ଓଡ଼ିଆଜାତିର କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ।
ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଶ୍ରାଦ୍ଧ ଦିବସ କଟକ ଜିଲା ଆଠଗଡ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ମାଧପୁର ଠାରେ ଅନୁଷ୍ଠିତ ହୋଇଯାଇଛି,ଉଚବିଦ୍ୟାଳୟର୍ ଶିକ୍ଷୟତ୍ରୀ ସୌଦାମିନୀ ଭକ୍ତାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଡ଼ ନାରାୟଣ ପଣ୍ଡା ଯୋଗଦେଇ ଉତ୍କଳ ଗୌରବ ମଧୁସୂଦନ ଓଡ଼ିଆଜାତିର କର୍ଣ୍ଣଧାର ଥିଲେବୋଲି ମତବ୍ୟକ୍ତ କରିଥିଲେ, ଉତ୍କଳ ସମିଳନୀ ର୍ ଆବାହକ ଭାବରେ ସେ ଯେପରି ପ୍ରଶଂସନୀୟ ଓଡ଼ିଆ ଭାଷାର ପ୍ରତିଷ୍ଠା ପାଇଁ ତାଙ୍କର ଅଦମ୍ୟ […]