ଭଦ୍ରକ: ସଟଡାଉନ ହଟିଲା, ସାମାଜିକ ଦୂରତାକୁ ଭୁଲିଗଲେ ଲୋକେ
୧୮ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍, ୧୦ ଦିନରେ ୧୫ ଶହ ରକ୍ତ ନମୁନା ସଂଗ୍ରହ ଭଦ୍ରକ: ଜିଲ୍ଲାରେ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭଦ୍ରକ ଜିଲ୍ଲାରେ ଆତଙ୍କ ଖେଳିଥିଲା। ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଭଦ୍ରକ ଜିଲ୍ଲାକୁ ୬୦ ଘଣ୍ଟିଆ ସଟ୍ ଡାଉନ୍ ଘୋଷଣା କରିଥିଲେ। ଆଜି ସକାଳ ୧୦ଟାରେ ଏଇ ସଟ୍ ଡାଉନ୍ ନିୟମ ଉଠାଇ ଦିଆଯାଇଥିଲା। ସଟ୍ ଡାଉନ୍ ଉଠିବା ପରେ ଲୋକମାନେ ହାଜର ହାଜର ସଂଖ୍ୟାରେ […]