🌷💐🌹 ଅଦ୍ୟ ଡିସେମ୍ବର ୨୯ ତାରିଖ ୨୦୧୯ମସିହା(ରବିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -ଶୁକ୍ଳପକ୍ଷ ତିଥି – ତୃତୀୟା ଦିବା ଘ୧୧/୪୪ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର-ଶ୍ରବଣା ରାତ୍ରି ଘ୦୮/୪୩ ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଠା ଚନ୍ଦ୍ର-ମକର ଯୋଗ-ହର୍ଷଣ କରଣ-ଗର ସୂର୍ଯ୍ୟ -ଧନୁ ୧୪ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୩/୫୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୩୩ ଯୋଗିନୀ ଅଗ୍ନିକୋଣେ ଦିବା ଘ୧୧/୪୫ ଗତେ ନୈଋତକୋଣେ ସିଂହ ରାଶିର ଘାତଚନ୍ଦ୍ର ମେଷ ରାଶିର ଘାତବାର ଅଦ୍ୟ […]
ନୂଆଦିଲ୍ଲୀ: ଆଉ ମାତ୍ର ୩ଦିନ ପରେ ଶେଷ ହେବାକୁ ଯାଉଛି ୨୦୧୯। ତେବେ ବର୍ଷ ଶେଷ ସୁଦ୍ଧା ତଥା ଡିସେମ୍ବର ୩୧ସୁଦ୍ଧା ଆପଣଙ୍କ ପ୍ୟାନ୍ ଓ ଏଟିଏମ୍ କାର୍ଡ ବନ୍ଦ ହେବାର ସମ୍ଭାବନା ରହିଛି। ପ୍ୟାନ୍ ଓ ଏଟିଏମ୍ କାର୍ଡରେ ଯେଉଁ ସବୁ ପରିବର୍ତ୍ତନ ଆଣିବା ପାଇଁ ପୂର୍ବରୁ ସୂଚନା ଦିଆଯାଇଥିଲା, ଯଦି ଆପଣ ତାହା ନ କରିଛନ୍ତି, ତେବେ ଆପଣଙ୍କ ଏହି ଦୁଇ କାର୍ଡ କାମ କରିବା ବନ୍ଦ କରିଦେବ। ଯଦି ଆପଣଙ୍କ ପାଖରେ ଏସବିଆଇର ମ୍ୟାଗ୍ନେଟିକ୍ […]
ଭୁବନେଶ୍ୱର: ଏଣିକି ଖଜଣା ଦେବାକୁ ଆଉ ରାଜ୍ୟବାସୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଘରେ ବସି ମୋବାଇଲରେ ଏବେ କଟାଯାଇ ପାରିବ ପାଉତି। ଏଥି ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆରମ୍ଭ କରାଯାଇଛି ‘ପାଉତି’ ଆପ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଁ ଏହି ଆପ୍କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି। ଏହି ଆପ୍ ଜରିଆରେ ଅନଲାଇନ ମାଧ୍ୟମରେ ବିଭିନ୍ନ ପ୍ରମାଣପତ୍ର ମିଳି ପାରିବ। ଇ-ସାର୍ଟିଫିକେଟ୍ ସେବାକୁ ମଧ୍ୟ ଆଜି ରାଜ୍ୟ […]
ନୂଆଦିଲ୍ଲୀ : କେନ୍ଦ୍ର କୋଇଲା ମନ୍ତ୍ରାଳୟ ପକ୍ଷରୁ ୬ଟି କୋଇଲା ବ୍ଲକର ଆବଣ୍ଟନକୁ ରଦ୍ଦ କରାଯାଇଛି । ଏହି କୋଇଲା ବ୍ଲକ ଗୁଡ଼ିକ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମହାରାଷ୍ଟ୍ରରେ ଅବସ୍ଥିତ । ଏସବୁ କୋଲବ୍ଲକ ୨୦୦୭ରୁ ୨୦୧୦ ମଧ୍ୟରେ ବିଭିନ୍ନ ରାଷ୍ଟ୍ରାୟତ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନିମାନଙ୍କୁ ସେମାନଙ୍କ ଦ୍ୱାରା ପ୍ରତିଷ୍ଠା ହେବାକୁ ଥିବା ତାପଜ ବିଦ୍ୟୁତ ପ୍ରକଳ୍ପର ଆବଶ୍ୟକତା ମେଣ୍ଟାଇବାକୁ ଆବଣ୍ଟିତ ହୋଇଥିଲା । କିନ୍ତୁ ପ୍ରାୟ ଏକ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଏସବୁ ପ୍ରସ୍ତାବିତ […]
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ବି.ତୁରୁବୁଡ଼ି ଗାଁର ତଳସାହିରେ ଘଟିଥିବା ତିନି ଭଉଣୀଙ୍କ ମୃତ୍ୟୁକୁ ରହସ୍ୟଜନକ ବୋଲି କୁହାଯାଉଛି। ୨୪ ଘଣ୍ଟା ମଧ୍ୟରେ ଟିକିନା ରେଡ୍ଡୀ (୬), ସୋମା ରେଡ୍ଡୀ (୯) ଓ ବର୍ଷା ରେଡ୍ଡୀ (୧୨)ଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମୃତ୍ୟୁକୁ ନେଇ ଲୋକେ ବିଭିନ୍ନ କଥା କହୁଛନ୍ତି। କିଛି ଲୋକ କହୁଛନ୍ତି, ବିଷ ପ୍ରକ୍ରିୟା ଯୋଗୁଁ ତିନି ବାଳିକାଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଗାଁର କିଛି ଲୋକଙ୍କ ମତରେ ଘଟଣା ଦିନ […]
ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆରଏସପି) ପରିସରରୁ ୨ଟି ବେଆଇନ ଟ୍ରେଲର ଜବତ ହୋଇଛି। ଏହି ଘଟଣାରେ ଶନିବାର ଆରଏସପି କର୍ତ୍ତୁପକ୍ଷ ୪ ଯବାନଙ୍କୁ ନିଲମ୍ବନ କରିଛନ୍ତି। ଆରଏସପି ପରିସରସ୍ଥ ନୂଆ ପ୍ଲେଟ ମିଲ ନିକଟରୁ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ଟିମ ଦ୍ୱାରା ୨ଟି ଟ୍ରେଲର ଜବତ ହୋଇଥିଲା। ବିନା କାଗଜପତ୍ର ଓ ଏଣ୍ଟ୍ରି ପାସରେ ଭିତରକୁ ପ୍ରବେଶ କରିବା ଅଭିଯୋଗରେ ଉକ୍ତ ଦୁଇଟି ଟ୍ରେଲର ଜବତ ହୋଇଥିଲା। ଏ ନେଇ ଟାଙ୍ଗରପଲ୍ଲୀ ଥାନାରେ ଆରଏସପି ପକ୍ଷରୁ ଲିଖିତ […]
ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ନୀଳାଦ୍ରିପ୍ରସାଦ ପଞ୍ଚାୟତର ନିପଟ ମଫସଲ ଗାଁ’ ଅରାଙ୍ଗ। ଏହି ଗାଁ’ର ଉମାକାନ୍ତ ସାହୁ ଅତି କଷ୍ଟରେ ଇଞ୍ଜିନିୟରିଂ ପାଠ ପଢ଼ି ରୋଜଗାର ନିମନ୍ତେ ଦୁବାଇ ଚାଲି ଯାଇଥିଲେ। ସେଠାରେ ସେ ଇଞ୍ଜିନିୟର୍ ଭାବେ ମାସକୁ ୨ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଥିଲେ। ସେଠାରେ ପ୍ରାୟ ୨ ବର୍ଷ କାମ କରିବା ପରେ ସେ ରାଜୀବ ଦୀକ୍ଷିତଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମାନବ ଓ ଗୋସେବା ପ୍ରତି ଆଗ୍ରହ […]
🌷💐🌹 ଅଦ୍ୟ ଡିସେମ୍ବର ୨୮ ତାରିଖ ୨୦୧୯ମସିହା(ଶନିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ପୌଷ -ଶୁକ୍ଳପକ୍ଷ ତିଥି – ଦ୍ବିତୀୟା ଦିବା ଘ୧୦/୪୪ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ନକ୍ଷତ୍ର-ଉତ୍ତରାଷାଢା ସଂ ଘ୦୬/୫୮ ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣା ଚନ୍ଦ୍ର-ମକର ଯୋଗ-ବ୍ୟାଘାତ କରଣ-କୌଳବ ସୂର୍ଯ୍ୟ -ଧନୁ ୧୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୩/୩୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୫୩ ଯୋଗିନୀ ଉତ୍ତରେ ଦିବା ଘ୧୦/୪୩ ଗତେ ଅଗ୍ନିକୋଣେ ସିଂହ ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର […]
ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ପ୍ରକୋପ ସହିତ କୋହଲା ପାଗ ଜାରି ରହିଛି। ଘନ କୁହୁଡ଼ି, ଶୀତର ଲହରୀ ସାଙ୍ଗକୁ ରାଜ୍ୟର କେତେକ ସ୍ଥାନରେ ଝିପିଝିପି ବର୍ଷା ସାଧାରଣ ଜନଜୀବନକୁ ପ୍ରଭାବିତ କରିଛି। କୁହୁଡ଼ି କାରଣରୁ ରାସ୍ତାରେ ଗମନାଗମନରେ ବାଧା ସୃଷ୍ଟି ହେଉଛି। ବାୟୁମଣ୍ଡଳର ଉପରିଭାଗରେ ଏକ ଟ୍ରପ୍ଲାଇନ ସୃଷ୍ଟି ହୋଇଥିବାରୁ ପାଗରେ ପରିବର୍ତ୍ତନ ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏଭଳି କୋହଲା ପାଗ ଆହୁରି ୪ ଦିନ ରହିବ ଓ ଆଗକୁ […]