ନୀଳଗିରି ଜଗନ୍ନାଥ ମନ୍ଦିରରେ ସୁନା ରୁପା ଗହଣାର ହିସାବ ମିଳୁନି, ୩୦ ବର୍ଷ ହେଲା ଗହଣା ଚୋରିର ତଦନ୍ତ କରୁଛି ପୁଲିସ

ଭୁବନେଶ୍ୱର : ରାଜଧାନୀ ପୂଜା ସମିତି, କଟକ ଚଣ୍ଡୀ, ପୁରୀ ଶ୍ରୀଜଗନ୍ନାଥ ବଲ୍ଲଭରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ଧରା ପଡ଼ିବା ପରେ ଓଡ଼ିଶାର ଅନ୍ୟତମ ପ୍ରମୁଖ ବାଲେଶ୍ବର ଜିଲ୍ଲା ନୀଳଗିରି ଶ୍ରୀଜଗନ୍ନାଥ ମନ୍ଦିରରେ ହୋଇଥିବା ବ୍ୟାପକ ଅନିୟମିତତା ପଦାକୁ ଆସିଛି। କୁଡ଼ୁଆ ପ୍ରସାଦ ଓ ସୁନା ରୁପା ଗହଣା ହିସାବରେ ହୋଇଥିବା ଅନିୟମିତତାକୁ ମହାଲେଖା ନିୟନ୍ତ୍ରକ (ଏଜି) ଧରିଛନ୍ତି। ସରକାରଙ୍କ ସୁପାରିସ କ୍ରମେ ଏହି ମନ୍ଦିରର ଅଡିଟ୍‌ ବେଳେ ୯୪ଟି ସୁନା ଗହଣା ଓ […]

*👉ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ୧୨ଜଣ ମହିଳାଙ୍କୁ ମିଳିଲା ‘ଦେବୀ’ ସମ୍ମାନ, ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ପ୍ରଦାନ କରାଗଲା ସମ୍ମାନ, କାର୍ଯ୍ୟକ୍ରମରେ ଯୋଗଦେଇ ମହିଳାଙ୍କୁ ସମ୍ମାନୀତ କଲେ ମୁଖ୍ୟମନ୍ତ୍ରୀ*

*👉ବ୍ରହ୍ମପୁର ଗୋଳନ୍ଥରାର ମେଣ୍ଡରାଜପୁର ଗାଁରେ ବସ୍‌ ଟ୍ରାଜେଡି ଘଟଣା: ମେଣ୍ଡରାଜପୁର ଗାଁରେ ପହଞ୍ଚିଲେ ୩ ଜଣ ମନ୍ତ୍ରୀ, ମନ୍ତ୍ରୀ ଅଶୋକ ପଣ୍ଡା, ପଦ୍ମନାଭ ବେହେରା ଓ ଦିବ୍ୟଶଙ୍କର ମିଶ୍ର, ୧୦ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେଲେ*