ଚିନ୍ତା ବଢ଼ାଇଲେଣି ସୁରତ ଫେରନ୍ତା; ଆଜି ପୁଣି ୫ ଟ୍ରେନରେ ଆସୁଛନ୍ତି ୬ ହଜାର
ଭୁବନେଶ୍ବର (ବ୍ୟୁରୋ): ବଙ୍ଗ ସଂଯୋଗ ପରେ ଏବେ ଓଡ଼ିଶା ପାଇଁ ଚିନ୍ତାର କାରଣ ହୋଇଛି ସୁରତ୍ ସଂଯୋଗ । ଗତ ଦୁଇ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୦% ହେଉଛନ୍ତି ସୁରତ୍ ଫେରନ୍ତା । ଗଞ୍ଜାମ ଜିଲାରେ ଆଜି ଚିହ୍ନଟ ହୋଇଥିବା ୨୪ ଜଣ ସଂକ୍ରମିତଙ୍କର ସୁରତ୍ ଲିଙ୍କ ରହିଛି । ସେହିପରି ଜଗତସିଂହପୁର ଜିଲାର ନାଉଗାଁରୁ ଠାବ ହୋଇଥିବା ସଂକ୍ରମିତଙ୍କର ବି ସୁରତ୍ ସଂଯୋଗ ରହିଛି । ଏହି ଲୋକମାନେ ଟ୍ରେନ ଓ […]