ମା ଦଖୀଣଚଣ୍ଡୀଙ୍କ ଶକ୍ତି ପୀଠରେ ବିଶ୍ଵ ଶାନ୍ତି ମହାଯଜ୍ଞ ଭକ୍ତି ଭାବମୟ ପରିବେଶରେ ସମ୍ପର୍ଣ୍ଣ ।
ଆଠଗଡ କନ୍ତୋଲ ର “ମା” ଦଖିଣଚଣ୍ଡୀଙ୍କ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି, ଗତ ୨୦ ବର୍ଷ ଧରି ଏହି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଆସୁଛି, ଦକ୍ଷିଣ ଚଣ୍ଡୀଙ୍କ ଏହି ପୀଠଟି ଶକ୍ତିପୀଠ ଭାବେ ବେଶ ଜଣାଶୁଣା, କାହିଁ କେଉଁ କାଳରୁ ଏହି ଶକ୍ତି ପୀଠ ମା ଦକ୍ଷିଣ ଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି ତା କେହିବି କହି ପାରିବେ ନାହିଁ,ତଥାବି ରାଜା ରାଜୁଡା ଶାସନ ସମୟରୁ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିବାର ସୂଚନା ମିଳେ,ପଞ୍ଚୁ ପାଣ୍ଡବଙ୍କ […]