ମଦୁଆ ସ୍ୱାମୀକୁ କଟୁରୀରେ ହାଣି ହତ୍ୟା କରିବା ପରେ ନିଜ ମଥାରୁ ସିନ୍ଦୂର ପୋଛିଲା ସ୍ତ୍ରୀ
ମାଲକାନଗିରି: ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅଞ୍ଚଳରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। ଜଣେ ସ୍ତ୍ରୀ ତା’ର ସ୍ୱାମୀକୁ କଟୁରୀରେ ହାଣି ହତ୍ୟା କରିବା ପରେ ନିଜ ମଥାରୁ ସିନ୍ଦୂର ପୋଛି ଦେଇଛି। ଏହି ହତ୍ୟାକାଣ୍ଡର ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରି ତଦନ୍ତ ଜାରି ରଖିଛି। ମୃତ ସ୍ୱାମୀଙ୍କ ନାମ ଆନ୍ତୁ ମୁଦୁଲି ଓ ହତ୍ୟାକାରୀ ସ୍ତ୍ରୀଙ୍କ ନାମ ଚନ୍ଦ୍ରମା ମୁଦୁଲି ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ବାଲିମେଳା […]