ବଉଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି : ପହଞ୍ଚିଲେ ୧୭୫୭ରେ, ୧୫ ଧଳା କୁମ୍ଭୀର, ଆଜି ଖୋଲିବ ଭିତରକନିକା

ରାଜନଗର (୦୫/୦୧/୨୦୨୦): ବଉଳାକୁମ୍ଭୀରଙ୍କ ଭୂସ୍ବର୍ଗ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳଗୁଡିକରେ ୧୭୪୨ଟି ବଉଳା କୁମ୍ଭୀର ଥିବା ବେଳେ ଏ ବର୍ଷ ଏହି ସଂଖ୍ୟା ୧୭୫୭କୁ ବୃଦ୍ଧିପାଇଛି। ସେଥିମଧ୍ୟରୁ ୧୫ଟି ଧଳା କୁମ୍ଭୀର ଚିହ୍ନଟ କରାଯାଇଥିବା ବନବିଭାଗ ସୂତ୍ରରୁ ସୂଚନା ମିଳିଛି। ଭିତରକନିକାରେ କନିକା ରେଂଜର ମହିଁଷାମୁଣ୍ତା ନିକଟରେ ୨୧ ଫୁଟିଆ କୁମ୍ଭୀରକୁ ଠାବ କରାଯାଇଛି। ଏଥିସହ ଶୁଆଯୋର ଓ […]

ଦୁର୍ବିସହ ଜୀବନ ବିତାଉଛନ୍ତି ମୁଣ୍ଡପୋତା କେଳା : ମିଳୁନି ମୌଳିକ ସୁବିଧା, ବୁଡ଼ିବାକୁ ଯାଉଛି କୌଳିକ ବୃତ୍ତି

ଦଶପଲ୍ଲା : ଦିନ ଥିଲା ନିଜ ପାଖରେ ଥିବା କଳା କୌଶଳ ବା ଯାଦୁ ବିଦ୍ୟାକୁ ନେଇ ସେମାନେ ସମସ୍ତଙ୍କ ମନ ଜିଣୁଥିଲେ। ପେଟ ପାଇଁ ଦାନା ମୁଠାଏ ସଂଗ୍ରହ କରିବାକୁ ସହର ବଜାରଠାରୁ ଆରମ୍ଭ କରି ଗାଁ ଗହଳିର ଗଳିକନ୍ଦିରେ ବୁଲି ଧୁଡ଼ୁକି ବଜାଉଥିଲେ। ବିଭିନ୍ନ ପ୍ରକାରର କେଳା ନୃତ୍ୟ ପ୍ରଦର୍ଶନ କରି ସେମାନେ କିଛି ଅର୍ଥ ଉପାର୍ଜନ କରୁଥିଲେ। ଏବେ ସମୟ ବଦଳିବା ସାଙ୍ଗକୁ ଦାରିଦ୍ର୍ୟର କଷାଘାତରେ ଦୁର୍ବିସହ ଜୀବନଯାପନ କରୁଛନ୍ତି ମୁଣ୍ତପୋତା କେଳା […]

ଜହ୍ନକୁ ଯାଇ ଏସବୁ ଖାଦ୍ୟ ଖାଇବେ ମହାକାଶଚାରୀ, ଇସ୍ରୋ ପ୍ରସ୍ତୁତ କଲା ରାନ୍ଧଣା ତାଲିକା

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋ ୨୦୨୧ ମସିହାରେ ନିଜର ପ୍ରଥମ ମାନବଯୁକ୍ତ ଅନ୍ତରୀକ୍ଷ ମିଶନ ‘ଗଗନଯାନ’ ପଠାଇବ | ‘ଗଗନଯାନ’ ହେଉଛି କକ୍ଷପଥରେ ଘୂର୍ଣ୍ଣୟମାନ ମାନବବାହୀ ଭାରତୀୟ ମହାକାଶଯାନ। ଏହା ହେଉଛି ‘ଇଣ୍ଡିଆନ୍‌ ହ୍ୟୁମାନ୍‌ ସ୍ପେସ୍‌ଫ୍ଲାଇଟ୍‌ ପ୍ରୋଗ୍ରାମ୍‌’ର ଅଂଶବିଶେଷ। ଭାରତର ‘ଗଗନଯାନ’ ଅଭିଯାନ ନିମନ୍ତେ ଚାରି ଜଣ ମହାକାଶଚାରୀଙ୍କୁ ମନୋନୀତ କରାଯାଇଥିବା କଥା ଇସ୍ରୋ କହିଛି | ଚାରି ଜଣ ମହାକାଶଚାରୀ ଚନ୍ଦ୍ରକୁ ଯିବାକୁ ଥିବାବେଳେ ଚଳିତ ମାସ ତୃତୀୟ ସପ୍ତାହରେ ପ୍ରଶିକ୍ଷଣ […]

ଆମେରିକାକୁ ଟକ୍କର ଦେବାକୁ ଇରାନ ଘାନିଙ୍କ ହାତରେ ଦେଲା ସେନା ଦାୟିତ୍ୱ

ୱାସିଂଟନ/ତେହରାନ: ଇରାନ୍‌ର କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନୀଙ୍କ ମୃତ୍ୟୁ ପରେ ଏବେ ସମଗ୍ର ମଧ୍ୟପ୍ରାଚ୍ୟ ଅସ୍ଥିରତା ଆଡ଼କୁ ମୁହାଁଇଛି। ଇରାନ୍‌-ଆମେରିକା ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବାରୁ ଏହା କେତେବେଳେ ଯୁଦ୍ଧର ରୂପ ନେବ କହିହେବ ନାହିଁ। ଏହାରି ଭିତରେ କ୍ବାସିମ ସୁଲେମାନୀଙ୍କ ସ୍ଥାନରେ ଇରାନ ଜେନେରାଲ ଇସ୍ମାଇଲ ଘାନିଙ୍କୁ ସେନାର ମୁଖ୍ୟ ଦାୟିତ୍ୱ ଦେଇଛି | ଏଣିକି ଘାନି ୧ ଲକ୍ଷ ୨୫ ହଜାର ସୈନ୍ୟ ବଳ ଥିବା ଇରାନ ସୈନ୍ୟ ଦଳର ପ୍ରମୁଖ […]

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ନବରଙ୍ଗପୁର. : ନବରଙ୍ଗପୁର ଜିଲା ସ୍ଥିତ ପାପଡ଼ାହାଣ୍ଡି ସହିଦ ମିନାର ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏକ ବାଇକ୍‌ ଗୋଟିଏ ଟ୍ରକ ସହ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ମୃତ୍ୟୁ ଘଟିଛି। ଏହା ସହିତ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକ ଜଣକ ହେଲେ […]

ସମୁଦ୍ରକୂଳକୁ ବୁଲିବାକୁ ଆସି ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଧରାପଡ଼ିଲେ ପର୍ଯ୍ୟଟକ

ସମୁଦ୍ରକୂଳରେ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଦୁଇ ପର୍ଯ୍ୟଟକଙ୍କୁ ପୁଲିସ ଗିରଫ କରିଛି। ଏଭଳି ଏକ ଘଟଣା ଚାନ୍ଦବାଲି ସମୁଦ୍ର କୂଳରେ ଘଟିଥିବା ଜଣାପଡ଼ିଛି। ଗିରଫ ଦୁଇ ପର୍ଯ୍ୟଟକଙ୍କ ନାମ ପରେଶ୍ ମୁଖାର୍ଜୀ (୨୬ ବର୍ଷ) ଓ ଏଲିନା ଚୌଧୁରୀ (୧୯) ବୋଲି ଜଣାପଡ଼ିଛି। ଗତ ଶନିବାର ଦୁହେଁ ଚବିଶ ପ୍ରଗଣା ରୁ ଛୁଟି କାଟିବା ପାଇଁ ଯାଇଥିଲେ। ସେଠାରେ ଦୁହେଁ କିଛି ସମୟ ସମୁଦ୍ର କୂଳରେ ବସିଥିଲେ। ଦିନ ପାଖାପାଖି ୩.୩୦ ହେବ ଦୁହେଁ ସମୁଦ୍ରକୂଳରେ […]

*କେନ୍ଦ୍ରାପଡା : ରାଜକନିକାର ମେଳଣ ପଡିଆରେ ଭଦ୍ରକ ପାନୀୟ ଜଳ ପ୍ରକଳ୍ପ ବିରୋଧୀ ମେଳି ଆରମ୍ଭ । କେନ୍ଦ୍ରାପଡା ଜିଲ୍ଲାର ଖରସ୍ରୋତା ନଦୀର ପାଣି ଭଦ୍ରକ ଜିଲ୍ଲାକୁ ଛଡାଯିବକି ନଯିବ , ହେବ ନିତି ନିର୍ଦ୍ଧାରଣ । ବିଭିନ୍ନ ରାଜନୈତିକ ଦଳର ଛାମୁଆ ନେତାଙ୍କ ସହ ସ୍ଥାନୀୟ ଜନତାଙ୍କ ମେଳି ।*

*କେନ୍ଦ୍ରାପଡା : ରାଜକନିକାର ମେଳଣ ପଡିଆରେ ଭଦ୍ରକ ପାନୀୟ ଜଳ ପ୍ରକଳ୍ପ ବିରୋଧୀ ମେଳି ଆରମ୍ଭ । କେନ୍ଦ୍ରାପଡା ଜିଲ୍ଲାର ଖରସ୍ରୋତା ନଦୀର ପାଣି ଭଦ୍ରକ ଜିଲ୍ଲାକୁ ଛଡାଯିବକି ନଯିବ , ହେବ ନିତି ନିର୍ଦ୍ଧାରଣ । ବିଭିନ୍ନ ରାଜନୈତିକ ଦଳର ଛାମୁଆ ନେତାଙ୍କ ସହ ସ୍ଥାନୀୟ ଜନତାଙ୍କ ମେଳି ।*

*କେନ୍ଦ୍ରାପଡା : ପାଟକୁରା ବିକାଶ ପାଇଁ ହେବାକୁ ଥିବା ମିତ୍ର ଶକ୍ତି ମେଳା ଘୁଞ୍ଚାଇଦିଆଗଲା । ପ୍ରତିକୂଳ ପାଗ ପାଇଁ ଘୁଞ୍ଚାଇ ଦିଆଗଲା ବୋଲି ମିତ୍ର ମେଳା ସଙ୍ଗଠନ ପକ ସୂଚନା । ଆଜି ବସିଥାନ୍ତା ମିତ୍ର ମେଳା । ଏକାଠି ହୋଇଥାନ୍ତେ ମିତ୍ରଶକ୍ତି*

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଜାନୁଆରୀ ୦୫ ତାରିଖ ୨୦୨୦ମସିହା(ରବିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -ଶୁକ୍ଳପକ୍ଷ ତିଥି – ଦଶମୀ ରାତ୍ରି ଘ୦୩/୧୫ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ନକ୍ଷତ୍ର-ଅଶ୍ବିନୀ ଦିବା ଘ୦୧/୨୬ପର୍ଯ୍ୟନ୍ତ ତଦନ୍ତେ ଦ୍ବିଜା ଚନ୍ଦ୍ର-ମେଷ ଯୋଗ-ସିଦ୍ଧ କରଣ-ତୈତିଳ ସୂର୍ଯ୍ୟ -ଧନୁ ୨୧ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୬/୧୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୬/୫୩ ଯୋଗିନୀ ଉତ୍ତରେ ରାତ୍ରି ଘ୦୩/୧୫ଗତେ ଅଗ୍ନିକୋଣେ ମେଷ ରାଶିର ଘାତଚନ୍ଦ୍ର ମେଷ ରାଶିର ଘାତବାର ଅଦ୍ୟ ଦଶମୀର ଏକୋଦିଷ୍ଟ ଓ […]