ୱାରେଣ୍ଟିକୁ ଧରିବାକୁ ଯାଇ ପୁଲିସ ହଟହଟା
କଳାହାଣ୍ଡି (): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳରେ ୱାରେଣ୍ଟିକୁ ଧରିବାକୁ ଯାଇଥିବା ବେଳେ ପୁଲିସକୁ ହଟହଟା ହେବାକୁ ପଡିଛି। ଅଭିଯୁକ୍ତ ୱାରେଣ୍ଟିର ପତ୍ନୀ ପୋଲିସ ଗାଡି ଉପରେ କିରୋସିନ ଢାଳି ଜାଳି ଦେବାକୁ ଉଦ୍ୟମ କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛି। ମହିଳା ପୋଲିସ ଅଧିକାରୀଙ୍କୁ ମଧ୍ୟ ସେହି ମହିଳା ଆକ୍ରମଣ କରିଥିବା ପୁଲିସ ପାଲଟା ଅଭିଯୋଗ କରିଛି। ସୂଚନା ଅନୁଯାୟୀ କୋକସରା ଥାନା ବଡପଡା ଅଞ୍ଚଳର ଗଙ୍ଗାରାମ ଖମାରିଙ୍କ ନାଁରେ ପତ୍ନୀ […]