ଶୀତଦିନେ ଦହି ଖାଇବା ସ୍ୱାସ୍ଥ୍ୟ ପାଇଁ ଖରାପ ନୁହେଁ
ସାଧାରଣତଃ ଏପରି ଧାରଣା ରହିଛି ଯେ, ଶୀତଦିନେ ଦହି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଦହି ଖାଇବା ଦ୍ୱାରା ଅଧିକ ଥଣ୍ଡା ହୋଇଥାଏ , ମାତ୍ର ଏହି ଉକ୍ତିଟି ସତ୍ୟ ନୁହେଁ। ଶୀତ ଦିନେ ଅଧିକାଂଶ ଲୋକେ ମସଲାଯୁକ୍ତ ଖାଦ୍ୟ, ଚାର୍ଟ , ଛଣାଛଣି ଖାଦ୍ୟ ଅଧିକ ଖାଇଥାଆନ୍ତି । ଯାହାଦ୍ୱାରା ପାଚନ ତନ୍ତ୍ର ଉପରେ ଏହାର କୁପ୍ରଭାବ ପଡ଼ିବା ସହ ମୋଟାପଣ ମଧ୍ୟ ବୃଦ୍ଧି ହୋଇଥାଏ। ମାତ୍ର ଦହି ଖାଇବା ଦ୍ୱାରା ଏହି ସମସ୍ତ ଖାଦ୍ୟର […]