ଦେଶରେ କୋଭିଡ-୧୯ ନମୁନା ପରୀକ୍ଷା ପାଇଁ ରଣନୀତି ସଂଶୋଧନ କଲା ଆଇସିଏମ୍ଆର୍

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ସୋମବାର କୋଭିଡ୍ -୧୯ ପରୀକ୍ଷା ପାଇଁ ଏହାର ରଣନୀତିକୁ ସଂଶୋଧନ କରିଛି | ସଂଶୋଧିତ ରଣନୀତିରେ ଗତ ୧୪ ଦିନ ମଧ୍ୟରେ ଅନ୍ତର୍ଜାତୀୟ ଭ୍ରମଣର ଇତିହାସ ସହିତ କରୋନା ଲକ୍ଷଣ ଥିବା ବ୍ୟକ୍ତିବିଶେଷଙ୍କୁ ପରୀକ୍ଷା କରିବାକୁ ପ୍ରସ୍ତାବ ଦିଆଯାଇଛି | ଏହା ସହ କୋଭିଡ -୧୯ ବିରୋଧରେ ଆଗ ଧାଡିରେ ରହି ଲଢେଇ କରୁଥିବା ସ୍ୱାସ୍ଥ୍ୟକର୍ମୀ ଏବଂ ତୀବ୍ର […]

ଅମ୍ଫାନ ପାଇଁ ଆଠଗଡ ଅଗ୍ନିଶମ ବିଭାଗ ପୁରା ପ୍ରସ୍ତୁତ

ଆଠଗଡ,(ଉଲାପ୍ର)କରୋନା ପରେ ଅମ୍ଫାନ କୁ ନେଇ ରୂପକୂଳବର୍ତୀ ଜିଲା ଗୁଡିକ ଚିନ୍ତିତ ଅଛନ୍ତି,ଅମ୍ଫାନ କୋଡିଏ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି,ସାମୁଦ୍ରିକ ଝଡ଼ ଅମ୍ଫାନ ଦୀଘା ଓ ସାଗର ଦୀପ ମଧ୍ୟରେ ମାଡ଼ ହେବାର ଆକଳନ କରା ଯାଉଥିବା ବେଳେ ତାର ଗତିପଥ ବଦଳିବାର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ,ଏହି ପରିପ୍ରେକ୍ଷୀରେ ଆଠଗଡ ଅଗ୍ନିଶମ ବିଭାଗ ବାତ୍ୟା ଅମ୍ଫାନ କୁ ନେଇ ପୁରା ପ୍ରସ୍ତୁତ ଥିବାର ଜଣାପଡିଛି, ରବିବାର ଦିନ ଅଫିସ ପରିସରରେ […]

କାହା ଭରସାରେ ରୋଗୀଙ୍କ ଜୀବନ ; ନିଶାସକ୍ତ ଆମ୍ବୁଲାନ୍ସ ଚାଳକ ଗୁରୁତର

ପାଟଣା : ରୋଗୀଙ୍କୁ ନେବା ଆଣିବା କରୁଥିବା ଖୋଦ୍ ଆମ୍ବୁଲାନ୍ସ ଚାଳକର ହୋସ ରହୁନି। ଅତ୍ୟାଧିକ ନିଶା ସେବନ ଯୋଗୁଁ ଗୁରୁତର ଅବସ୍ଥାରେ ଜଣେ ଆମ୍ବୁଲାନ୍ସ ଚାଳକ ଡାକ୍ତଖାନାରେ ଭର୍ତ୍ତି ହୋଇଛନ୍ତି। ଏଭଳି ଏକ ଦୁର୍ଭାଗ୍ୟଜନକ ରାଜ୍ୟରେ ଘଟିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, କଟକ ରୁ ଗତରାତି ତୁରୁମୁଙ୍ଗା ଥାନା ଅଞ୍ଚଳ କୁ ରୋଗୀ ନେଇ ଫେରିଥିବା ଜଣେ ଆମ୍ବୁଲାନ୍ସ ଚାଳକ ନିଶାଗ୍ରସ୍ତ ଅବସ୍ଥାରେ ତୁରୁମୁଙ୍ଗା ରେ ନିଜ ଆମ୍ବୁଲାନ୍ସ ରେ ଗୁରୁତର ହୋଇ ପଡ଼ିଥିଲେ।ଗୁରୁତର ଥିବା […]

ମାଡି ଆସୁଛି ଅମ୍ଫାନ, ମୁକାବିଲା ପାଇଁ ଧାମରାରେ ପହଞ୍ଚିଲା ଏନଡିଆରଏଫ ଟିମ୍ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ମନା, ଧାମରା-ଚୂଡାମଣି କୂଳକୁ ଫେରୁଛି ବୋଟ

ଭଦ୍ରକ: ଗୋଟିଏ ପଟେ କରୋନାର ଭୟ। ଅନ୍ୟପେଟ ସମ୍ଭାବ୍ୟ ବାତ୍ୟା ଭୟ ଜିଲ୍ଲାବାସୀଙ୍କୁ ଆହୁରି ଭୟଭୀତ କରି ଦେଇଛି। ଏଇ ଦୁଇଟି ଜାତୀୟ ବିପତ୍ତିରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ପ୍ରଶାସନ ବି ଅଣ୍ଟା ଭିଡିଛି। ସାମୁଦ୍ରୀକ ବାତ୍ୟା ଅମ୍ଫାନ ମାଡି ଆସୁଥିବା ବେଳେ ଏହାର ମୁକାବିଲା ନେଇ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନିର୍ଦ୍ଦେଶରେ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ଏଇ ଅଞ୍ଚଳରେ ସ୍ବତନ୍ତ୍ର ଅଫିସର ମୁତୟନ କରାଯାଇ ସ୍ଥିତି […]

ଗିରଫ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ପରେ ପୁରୀ କୁମ୍ଭାରପଡ଼ା ଥାନା କର୍ମଚାରୀଙ୍କ ନମୁନା ପରୀକ୍ଷା ଲାଗି ପଠାଗଲା

ପୁରୀ: ଗିରଫ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ପରେ ପୁରୀ କୁମ୍ଭାରପଡ଼ା ଥାନା ଅଧିକାରୀଙ୍କ ସମେତ ପ୍ରାୟ ୩୦ ଜଣ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି | ମିଳିଥିବା ସୂଚନା ମୁତାବକ ଛିନତାଇ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା | ଏହି ଯୁବକ ପୁରୀ ନରେନ୍ଦ୍ରକୋଣ ଅଂଚଳର ହୋଇଥିବାବେଳେ ତିନିଦିନ ତଳେ ପୁଲିସ ତାଙ୍କୁ ଗିରଫ କରିଥିଲା | ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ କୋଭିଡ ଟେଷ୍ଟ ପରେ ତାଙ୍କୁ ଜେଲକୁ ପଠାଯିବ […]

ସୁପରପାଓ୍ୱାର ହେବ ଭାରତ ! ନୀଳଗିରି ପାହାଡରେ ବିରାଟ ସୁଡଙ୍ଗ କାହିଁକି ଖୋଳିଛି ଭାରତ, ତାଭିତରେ କଣ କରୁଛନ୍ତି ବୈଜ୍ଞାନିକ ?

ନୂଆଦିଲ୍ଲୀ ୧୬/୫: ଗୋଟିଏ ପଟେ ପୂରା ଦେଶ କରୋନା ସଙ୍କଟରେ ଥିବାବେଳେ ଭାରତର ଏକ ରାଜ୍ୟରେ ରହସ୍ୟମୟ ସୁଡ଼ଙ୍ଗ ନିର୍ମାଣ କରାଯାଉଛି। ଏହି ସୁଡ଼ଙ୍ଗ ନୀଳଗିରିର ପାହାଡ଼କୁ ଖୋଦନ କରି ନିର୍ମାଣ କରାଯାଉଛି। ଦେଢ଼ କିଲୋମିଟର ଲମ୍ବା ଏହି ସୁଡ଼ଙ୍ଗରେ କ’ଣ ହେବ ଏହା ଏଠାକାର ​‌ଲୋକଙ୍କ ପାଇଁ ବଡ଼ ପ୍ରଶ୍ନ ପାଲଟିଛି। କୁହାଯାଉଛି ଯେ ଏହି ସୁଡ଼ଙ୍ଗ ବୈଜ୍ଞାନିକଙ୍କ ପ୍ରୟୋଗ ପାଇଁ ନିର୍ମାଣ କରାଯାଉଛି। ଏହି ସୁଡ଼ଙ୍ଗ ତାମିଲନାଡ଼ୁର ଥେନି ଜିଲ୍ଲାରେ ରହିଛି। ଏହା ଠିକ୍ […]

ଦୁବାଇରୁ କାହିଁକି ଓଡ଼ିଶା ଫେରୁଛନ୍ତି ପ୍ରବାସୀ ଓଡ଼ିଆ ? ଜାଣନ୍ତୁ ଅସଲ କାରଣ

ଭୁବନେଶ୍ୱର(): ୟୁନାଇଟେଡ଼ ଆରବ ଏମିରେଟସ(ୟୁଏଇ) ଦେଶର ଏମିତି ଏକ ସହର ରହିଛି ଯେଉଁଠିକି କାମ ସନ୍ଧାନରେ ଭାରତର ଅନେକ ଲୋକ ଯାଇଥାନ୍ତି | ୟୁଏଇର ଦୁବାଇ,ସାରଜାହା, ଆବୁଧାବିକୁ ଭାରତର ଅନେକ ଲୋକଙ୍କ ଭଳି ଓଡ଼ିଶାର ଅନେକ ଓଡ଼ିଆ ମଧ୍ୟ ଯାଇଥାନ୍ତି | ତେବେ ସାରା ବିଶ୍ୱକୁ ଏବେ କରୋନା ମହାମାରୀ ନିଜର ଶିକାର ବନାଇଥିବାବେଳେ ବହୁ ସଂଖ୍ୟାରେ ଓଡ଼ିଆ ଓଡ଼ିଶା ଫେରିବାକୁ ଅନାଇ ବସିଛନ୍ତି | ମେ ୧୪ ତାରିଖରେ ୧୫୦ଜଣ ଓଡ଼ିଆ ଦୁବାଇରୁ ଆସି ଭୁବନେଶ୍ବରରେ […]

ଠିକ୍ ଖାଦ୍ୟ ନମିଳିବାରୁ ରାଜପଥ ଅବରୋଧ କଲେ ପ୍ରବାସୀ ଓଡିଆ

ଭଦ୍ରକ : ଜାତୀୟ ରାଜପଥ ଅବରୋଧ କରିଛନ୍ତି ପ୍ରବାସୀ ଓଡିଆ । ଭଦ୍ରକ ଜିଲା ୧୬ ନମ୍ବର ଜାତୀୟରାଜପଥର ରିଲିଆନ୍ସ ପେଟ୍ରୋଲ ଟାଙ୍କି ନିକଟରେ ରାସ୍ତା ଉପରେ ବସିଛନ୍ତି ପ୍ରବାସୀ ଓଡିଆ । ଯାହାକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି ସ୍ଥାନୀୟ ଲୋକ । ସ୍ଥାନୀୟ ଲୋକଙ୍କ ବିରୋଧ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି । ସୂଚନା ଅନୁସାରେ ଗତକାଲି ବରଗଡ ଅଞ୍ଚଳର କିଛି ପ୍ରବାସୀ କୋଇମ୍ବାଟୁରରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଆସି ଭଦ୍ରକ ଜିଲ୍ଲା ଚରମ୍ପା […]

*🌹🌷💐ଆଜିର ରାଶିଫଳ🌹🌷💐*

*🌷💐🌹🌹💐🌷 ଅଦ୍ୟ ମଇ ୧୬ ତାରିଖ ୨୦୨୦ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ପ୍ରମାଥୀଜ୍ୟେଷ୍ଠ -କୃଷ୍ଣପକ୍ଷତିଥି -ନବମୀ ଦିବା ଘ୧୦/୧୦ପର୍ଯ୍ୟନ୍ତ ତଦନ୍ତେ ଦଶମୀନକ୍ଷତ୍ର- ଶତଭିଷା ଦିବା ଘ୧୧/୩୯ ପର୍ଯ୍ୟନ୍ତ ତଦନ୍ତେ ପୂର୍ବଭାଦ୍ର ଚନ୍ଦ୍ର- କୁମ୍ଭଯୋଗ-ବୈଧୃତିକରଣ-ଗରସୂର୍ଯ୍ୟ -ବୃଷ ୦୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୧୩/୪୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୧/୨୪ ଯୋଗିନୀ ପୂର୍ବେ ଦିବା ଘ୧୦/୧୨ଗତେ ଉତ୍ତରେ ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ଅଦ୍ୟ ଦଶମୀର ପାର୍ବଣ ଶ୍ରାଦ୍ଧ କାଳବେଳା-ଦିବା ଘ୦୬/୫୦ ମଧ୍ୟେ ଓ […]

ଗୁରେଜ ଉପତ୍ୟକାର ଲୋକଙ୍କୁ ଘରକୁ ଯିବାକୁ ଅନୁମତି

ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ବାନ୍ଦୀପୁରା ଜିଲ୍ଲା ପ୍ରଶାସନ ଗୁରେଜ ଉପତ୍ୟକାର ଲୋକମାନଙ୍କୁ ସେମାନଙ୍କର ନିଜନିଜର ଘରକୁ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ସେହି ଲୋକମାନେ କୋଭିଡ୍‍ କଟକଣା ସମୟରେ ବାନ୍ଦୀପୁରାଠାରେ ଅଟକି ରହିଥିଲେ। ସେହି ଲୋକମାନଙ୍କୁ ଡାକ୍ତରମାନଙ୍କର ଏକ ଦଳ ପ୍ରଥମେ ଯାଞ୍ଚ କରିଥିଲେ ଓ ଏହାପରେ ସେମାନଙ୍କୁ ଗୃହ ଅଭିମୁଖେ ଯାତ୍ରା କରିବା ପାଇଁ ଅନୁମତି ଦିଆଯାଇଥିଲା। ଗୁରେଜ ଉପତ୍ୟକାର ୬୧୩ ଜଣ ଲୋକ କୋଭିଡ୍‍ ନାଇଣ୍ଟିନ୍‍ କଟକଣା ଯୋଗୁଁ ବାନ୍ଦୀପୁରାଠାରେ ଅଟକି […]