ସାମ୍ବାଦିକଙ୍କ ପେଟରେ ମାଲିକଙ୍କ ଲାତ !

ଭୁବନେଶ୍ୱର: କରୋନା ମାଡ଼ରେ ଏବେ ବେଶୀ କ୍ଷତି ସହିଛନ୍ତି କିଛି ପ୍ରମୁଖ ଖବରକାଗଜ ସଂସ୍ଥା କର୍ମଚାରୀ ଏବଂ ସାମ୍ବାଦିକ । କାହା ଚାକିରି ଗଲାଣି ତ ଆଉ କାହାରି ଯିବା ଯିବା ଅବସ୍ଥାରେ ରହିଛି । ନିଜକୁ ଏକ ନମ୍ବର ଦାବି କରି ପିଟାପିଟି ହେଉଥିବା ଖବର ସଂସ୍ଥାରେ କର୍ମଚାରୀ ଛଟେଇ ଓ ଦରମାକାଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ମାଲିକଙ୍କ ବିଚାରରେ, ବିଜ୍ଞାପନ ନ ଥିବାରୁ କର୍ମଚାରୀଙ୍କୁ ଦରମା ଦେଇ ସଂସ୍ଥା ଚଳାଇବା ସମ୍ଭବ ନୁହେଁ । […]

🌹🌷💐ଆଜିର ରାଶିଫଳ🌹🌷💐

*🌷💐🌹🌹💐🌷 ଅଦ୍ୟ ମଇ ୧୩ ତାରିଖ ୨୦୨୦ମସିହା(ବୁଧବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ପ୍ରମାଥୀଜ୍ୟେଷ୍ଠ -କୃଷ୍ଣପକ୍ଷତିଥି -ଷଷ୍ଠୀ ପ୍ରାତଃ ଘ୦୫/୩୮ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀନକ୍ଷତ୍ର-ଶ୍ରବଣା ଚନ୍ଦ୍ର-ମକରଯୋଗ-ଶୁକ୍ଳକରଣ-ବାଣିଜ୍ୟସୂର୍ଯ୍ୟ -ମେଷ ୩୧ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୧୫/୦୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୫୪ ଯୋଗିନୀ ପଶ୍ଚିମେ ପ୍ରାତଃ ଘ୦୫/୩୮ଗତେ ବାୟବ୍ୟେ ସିଂହ ରାଶିର ଘାତଚନ୍ଦ୍ର କର୍କଟ ରାଶିର ଘାତବାର ଅଦ୍ୟ ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ କାଳବେଳା -ଦିବା ଘ୦୮/୨୫ଗତେ ଘ୧୦/୦୯ମଧ୍ୟେବାରବେଳା-ଦିବା ଘ୧୧/୪୦ଗତେ ଘ୦୨/୧୯ମଧ୍ୟେ ଅମୃତବେଳା-ଦିବା ଘ୦୨/୫୫ଗତେ ଘ୦୪/୩୨ମଧ୍ୟେ ଓ ରାତ୍ର ଘ୧୦/୨୨ଗତେ […]

ରଥଯାତ୍ରା ଉପରେ କରୋନାର କଳା ବାଦଲ, କାଳିଆର ଚମତ୍କାରକୁ ଶ୍ରଦ୍ଧାଳୁଙ୍କ ଅପେକ୍ଷା

ଭୁବନେଶ୍ଵର: ଓଡ଼ିଶାରେ କରୋନା ବିପର୍ଯ୍ୟୟ ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥ ନିର୍ମାଣରେ ୨୦୦ କାରିଗର ଲାଗିଛନ୍ତି। ସେପଟେ ହାଇକୋର୍ଟ ମଙ୍ଗଳବାର ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇ ଜୁନ ୨୨ ତାରିଖ ସୁଦ୍ଧା ରଥ ନିର୍ମାଣ ଶେଷ କରିବାକୁ କହିଛନ୍ତି। ରଥ କାମରେ ନିୟୋଜିତ ୨୦୦ କାରିଗରଙ୍କୁ ୪୫ ଦିନିଆ କ୍ବାରେଣ୍ଟାଇନରେ ରଖାଯାଇଛି। କାରିଗରମାନଙ୍କ ଲାଗି ହୋଟେଲରେ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଛି। […]

ଘଣ୍ଟାକ ମଧ୍ୟରେ ଟିକେଟ ସରିଯିବା ପରେ ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନରେ ଯୋଡ଼ାଗଲା ଆଉ ୫ଟି ବଗି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଚାଲିବାକୁ ଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନ ପ୍ରତି ଲୋକଙ୍କର ଚାହିଦାକୁ ନଜରରେ ରଖି ନୂଆ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରାଳୟ | ଗତକାଲି ମାତ୍ର ଘଣ୍ଟାକ ମଧ୍ୟରେ ଭୁବନେଶ୍ୱର ନୂଆଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନର ଟିକେଟ ସରିଯାଇଥିଲା | ଯାହାକୁ ନଜରରେ ରଖି ଏହି ଟ୍ରେନରେ ଆଉ ୫ଟି ବଗି ସଂଯୋଗ କରାଯିବାକୁ ନିଷ୍ପତ୍ତି ନିଆଯାଇଛି | ୪ଟି ତୃତୀୟ ଶ୍ରେଣୀ ଆସନ ବଗି ଥିବାବେଳେ ଗୋଟିଏ ଦ୍ଵିତୀୟ ଶ୍ରେଣୀ ଆସନ ବଗି ସଂଯୋଗ କରାଯାଇଛି […]

*🌹🌷💐ଆଜିର ରାଶିଫଳ🌹🌷💐*

🌷🌹💐🌷 ଅଦ୍ୟ ମଇ ୧୨ ତାରିଖ ୨୦୨୦ମସିହା(ମଙ୍ଗଳବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ପ୍ରମାଥୀଜ୍ୟେଷ୍ଠ -କୃଷ୍ଣପକ୍ଷତିଥି -ପଞ୍ଚମୀ ପ୍ରାତଃ ଘ୦୫/୩୯ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ନକ୍ଷତ୍ର-ଉତ୍ତରାଷାଢା ରାତ୍ରି ଘ୦୫/୧୫ ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣା ଚନ୍ଦ୍ର-ଧନୁ ଦିବା ଘ୧୦/୪୩ ପର୍ଯ୍ୟନ୍ତ ତଦନ୍ତେ ମକରଯୋଗ-ଶୁଭକରଣ-ତୈତିଳସୂର୍ଯ୍ୟ -ମେଷ ୩୦ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୧୫/୩୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୩୪ ଯୋଗିନୀ ଦକ୍ଷିଣେ ପ୍ରାତଃ ଘ୦୫/୩୯ଗତେ ପଶ୍ଚିମେ ସିଂହ ରାଶିର ଘାତଚନ୍ଦ୍ର ମକର ରାଶିର ଘାତବାର ଅଦ୍ୟ ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ କାଳବେଳା […]

କଟକ ଜିଲା ତିଗିରିଆ ରେ ପୁଣି ଏକ କରୋନା ପଜିଟିଭ ଚିହ୍ନଟ

କଟକ ଜିଲା ତିଗିରିଆ ରେ ପୁଣି ଏକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି,ତାଙ୍କ ବୟସ ୩୭ ବର୍ଷ ହେବ ବୋଲି ଆଠଗଡ ଉପଖଣ୍ଡ ମେଡିକାଲ ଅଫିସର ସୂଚନା ଦେଇଛନ୍ତି,ସେ ଗତ ପାଞ୍ଚ ତାରିଖ ଦିନ ସୁରଟ ରୁ ଆସି ସିଧାସଳଖ ନୂଆପାଟଣା ଅର୍ଜୁନ ସୁବୁଦ୍ଧି ହାଇସ୍କୁଲ ରେ ହୋଇଥିବା କ୍ୱାରେନ୍ଟାଇନ ସେଣ୍ଟର ରେ ରହିଥିଲେ,ତାଙ୍କ ସ୍ୱାବ ଟେଷ୍ଟ ହେବା ପରେ ଆଜି ସେ ପଜିଟିଭ ଥିବା ଜଣାପଡିଥିଲା,ତାଙ୍କ ଘର ତିଗିରିଆ ବ୍ଲକ ଭୋଗଡା ପଂଚାୟତ ର ଗୋଖର୍ଣ୍ଣ […]

କାମକରୁନାହିଁ ଯୋଜନା: ବସରୁ ଓହ୍ଲାଇ ଯେଝା ବାଟରେ ଶ୍ରମିକ , ଷ୍ଟେସନରେ ଫୋପାଡିଲେ ଅଇଁଠା

ଟିଟିଲାଗଡ଼: ପ୍ରବାସୀ ଶ୍ରମିକଙ୍କୁ ନେଇ ଟିଟିଲାଗଡକୁ ବିଭିନ୍ନ ଅଞ୍ଚଳରୁ ଟ୍ରେନ ପହଞ୍ଚିବାରେ ଲାଗିଛି। ଗତକାଲି ମହାରାଷ୍ଟ୍ରରୁ ଏକ ସ୍ୱତନ୍ତ୍ର ଟ୍ରେନ ପହଞ୍ଚିଥିବା ବେଳେ ନାନାଦି ଅବ୍ୟବସ୍ଥା ପରିଲକ୍ଷିତ ହେବା ଆଲୋଚନାର ବିଷୟ ହୋଇଛି। ପୂର୍ବରୁ ୧୨୦୦ ଜଣ ଶ୍ରମିକ ଫେରିବା ପ୍ରଶାସନ ଘୋଷଣା କରିଥିବା ବେଳେ ୧୨୫୬ ଜଣ ପହଞ୍ଚିଥିବା ଜଣାଯାଇଛି। ଅପରାହ୍ନ ୨ଟାରେ ଟ୍ରେନ ଆସିବା ପରଠାରୁ ରାତ୍ରି ପ୍ରାୟ ପ୍ରାୟ ୧୦ଟା ପର୍ଯ୍ୟନ୍ତ ବସ, ବୋଲେରୋ, ଆମ୍ବୁଲାନ୍ସ ସହାୟତାରେ ରାଜ୍ୟର ବିଭିନ୍ନ ଜିଲା ଗୁଡିକରେ […]

ମୁଁ କହିଲି ନାମ ପଞ୍ଜିକରଣ କର, ମୋତେ ବାପ-ପୁଅ ମିଶି ବାଡ଼େଇଲେ

ନୟାଗଡ଼ (): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଦୁଇଟି ଅଭାବନୀୟ ଘଟଣା ଘଟିଛି । ସ୍କୁଲ ଗୃହରେ କ୍ୱାରେଣ୍ଟାଇନ ସେଣ୍ଟର  ଖୋଲିବାକୁ ବିରୋଧ କରି ଜଣେ ଯୁବକ ସରପଞ୍ଚଙ୍କୁ ଆକ୍ରମଣ କରିଥିବା କରିଥିବା ବେଳେ ନାମ ପଞ୍ଜିକରଣକୁ ନେଇ ଯୁବକଙ୍କ ରୋଷର ଶିକାର ହୋଇ ମାଡ଼ ଖାଇଛନ୍ତି ଆଶାକର୍ମୀ । ରଣପୁର ବ୍ଲକ ଲୋଧାଚୁଆ ପଞ୍ଚାୟତର ରାଜନଗର ଗାଁର ସ୍କୁଲ ଗୃହକୁ କ୍ୱାରେଣ୍ଟାଇନ ସେଣ୍ଟର ଭାବେ ବ୍ୟବହାର କରିବାକୁ ମରାମତି କାମ ଚାଲିଥିବା ବେଳେ ଏହାକୁ ବିରୋଧ […]

ସ୍ଵେଚ୍ଛାକୃତ ଭାବେ ବିଦ୍ୟାଳୟ ପରିସର ସଫା କରୁଛନ୍ତି ପ୍ରବାସୀ ।

ଗଞ୍ଜାମ (୧୧/୦୫/୨୦) (ବ୍ୟୁରୋ) : ହାଇଦ୍ରାବାଦ ରୁ ଫେରିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ବିଭିନ୍ନ ସଂଗରୋଧ ଗୃହରେ ରଖାଯାଇଛି । ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମିରିଗିଲେଣ୍ଡି ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଥିବା ସଂଗରୋଧ କେନ୍ଦ୍ରରେ ସମସ୍ତ ପ୍ରବାସୀଙ୍କୁ ଆଜି ଯୋଗ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ପ୍ରାତଃରୁ ସମସ୍ତ ପ୍ରବାସୀ ଶୌଚ ସାରି ବିଦ୍ୟାଳୟର ଖେଳ ପଡିଆରେ ସାମାଜିକ ଦୂରତା ଅବଲମ୍ବନ କରି ଯୋଗ, ପ୍ରାଣାୟାମ ଆଦି କରିଥିଲେ । ଜନତା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ବେଗୁନିଆପଡ଼ା […]

🌹🌷💐ଆଜିର ରାଶିଫଳ🌹🌷💐

*🌷💐🌹🌹💐🌷 ଅଦ୍ୟ ମଇ ୧୧ ତାରିଖ ୨୦୨୦ମସିହା(ସୋମବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ପ୍ରମାଥୀଜ୍ୟେଷ୍ଠ -କୃଷ୍ଣପକ୍ଷତିଥି -ଚତୁର୍ଥୀ ଦିବା ଘ୦୬/୨୯ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ନକ୍ଷତ୍ର-ପୂର୍ବାଷାଢା ରାତ୍ରି ଘ୦୪/୩୬ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢା ଚନ୍ଦ୍ର-ଧନୁଯୋଗ-ସିଦ୍ଧକରଣ-ବାଳବସୂର୍ଯ୍ୟ -ମେଷ ୨୯ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୧୫/୫୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୧୪ ଯୋଗିନୀ ନୈଋତକୋଣେ ଦିବା ଘ୦୬/୨୯ଗତେ ଦକ୍ଷିଣକୋଣେ ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ମିଥୁନ ରାଶିର ଘାତବାର ଅଦ୍ୟ ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ କାଳବେଳା -ଦିବା ଘ୦୬/୫୦ଗତେ ଘ୦୮/୨୯ମଧ୍ୟେବାରବେଳା-ଦିବା […]