ନୂଆବର୍ଷ ପାଇଁ ସଜେଇ ହୋଇଛି ପୁରୀ, ୧ ତାରିଖ ମଧ୍ୟରାତ୍ରିରେ ଫିଟିବ ଶ୍ରୀମନ୍ଦିର ଦ୍ୱାର
ନୂଆବର୍ଷ ପାଇଁ ନୂଆ ରୂପରେ ସଜେଇ ହୋଇଛି ଶ୍ରୀକ୍ଷେତ୍ର । ଏହା ସହିତ ଭକ୍ତଙ୍କ ସୁବିଧା ପାଇଁ କେତେକ ବନ୍ଦୋବସ୍ତ କରାଯାଇଛି । ବଡ଼ଦାଣ୍ଡ, ନବ ନିର୍ମିତ ସେଡ୍ ବା ଛାମୁଣ୍ଡିଆ ଏବଂ ମନ୍ଦିରର ଚାରିପାଖକୁ ବେଶ ଆକର୍ଷଣୀୟ ଢ଼ଙ୍ଗରେ ସଜେଇ ଦିଆଯାଉଛି । ମିଳିଥିବା ସୂଚନା ଅନୁସାରେ, ନୂଆବର୍ଷ ପାଇଁ ୩୧ ତାରିଖ ରାତିରେ ଶ୍ରୀଜୀଉଙ୍କ ଶୀଘ୍ର ପହୁଡ଼ ପଡ଼ିବ । ଜାନୁୟାରୀ ୧ ତାରିଖ ରାତି ୧୨ଟାରେ ଦ୍ୱାର ଫିଟିବ । ସେହିପରି ମଙ୍ଗଳଆଳତୀ ୧ଟା, […]