ଭାରତୀୟ ଆୟୁର୍ବେଦ ଡାକ୍ତର ଆବିଷ୍କାର କଲେ ଦୂରାରୋଗ୍ୟ କରୋନା ଭାଇରସର ଔଷଧ
ଚେନ୍ନାଇ: ସଂପ୍ରତି ଚୀନ୍ରେ ଦେଖା ଦେଇଥିବା କରୋନା ଭାଇରସ୍କୁ ନେଇ ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ପାଇଁ ଔଷଧ ଆବିଷ୍କାର କରିଥିବା ତାମିଲନାଡ଼ୁର ଜଣେ ଆୟୁର୍ବେଦ ଡାକ୍ତର ଦାବି କରିଛନ୍ତି। ଚେନ୍ନାଇର ରଥନା ସିଦ୍ଧ ହସ୍ପିଟାଲରେ ବିଗତ ୨୫ ବର୍ଷ ଧରି ଜଣେ ଆୟୁର୍ବେଦ ଡାକ୍ତର ଭାବେ ନିଯୁକ୍ତ ଥିବା ଡାକ୍ତର ଥାନିକାସାଲାମ ଭେନି ଏହି ଦାବି କରିଛନ୍ତି। ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇକୁ ଏକ ସାକ୍ଷାତକାର ଦେଇ ଡାକ୍ତର ଭେନି କହିଛନ୍ତି […]