ନାଲକୋ ଅନୁଦାନରେ ନବରଙ୍ଗପୁରଠାରେ ଖୋଲିଲା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲ

ଭୁବନେଶ୍ୱର : ନବରତ୍ନ କମ୍ପାନୀ ନାଲକୋର ଅନୁଦାନରେ ନବରଙ୍ଗପୁରଠାରେ ଖୋଲା ଯାଇଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ ସୋମବାରଦିନ  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ସମାରୋହରେ ଦିଲ୍ଲୀରୁ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମାନ୍ୟବର କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ।ନାଲକୋ ଏହି ହସ୍ପିଟାଲର ସମସ୍ତ ଭିତ୍ତିଭୂମି […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଅପ୍ରେଲ ୨୦ ତାରିଖ ୨୦୨୦ମସିହା(ସୋମବାର) ଶକାବ୍ଦ -୧୯୪୨ ସମ୍ବତ -୨୦୭୭ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ବୈଶାଖ -କୃଷ୍ଣପକ୍ଷ ତିଥି -ତ୍ରୟୋଦଶୀ ରାତ୍ର ଘ୦୩/୧୩ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ନକ୍ଷତ୍ର-ପୂର୍ବଭାଦ୍ର ଦିବା ଘ୦୮/୦୩ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭାଦ୍ର ଚନ୍ଦ୍ର-ମୀନ ଯୋଗ-ଇଦ୍ର କରଣ-ଗର ସୂର୍ଯ୍ୟ -ମେଷ ୦୮ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୮/୩୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୨/୨୪ ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୩/୧୪ଗତେ ପଶ୍ଚିମେ ଧନୁ ରାଶିର ଘାତଚନ୍ଦ୍ର ମିଥୁନ ରାଶିର ଘାତବାର ଅଦ୍ୟ ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ […]

ସୂର୍ଯ୍ୟ ଚାରିପାଖରେ ବଳୟ; ମେଘ ଓ ଆଲୋକ ଦ୍ବାରା ସଂଗଠିତ ଏକ ଅସାଧାରଣ ଦୃଶ୍ୟ

ଭୁବନେଶ୍ବର: ସମୟ ସମୟରେ ଆମେ ସୂର୍ଯ୍ୟ ଚାରିପାଖରେ ଏକ ବଳୟ ବା ରିଙ୍ଗ(ଇଂରାଜୀରେ ହାଲୋ) ଦେଖିଥାଉ। ରବିବାର ସୂର୍ଯ୍ୟ ଚାରିପାଖରେ ଏହିପରି ଇନ୍ଦ୍ରଧନୁର ରଙ୍ଗ ଥିବା ଏକ ବଳୟ ଆମ ରାଜ୍ୟର ଅନେକ ସ୍ଥାନରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଦେଖାଯାଇଥିଲା। ସମସ୍ତଙ୍କ ମନରେ ପ୍ରଶ୍ନ ଏହି ଅସାଧାରଣ ଦୃଶ୍ୟଟି କାହିଁକି ଘଟୁଛି। ଏପରି ଆଉ କେବେ ଦେଖାଯିବ। ଏପରି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି। ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି […]

କୋଭିଡ୍ ପାସ ଲଗାଇ କଫ୍‍ସିରଫ୍‍ ଚୋରା ଚାଲାଣ ; ୩ଅଟକ

ବଲାଙ୍ଗୀର: ତାଲା ବନ୍ଦ ବେଆଇନ୍‍ ନିଶା କାରବାର ଚଳାଇଥିବା ଲୋକଙ୍କ ରାସ୍ତାରେ ସମସ୍ୟା ହୋଇଛି। କିନ୍ତୁ ଚତୁରତାର ସହ ନିଜ କାରବାର ଚଳାଇ ଆସୁଥିଲେ ମାଫିଆମାନେ। ବଲାଙ୍ଗିର ସଦର ଥାନା ପୁଲିସ କୋଭିଡ ପାସ୍‍ ଲାଗିଥିବା ଏକ ୪୦୭କୁ ଯାଞ୍ଚ କଲା ବେଳେ ସେଥିରେ ବେଆଇନ ଭାବେ ଚଲାଣ ହେଉଥିବା ୭ ପେଟି କଫ୍‍ସିରଫ୍‍ ଜବତ କରିଛି। ସୂଚନା ଅନୁଯାୟୀ, ମହାମାରୀ କରୋନା ପାଇଁ ତାଲା ବନ୍ଦ କରାଯାଇଛି। ସାମଗ୍ରୀ ପରିବହନ ପାଇଁ ମିଳିଥିବା ସୁଯୋଗ ନେଇଛନ୍ତି […]

ଓର୍‌ମାସ ତରଫରୁ ଖୋଲିଲା ମାସ୍କ କାଉଣ୍ଟର ୨୧ଟି ଜିଲାର ସ୍ବୟଂସହାୟକ ଗୋଷ୍ଠୀ ତିଆରି କରିଛନ୍ତି ୧୨ଲକ୍ଷ ମାସ୍କ

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣ ରୋକିବାଦିଗରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏଣିକି ଘରୁ ବାହାରିବାମାତ୍ରେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସରକାରଙ୍କ ଏହି ନିର୍ଦେଶନାମା ଜାରି ପରେ ରାଜ୍ୟବାସୀ ଏବେ ଏ ଦିଗରେ ସଚେତନତା ହେବା ସହ ମାସ୍କ ବ୍ୟବହାର କରୁଛନ୍ତି। ହେଲେ ସ୍ବାସ୍ଥ୍ୟସେବା ଆଦି ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ ଏବଂ କର୍ମଚାରୀମାନେ ଏନ୍‌-୯୫ ମାସ୍କ ବ୍ୟବହାର କରୁଥିବାବେଳେ ଦୈନନ୍ଦିନ ଜୀବନରେ ଜଣେ ସାଧାରଣ ବ୍ୟକ୍ତି କପଡ଼ାରେ ତିଆରି ମାସ୍କ ବ୍ୟବହାର କରିପାରିବେ। […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଅପ୍ରେଲ ୧୯ ତାରିଖ ୨୦୨୦ମସିହା(ରବିବାର) ଶକାବ୍ଦ -୧୯୪୨ ସମ୍ବତ -୨୦୭୭ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ବୈଶାଖ -କୃଷ୍ଣପକ୍ଷ ତିଥି -ଦ୍ବାଦଶୀ ରାତ୍ର ଘ୧୨/୪୩ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ନକ୍ଷତ୍ର-ପୂର୍ବଭାଦ୍ର ଚନ୍ଦ୍ର-କୁମ୍ଭ ରାତ୍ର ଘ୦୧/୨୦ପର୍ଯ୍ୟନ୍ତ ତଦନ୍ତେ ମୀନ ଯୋଗ-ବ୍ରହ୍ମ କରଣ-କୌଳବ ସୂର୍ଯ୍ୟ -ମେଷ ୦୭ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୨୯/୨୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୨/୧୪ ଯୋଗିନୀ ନୈଋତକୋଣେ ରାତ୍ରି ଘ୧୨/୪୧ଗତେ ଦକ୍ଷିଣେ ଧନୁ ରାଶିର ଘାତଚନ୍ଦ୍ର ମେଷ ରାଶିର ଘାତବାର ଅଦ୍ୟ ଦ୍ବାଦଶୀର ଏକୋଦିଷ୍ଟ ଓ ପାର୍ବଣ […]

🌞☀⚛ ଆଜିର ରାଶିଫଳ 🌞☀⚛

🌹ମେଷ: ପ୍ରିୟ ବନ୍ଧୁ ମିଳନ ହେବ।ଆପଣଙ୍କର ସ୍ୱଭାବ ନେତାଙ୍କ ଭଳି ରହିବ।ବନ୍ଧନ ମୁକ୍ତ ହେବାର ସମ୍ଭାବନା ରହିଛି। କଷ୍ଟରେ ଥିବା ବନ୍ଧୁଙ୍କ ସହାୟତା କରିବେ।ବ୍ୟବସାୟରେ ଆଶାଜନକ ଫଳ ପାଇବେ। 🌹ବୃଷ: ଯାହା ବି କାମ କରିବେ ନିଶ୍ଚିତ ସଫଳତା ପାଇବେ ପରିବାରର ସମସ୍ତେ ଆପଣଙ୍କ ପ୍ରତି ଖୁସି ରହିବୋ ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। 🌹 ମିଥୁନ: ଭାଗ୍ୟ ବୃଦ୍ଧି ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ପରିବାରରେ ଅଶାନ୍ତି ବଢ଼ିପାରେ ବାହାରକୁ ଗଲେ ସାବଧାନତା ଅବଲମ୍ବନ […]

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ କଥାକୁ ବେଖାତିର କଲେ ଆଠଗଡ ରେଞ୍ଜର ଆୟେସା ନିଶା, ସତର ବର୍ଷ ଧରି ଚାକିରୀ କରିଥିବା ପାରା କର୍ମଚାରୀଙ୍କୁ ଲକ ଡାଉନ ବେଳେ ବିଦା କଲେ

ଆଠଗଡ,(ଉଲାପ୍ର)ଆଠଗଡ ବନଖଣ୍ଡ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି,ଆଠଗଡ ରେଞ୍ଜରେ ଚାକିରୀ କରିଥିବା ଦୁଇଜଣ ପାରା କର୍ମଚାରୀ ଙ୍କୁ ଆଠଗଡ ରେଞ୍ଜର ଚାକିରିରୁ ବିଦା କରିଦେଇଥିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ସରକାରୀ ବାସଭବନରୁ ମଧ୍ୟ ଲକ ଡାଉନ ବେଳେ ବାହାର କରିଦେଇଛନ୍ତି, ଏଭଳି ହୀନମାନ୍ୟତା ଓ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ଆଠଗଡ ରେଞ୍ଜରେ, ଢ଼ାଇପୁର ଗ୍ରାମର ମଦନ ମୋହନ ରାଉତ ଦୀର୍ଘ ସତର ବର୍ଷ ଧରି ଆଠଗଡ ରେଞ୍ଜରେ ପାରା କର୍ମଚାରୀ […]

ଫାଶୀ ପରେ ରଶି ହୁଏ କଣ ?

() ନୂଆଦିଲ୍ଲୀ: ଆପଣ କଣ ଜାଣିଛନ୍ତି କି, ଫାଶୀ ପରେ ବ୍ୟବହୃତ ଦଉଡ଼ିକୁ ନେଇ କଣ କରାଯାଏ। ତେବେ ଏ ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବାକୁ ଚେଷ୍ଟା କରିବୁ। ଫାଶୀ ଦଉଡ଼ିକୁ ନେଇ ଅନେକ କିଛି ଶୁଣିବାକୁ ମିଳିଥାଏ। ଫାଶୀ ରଶିକୁ ନେଇ ବେଶ ତାଜୁବ କରିବା ଭଳି ଅନ୍ଧବିଶ୍ୱାସ ରହିଛି। ସମ୍ପତି ବଢାଇବା ହେଉ ଅବା ଭାଗ୍ୟ ଚମକାଇବା ପାଇଁ ହେଉ, ଅନେକ ଏହି ଫାଶୀ ଦଉଡ଼ିକୁ ବ୍ୟବହାର କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। […]

ଲକ୍ ଡାଉନ୍ ଯୋଗୁଁ ପାକିସ୍ତାନ ରେ ହାହାକାର ସ୍ଥିତି

ଇସଲାମାବାଦ: କିଲର କୋରୋନା ସମଗ୍ର ବିଶ୍ୱରେ କାୟା ମେଲାଉଛି । ଆଉ କୋରୋନା ମୁକାବିଲା କରିବାକୁ ଯାଇ ବିଭିନ୍ନ ଦେଶ ଲକ୍ ଡାଉନ୍ ଫର୍ମୁଲା ଆପଣାଉଛନ୍ତି । ହେଲେ ଏ ଲକ୍ ଡାଉନ୍ ଯୋଗୁଁ ଗରିବ ଦେଶର ଜନସାଧାରଣଙ୍କ ଅବସ୍ଥା କିପରି ହୋଇପଡ଼ିଛି, ପାକକୁ ଦେଖିଲେ ସହଜରେ ବୁଝିହେବ । ଲୋକଙ୍କୁ ରାସନ ମିଳୁନି । ପେଟ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ପାକିସ୍ତାନୀ । ସରକାରୀ ସାହାଯ୍ୟରୁ ବଞ୍ଚିତ ପାକ୍ ଜନସାଧାରଣ ଶେଷରେ ଯେଉଁ […]