୧୮ ଦିନ ଧରି ପ୍ରଶାସନ ଏ ଫାର୍ସ କରୁଥିଲା କାହିଁକି ? ସଫେଇ କର୍ମଚାରୀ ମାନଙ୍କ ନ୍ୟାର୍ଯ୍ୟ ଦାବି ନେଇ ଆନ୍ଦୋଳନ ପ୍ରତ୍ୟାହାର ହେଲା ।
୧୮ ଦିନ ପରେ ଆଠଗଡ ଏନ୍ଏସି ସଫେଇ କର୍ମଚାରୀ ଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି,ଗତ ୧୮ ଦିନହେଲା ସଫେଇ କର୍ମଚାରୀ ମାନେ ସେମାନଙ୍କର ନ୍ୟାର୍ଯ୍ୟ ଦାବି ନେଇ ଆନ୍ଦୋଳନ ଚଳାଇ ଆସୁଥିଲେ,ହେଲେ ଆଠଗଡ ପ୍ରଶାସନ କିମ୍ବା ଏନ୍ଏସି ସଫେଇ କର୍ମଚାରୀ ଙ୍କ ଆନ୍ଦୋଳନ କୁ ଗୁରୁତ୍ୱ ନଦେଇ ସେମାନଙ୍କ ସହିତ ବାରମ୍ବାର ଆଲୋଚନା ଫସର ଫାଟି ଯାଉଥିଲା,ମଙ୍ଗଳବାର ଦିନ ପ୍ରଶାସନ ପୋଲିସ ସହାୟତା ରେ ଆଠଗଡ ଡ଼ିଏସପି, ଆଇଆଇସି ସହିତ ଆଠଗଡ ଥାନାର ସମସ୍ତ ଷ୍ଟାଫ ଙ୍କ […]