ରବିବାର ରାଶିଫଳ (୩୧/୦୫/୨୦୨୦)
ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହୋଇପାରେ। ଦେବୀ ଦର୍ଶନ ପାଇ ଖୁସି ହେବେ। ବନ୍ଧୁ ମିଳନରୁ ସୁଫଳ ମିଳିବ। ବାରମ୍ବାର ଚେଷ୍ଟା କଲେ କାର୍ଯ୍ୟରେ ସଫଳତା ପାଇବେ। ବୃଷ: ପ୍ରଭାବ ବିସ୍ତାର କରିପାରନ୍ତି। ସଙ୍ଗୀତ ପ୍ରିୟ ଓ ସୁଶୀଳ ହେବେ। ଧାର୍ମିକପ୍ରବର ହୋଇପାରନ୍ତି। ମହତ୍ ଉଦ୍ଦେଶ୍ୟରେ ଆତ୍ମୋତ୍ସର୍ଗ କରିପାରନ୍ତି। କୃଷି ଉପରେ ଗୁରୁତ୍ବ ଦେବେ। ଯାନବାହନ ସୁଖ ମିଳିପାରେ। ମିଥୁନ: ସମ୍ମାନିତ ହେବେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ସତ୍କର୍ମରେ ନିୟୋଜିତ ହୋଇପାରନ୍ତି। ସୁସ୍ଥ ଓ […]