କଥା ଦେଇ ଥିଲେ ଆରଥରକୁ ଫେରିଲେ…
ବାଲିଗୁଡ଼ା/ରାଇରଙ୍ଗପୁର/ ଭୁବନେଶ୍ୱର(ଉଲାପ୍ର ): ଗଲଓ୍ୱାନ୍ ଉପତ୍ୟକାରେ ଚୀନ ସେନା ସହ ରକ୍ତାକ୍ତ ସଂଘର୍ଷରେ ସହିଦ ହୋଇଛନ୍ତି ୨୦ ନୀର୍ଭିକ ଭାରତୀୟ ଯବାନ। ସେମାନଙ୍କ ମଧ୍ୟରେ ୨ ଓଡ଼ିଆ ବୀରପୁଅ ବି ବୀରଗତିପ୍ରାପ୍ତ ହୋଇଛନ୍ତି । ଏହି ଦୁଃଖଦ ଖବର ଶୁଣି, ସେମାନଙ୍କ ପରିବାର ଲୁହରେ ଭାସୁଥିବା ବେଳେ, ସାରା ଦେଶ ଶୋକରେ ବୁଡ଼ିଛି । ସତେକି ଗୁମୁରି ଗୁମୁରି ନିଜ ବୀର ସନ୍ତାନଙ୍କୁ ଝୁରୁଛି, ସହିଦଙ୍କ ଜନ୍ମମାଟି ।ସ୍ୱପ୍ନ ସବୁ ଚୁରମାର ହୋଇଯିବା ପରେ, ଆଉଟି ଯାଉଛି […]