ଡ୍ରେନରେ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ
ଆଠଗଡ ରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା,ଡ୍ରେନରେ ପଡି ଜଣେ ମହିଳାଙ୍କ ଚାଲିଯାଇଛି ଜୀବନ,ଘଟଣାଟି ଘଟିଛି ମୁସଲମାନ ବସ୍ତି ନିକଟରେ,ଆଜି ଅପରାହ୍ନରେ ପ୍ରବଳ ବର୍ଷା ହେବାଯୋଗୁ ଏହି ମହିଳା ଜଣକ ଶୌଚ କରିବାପାଇଁ ବଡ଼ପୋଖରୀକୁ ଯାଇଥିଲେ, ପ୍ରବଳ ବର୍ଷାରେ ତରତର ହୋଇ ଘର ମୁହାଁ ହେଲା ବେଳକୁ ମହିଳା ଜଣକ ନୂଆକରି ନିର୍ମାଣ ହୋଇଥିବା ଡ୍ରେନରେ ପଡିଯାଇଥିଲେ,ପ୍ରାୟ ଅଧଘଣ୍ଟା ଧରି ଡ୍ରେନରେ ବୁଡି ରହିବା ଯୋଗୁ ମହିଳା ଜଣକ ମୃତୁ ବରଣ କରିଛନ୍ତି,ଏହି ମହିଳା ଜଣକ ନିଜ […]