଗର୍ଭ ନଷ୍ଟ ପାଇଁ ଚାପ ପକାଇଲେ। ଘରକୁ ନେବାକୁ ଜିଦ୍ କରିବାରୁ କେଉଁଆଡ଼େ ଚାଲିଗଲେ ଆଉ ପତ୍ତା ନାହିଁ। ହାତରେ ବିବାହର ନୋଟାରି କାଗଜ ଧରି ଏଭଳି ଅଭିଯୋଗ ନେଇ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତା। ନୋଟାରିରେ ବିବାହ କରିଥିବାରୁ ବିଧିବଦ୍ଧ ଭାବରେ ସ୍ବାମୀଙ୍କ ନାମରେ ପ୍ରତାରଣାର […]