ଓଡ଼ିଶା ହଇକୋର୍ଟରେ ଇ-ସେବା କେନ୍ଦ୍ର ଉଦଘାଟିତ
କଟକ : ଓଡ଼ିଶା ହଇକୋର୍ଟରେ ଇ-ସେବା କେନ୍ଦ୍ର ଶୁକ୍ରବାର ଉଦଘାଟିତ ହୋଇଯାିଇଛି । ହାଇକୋର୍ଟ ସହିତ କଟକ ଜିଲ୍ଲା ଜଜ୍ କଂପ୍ଲେକ୍ସରେ ଇ-ସେବା କେନ୍ଦ୍ରକୁ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ସଞ୍ଜୁ ପଣ୍ଡା ଉଦଘାଟନ କରିଛନ୍ତି । ଏହି ଅବସରରେ ହାଇକୋର୍ଟର ଅନ୍ୟ ବିଚାରପତିଙ୍କ ସହିତ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି, ସଂପାଦକ, ସଦସ୍ୟ, ହାଇକୋର୍ଟର ରେଜିଷ୍ଟ୍ରାର ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।ସାମାଜିକ ଦୂରତ୍ବ […]