“ପ୍ରତିଦିନ ନିଜ ମେକଅପ୍ ପାଇଁ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ମେଲାନିଆ ଟ୍ରମ୍ପ
ନୂଆଦିଲ୍ଲୀ: ଆଜି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପରିବାରକୁ ଧରି ଭାରତରେ ପହଞ୍ଚିଛନ୍ତି । ପ୍ରଥମେ ସେ ବିିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମର ଉଦଘାଟନ କରିବା ସହ ପରେ ଆଗ୍ରା ଯାଇ ତାଜମହଲ ବୁଲିଥିଲେ। ତେବେ ଟ୍ରମ୍ପ ଦମ୍ପତ୍ତିଙ୍କ ଆଗମନକୁ ନେଇ ଅନେକ ଖବର ସାମ୍ନାକୁ ଆସି ସାରିଥିବା ବେଳେ ଏବେ ମେଲାନିଆ ଟ୍ରମ୍ପଙ୍କ ମେକଅପ୍ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପେସାରେ ଜଣେ ସୁପରମଡେଲ ରହି ସାରିଥିବା ମେଲାନିଆ ଟ୍ରମ୍ପ ନିଜ ଖାଇବା […]