ଶନିବାର, ରବିବାର ମୋ’ ବସ୍ ସେବା ବନ୍ଦ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁନ ମାସର ଶନିବାର ଓ ରବିବାର ବନ୍ଦ ରହିବ ମୋ ବସ୍ ସେବା। ସପ୍ତାହକୁ ୨ ଦିନ ଶଟ୍ଡାଉନ ଅବସରରେ ବନ୍ଦ ରହିବ ବସ୍ ସେବା। ଏନେଇ ମୋ ବସ ଚଳାଚଳ ଦାୟିତ୍ୱ ନେଇଥିବା କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛିଓଡ଼ିଶାରେ କରୋନା ସ୍ଥିତିକୁ ଦେଖି ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ(ଶନିବାର ଓ ରବିବାର) ଶଟ୍ଡାଉନ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଦୁଇ ଦିନ […]