ସ୍ୱୟଂ ଜଗନ୍ନାଥ ବାଡ଼ି ନୃସିଂହ ରୂପରେ ବଡଦାଣ୍ଡଙ୍କୁ ଓଲ୍ହାଇଲେ, ବିପତିବେଳେ ପ୍ରଭୁ ଓଲ୍ହାନ୍ତି ବଡଦାଣ୍ଡଙ୍କୁ।
ପୁରୀ (ଉ ଲା ପ୍ର) : ଓଲ୍ହାଇ ଆସିଛନ୍ତି ବାଡ଼ି ନୃସିଂହ,ଏ ବାଡ଼ି ନୃସିଂହ କିଏ ଆପଣମାନେ ଭଲ ଭାବେ ଜାଣିନଥିବେ,ଏ ବାଡ଼ି ନୃସିଂହ ହେଉଛନ୍ତି ସ୍ୱୟଂ ଜଗନ୍ନାଥ, ଓଡ଼ିଆରେ ବାଡ଼ି ଅର୍ଥ ହେଉଛି ମହାମାରୀ, ଆଉ ଯେତେବେଳେ ବିଶ୍ୱରେ ମହାମାରୀ ଆବିର୍ଭାବ ହୋଇଛି କିମ୍ବଦନ୍ତୀ କୁହେ ଜଗନ୍ନାଥ ବାଡ଼ି ନୃସିଂହ ରୂପରେ ସମଗ୍ର ବିଶ୍ୱକୁ ରକ୍ଷା କରିବା ପାଇଁ ବଡ଼ ଦେଉଳରୁ ବାହାରି ଆସନ୍ତି,ଆଉ ଏବେ ସମଗ୍ର ବିଶ୍ୱକୁ ଗ୍ରାସ କରିଛି କରୋନା, ଏହା ମହାମାରୀ […]