କେରଳରେ ଫସିଥିବା ୧୭୦ ଜଣ ଓଡ଼ିଆ ଝିଅଙ୍କୁ ବିମାନରେ ଫେରାଇ ଆଣିବାକୁ ବ୍ୟବସ୍ଥା କଲେ ସୋନୁ ସୁଦ୍
ଭୁବନେଶ୍ୱର: ଓଡ଼ିଶା ଫେରିବେ କେରଳରେ ଫସିଥିବା ୧୭୦ ଓଡିଆ ଝିଅ । ଆସନ୍ତାକାଲି ସ୍ୱତନ୍ତ୍ର ବିମାନ ଯୋଗେ ସେମାନେ ରାଜ୍ୟକୁ ଫେରିବେ । ଏହି ଯୁବତୀମାନେ କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ଏକ ପୋଷାକ କମ୍ପାନୀରେ କାମ କରୁଥିଲେ । ତେବେ କରୋନା ପାଇଁ ଲକଡାଉନ ଯୋଗୁ ସମସ୍ତେ ଚାକିରିରୁ ଇସ୍ତଫା ଦେଇ ରାଜ୍ୟକୁ ଫେରିବେ ବୋଲି ସୂଚନା ରହିଛି।ଓଡ଼ିଶାର ଝିଅମାନେ କେରଳରେ ଫସି ରହିଥିବା ନେଇ ସାମ୍ବାଦିକା ଧାନ୍ୟା ରାଜେନ୍ଦ୍ରନଙ୍କ ଟୁଇଟ ପରେ ଏହି ଘଟଣା ଲୋକଲୋଚନକୁ […]