🌹🌷💐ଆଜିର ରାଶିଫଳ🌹🌷💐
🌷💐🌹 ଅଦ୍ୟ ଫେବୃୟାରୀ ୦୧ ତାରିଖ ୨୦୨୦ମସିହା(ଶନିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -ଶୁକ୍ଳପକ୍ଷ ତିଥି – ସପ୍ତମୀ ସଂ ଘ ୦୬/୨୦ ପର୍ଯ୍ୟନ୍ତ ଅଷ୍ଟମୀ ନକ୍ଷତ୍ର-ଅଶ୍ବିନୀ ରାତ୍ରି ଘ୦୯/୪୭ ପର୍ଯ୍ୟନ୍ତ ତଦନ୍ତେ ଦ୍ବିଜା ଚନ୍ଦ୍ର- ମେଷ ଯୋଗ-ସାଧ୍ୟ କରଣ-ବାଣିଜ୍ୟ ସୂର୍ଯ୍ୟ -ମକର ୧୮ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୫/୪୮ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୪/୧୩ ଯୋଗିନୀ ବାୟବ୍ୟେ ସଂଘ୦୬/୨୨ ଗତେ ଐଶାନ୍ୟେ ମେଷ ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର […]