ସରକାରୀ ଜମିକୁ ନେଇ ଝିଲିକି ଓ ଗୁଡ୍ରିପଦା ଗ୍ରାମବାସୀ ମୁହାଁମୁହିଁ
ମୋହନା : ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଝିଲିକି ଓ ଗୁଡ୍ରିପଦା ଗ୍ରାମବାସୀ ଜମି ବିବାଦକୁ ନେଇ ୫ ଦିନ ହେଲା ଖଣ୍ଡାକାତି ଠେଙ୍ଗା ଧରି ମୁହାଁମୁହିଁ ହେଉଛନ୍ତି । ଅଡବା ପୁଲିସ ଗଜପତି ଏସପି ସାରା ଶର୍ମାଙ୍କ ନିର୍ଦ୍ଧେଶ କ୍ରମେ ଏଏସଆଇ ପ୍ରଭାକର ଗାଂଟା ଓ ପୁଲିସ ଟିମ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ୧୦ ଜଣିଆ ଟିମ୍ ଗଠନ କରି ଶାନ୍ତି କମିଟି ପାଇଁ ସନ୍ଧ୍ୟାରେ ଡକାଇଛନ୍ତି। ଏହାପରେ ଗହଳି ଭାଙ୍ଗିଥିଲା।ସୂଚନା ଅନୁଯାୟୀ, […]