ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୬ ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆଠଗଡ ମହାବୀର ପ୍ଲାଜା ଠାରେ ସମ୍ବାଦ ଆମ ଓଡ଼ିଶା ଓ ଯୁବ କଂଗ୍ରେସ ର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ
କଂଗ୍ରେସ ଦଳର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଟାଣୁଆ ରାଜନେତା ସ୍ପଷ୍ଟବାଦି ବ୍ୟକ୍ତିତ୍ୱ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୬ ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆଠଗଡ ମହାବୀର ପ୍ଲାଜା ଠାରେ ସମ୍ବାଦ ଆମ ଓଡ଼ିଶା ଓ ଯୁବ କଂଗ୍ରେସ ର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି, ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ପୂର୍ବତନ ବିଧାୟକ ଉମା ବଲଭ ରଥ,ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ପିସିସି ସଭ୍ୟ ଅକ୍ଷୟ ତୁଙ୍ଗ ସାମନ୍ତ ଓ […]