ପୁଅର ଉନ୍ମତ୍ତ କାଣ୍ଡ: ବାପାଙ୍କୁ ପିଟିପିଟି ମାରିଦେଲା, ମା’ ଗୁରୁତର
ତୁମୁଡିବନ୍ଧ: ଅଧରାତିରେ ପୁଅର ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ପୁଅର କାଠ ଫାଳିଆ ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଝାଲିପଡ଼ା ଗାଁରେ ପୁଅ ବେଲାରସେନାର ଆକ୍ରମଣର ଶିକାର ହୋଇଛନ୍ତି ବାପା ଅଗାଧୁ ନାୟକ ଓ ମା’ ଲକ୍ଷ୍ମୀ ନାୟକ।ମିଳିଥିବା ସୂଚନା ଅନୁସାରେ କୌଣସି ଏକ କାରଣକୁ ନେଇ ବେଲାରସେନ ବିଳମ୍ବିତ ରାତିରେ ତାର […]