ଆଫ୍ରିକାରେ କାହିଁକି ପହଞ୍ଚିପାରୁନି କରୋନା ଭାଇରସ, ବିଶେଷଜ୍ଞ କହିଲେ କାରଣ

ନୂଆଦିଲ୍ଲୀ: ଚୀନରେ କରୋନା ଭାଇରସ ଦ୍ୱାରା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି | ଏ ପର୍ଯ୍ୟନ୍ତ ୩ହଜାର ପାଞ୍ଚସହରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୭୦ ହଜାର ଲୋକ ସଂକ୍ରମିତ ଅଛନ୍ତି | ସାରା ବିଶ୍ୱରେ କରୋନାକୁ ନେଇ ଚିନ୍ତା ବଢିଥିବାବେଳେ ଏହି ଭାଇରସକୁ ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି | ନୂଆ ତଥ୍ୟ ମୁତାବକ କରୋନା ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବାବେଳେ ଆଫ୍ରିକା ମହାଦେଶରେ କିନ୍ତୁ ଏହି ଭାଇରସ ପହଂଚିପାରିନାହିଁ | ବଡ କଥା […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ମାର୍ଚ୍ଚ ୨୬ ତାରିଖ ୨୦୨୦ମସିହା(ଗୁରୁବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୭ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଚୈତ୍ର -ଶୁକ୍ଳପକ୍ଷ ତିଥି -ଦ୍ବିତୀୟା ରାତ୍ରି ଘ୦୮/୦୮ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ନକ୍ଷତ୍ର-ରେବତୀ ଦିବା ଘ୦୮/୧୦ପର୍ଯ୍ୟନ୍ତ ତଦନ୍ତେ ଅଶ୍ବିନୀ ଚନ୍ଦ୍ର- ମୀନ ଦିବା ଘ୦୮/୧୦ପର୍ଯ୍ୟନ୍ତ ମେଷ ଯୋଗ-ଇଦ୍ର କରଣ-ବାଳବ ସୂର୍ଯ୍ୟ -ମୀନ ୧୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୪୯/୦୬ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୫୭ ଯୋଗିନୀ ଉତ୍ତରେ ରାତ୍ରି ଘ୦୮/୧୦ ଗତେ ଅଗ୍ନିକୋଣେ ମେଷ ରାଶିର ଘାତଚନ୍ଦ୍ର ତୁଳା ଓ […]

କରୋନା ପାଇଁ ୩ ମାସ ଯାଏ ୨ ଟଙ୍କାରେ ଗହମ ଓ ୩ ଟଙ୍କାରେ ଚାଉଳ ଦେବେ ମୋଦି ସରକାର

ନୂଆଦିଲ୍ଲୀ(୨୫/୦୩/୨୦୨୦) (ବ୍ୟୁରୋ): ଦେଶରେ କରୋନା ପାଇଁ ଜାରି ହୋଇଥିବା ଲକଡାଉନ ସମୟରେ ଲୋକଙ୍କ ପାଖକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଯେମିତି ଅସୁବିଧା ନ ହେବ ଏବଂ ଲୋକମାନେ ଯେମିତି ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ପାଇପାରିବେ, ସେକଥାକୁ ଆଜି କେନ୍ଦ୍ର ସରକାର ନିଶ୍ଚିତ କରିଛନ୍ତି। ସବସିଡିରେ ଚାଉଳ ଓ ଗହମ ପାଉଥିବା ଧାର୍ଯ୍ୟ କୋଟାକୁ ଆଜି ୨ କେଜି ଲେଖାଏ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି। ଏଣିକି […]

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ବାଛବିଚାର କରନି

ଭୁବନେଶ୍ୱର(ଉ ଲା ପ୍ର ): ବିଶ୍ୱ ମହାମାରୀ ‘କରୋନା’ର ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ଦିନ ଲକଡାଉନ୍ ଲାଗୁ ହୋଇଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ନିର୍ଦ୍ଧାରଣ ହୋଇନଥିବାରୁ ଆନ୍ତଃ ରାଜ୍ୟ ଚେକଗେଟ୍ ଗୁଡ଼ିକରେ ମାଲ ପରିବହନ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି। ତେଣୁ ଏବେ ଲକଡାଉନ୍ ଅବଧିରେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ଜରୁରୀ ଥିବାରୁ ଏଭଳି ଅଚଳାବସ୍ଥାକୁ ଏଡ଼ାଇବା ନିମନ୍ତେ କେନ୍ଦ୍ର ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ […]

‘କରୋନା’ ଗୁଜବ କେତେ ଠିକ୍‌ କେତେ ଭୁଲ, WHO ରଖିଲା ସ୍ପଷ୍ଟୀକରଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣ ଓ ନିୟନ୍ତ୍ରଣ ନେଇ ସୋଶାଲ୍‌ ମିଡିଆରେ ଗଦା ଗଦା ଗୁଜବ। କିଏ କହୁଛି ବେଶୀ ଖରା ହେଲେ ଭୂତାଣୁ ମରିଯିବ ତ ଆଉ କାହା ମତରେ ଉଷୁମ ପାଣି ପିଇଲେ ସଂକ୍ରମଣରୁ ରକ୍ଷା ମିଳିବ। ଲୋକଙ୍କ ମନରୁ ଭ୍ରାନ୍ତି ଦୂର ପାଇଁ ସଚେତନତା ଅଭିଯାନକୁ ଜୋରଦାର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)। ଗୁଜବରେ ବିଶ୍ୱାସ ନକରିବାକୁ ସଂଗଠନ ପକ୍ଷରୁ ନିବେଦନ କରାଯିବା ସହ ରୋଗ ସଂପର୍କରେ ଅନେକ ତଥ୍ୟ […]

ମସଜିଦରେ ଲୁଚିଥିଲେ ୧୦ କରୋନା ସନ୍ଦିଗ୍ଧ ବିଦେଶୀ, ଉଠାଇନେଲା ପୁଲିସ

ପାଟନା: ମସଜିଦରେ ଲୁଚିଥିବା ୧୦ କରୋନା ସନ୍ଦିଗ୍ଧ ବିଦେଶୀଙ୍କୁ ପୁଲିସ ଉଠାଇ ନେଇଛି। ବିହାରର ପାଟନାରେ ସୋମବାର ଏଭଳି ଘଟଣା ଘଟିଛି। ଏହାବ୍ୟତୀତ ଅନ୍ୟ ୨ ଭାରତୀୟ ସନ୍ଦିଗ୍ଧଙ୍କୁ ମଧ୍ୟ ପୁଲିସ ଉଠାଇ ନେଇଛି। ସେମାନେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସମସ୍ତଙ୍କୁ ଏମ୍‌ସରେ ଭର୍ତ୍ତି କରାଯିବା ସହିତ ରକ୍ତ ଏବଂ ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସୂଚନା ଅନୁସାରେ, ଏହି ବିଦେଶୀ ନାଗରିକମାନେ କିରଗିଜସ୍ତାନର ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ପାଟନାର […]

🌹🌷💐ଆଜିର ରାଶିଫଳ🌹🌷💐

*🌷💐 ଅଦ୍ୟ ମାର୍ଚ୍ଚ ୨୪ ତାରିଖ ୨୦୨୦ମସିହା(ମଙ୍ଗଳବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଚୈତ୍ର -କୃଷ୍ଣପକ୍ଷ ତିଥି -ଅମାବାସ୍ୟା ଦିବା ଘ୦୩/୦୨ ପର୍ଯ୍ୟନ୍ତ ତଦନ୍ତେ ଶୁକ୍ଳ ପ୍ରତିପଦା ନକ୍ଷତ୍ର-ଉତ୍ତରଭାଦ୍ର ଚନ୍ଦ୍ର- ମୀନ ଯୋଗ-ଶୁକ୍ଳ କରଣ-ନାଗ ସୂର୍ଯ୍ୟ -ମୀନ ୧୧ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୫୦/୪୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୦୭ ଯୋଗିନୀ ଐଶାନ୍ୟେ ଦିବା ଘ୦୩/୦୨ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେ ଧନୁ ରାଶିର ଘାତଚନ୍ଦ୍ର ମକର ରାଶିର ଘାତବାର ଅଦ୍ୟ ଅମାବାସ୍ୟାର ସାମ୍ବତ୍ସରିକ ଶ୍ରାଦ୍ଧ […]

ରାଜ୍ୟବାସୀ ‘ଲକ୍‌ ଡାଉନ୍‌’ର ଆବଶ୍ୟକତାକୁ ହୃଦୟଙ୍ଗମ କରନ୍ତୁ; ସ୍ଥିତିକୁ ହାତମୁଠାରେ ରଖନ୍ତୁ: ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର: ସଂପ୍ରତି କରୋନା ପାଇଁ ସତର୍କତା ଓ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ରାଜ୍ୟ ସରକାର ସମ୍ବେଦନଶୀଳ ଓ ସ୍ପର୍ଶକାତର ଥିବା ଜିଲ୍ଲା ଓ ସହରଗୁଡ଼ିକ ପାଇଁ ଆଜି ଠାରୁ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ତେବେ, ରାଜ୍ୟବାସୀ ଏହାର ଗୁରୁତ୍ୱ କିମ୍ବା ପରିସ୍ଥିତିର ଗମ୍ଭୀରତାକୁ ହୃଦୟଙ୍ଗମ ନକରି ଲକ୍‌ ଡାଉନ୍‌ ଉଲ୍ଲଂଘନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରି ଦେଇଥିବାରୁ ଏହାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ କରୋନା ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ଏ […]

ମୁମ୍ବାଇ ଷ୍ଟେସନ୍‌ରେ ଫସିଛନ୍ତି ୨୫ ବରିଷ୍ଠ ନାଗରିକ, ସରକାରଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ

କଟକ : ମୁମ୍ବାଇ ଷ୍ଟେସନରେ ଫସି ରହିଛନ୍ତି କଟକର ୨୫ ଜଣ ବରିଷ୍ଠ ନାଗରିକ। ସେମାନେ ତୀର୍ଥ ଯାତ୍ରାରେ ଗଲା ୧୨ ତାରିଖରେ ଦ୍ବାରିକା ଓ ରାଜସ୍ଥାନର ବିଭିନ୍ନ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ। କିନ୍ତୁ ଆଜି କରୋନା ପାଇଁ ସମସ୍ତ ଟ୍ରେନ୍‌ ବାତିଲ ‌ଘୋଷଣା କରି ଦିଆଯିବା ପରେ ସେମାନଙ୍କ ପାଇଁ କଟକ ଫେରିବା ଅସମ୍ଭବ ହୋଇ ପଡିଛି। ଆଜି ରାତି ୮ଟା‌ରେ ମୁମ୍ବାଇରୁ ପୁରୀ ଆସୁଥିବା ଟ୍ରେନରେ ସେମାନେ ଚଢିଥାନ୍ତେ। କିନ୍ତୁ ସମସ୍ତ ଟ୍ରେନ ବାତିଲ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ମାର୍ଚ୍ଚ ୨୩ ତାରିଖ ୨୦୨୦ମସିହା(ସୋମବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଚୈତ୍ର -କୃଷ୍ଣପକ୍ଷ ତିଥି -ଚତୁର୍ଦ୍ଦଶୀ ଦିବା ଘ୧୨/୨୬ ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା ନକ୍ଷତ୍ର-ପୂ:ଭାଦ୍ର ରାତ୍ରି ଘ୦୨/୦୧ ପର୍ଯ୍ୟନ୍ତ ତଦନ୍ତେ ଉତ୍ତର:ଭାଦ୍ର ଚନ୍ଦ୍ର- କୁମ୍ଭ ରାତ୍ରି ଘ୦୭/୧୮ ପର୍ଯ୍ୟନ୍ତ ତଦନ୍ତେ ମୀନ ଯୋଗ-ଶୁଭ କରଣ-ଶକୁନି ସୂର୍ଯ୍ୟ -ମୀନ ୧୦ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୫୧/୩୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୪୭ ଯୋଗିନୀ ପଶ୍ଚିମେ ଦିବା ଘ୧୨/୨୫ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେ ମିଥୁନ […]