ବିଦ୍ୟୁତ ଟ୍ରାନ୍ସଫରମର ପୁନଃ ସ୍ଥାପନ ଦାବିରେ ମହିଳା ଙ୍କ ରସ୍ତା ରୋକ

ଫୁଲବାଣୀ (ସୁନୀଲ ପଟନାୟକ) ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାପନ ଦାବିରେ ସୋମବାର ରାଜ ରାସ୍ତାକୁ ଓହ୍ଲାଇଲେ ମହିଳା I ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲ lପଡା ପଞ୍ଚାୟତ ର ଗୁରୁପଡା ଗାଁ ରେ Iସୂଚନା ଯୋଗ୍ୟ ଯେ, ଏହି ଗୁରୁପଡା ଗାଁ ର ବରସାହି ରେ ବିଦ୍ୟୁତ ବିଭାଗ ତରଫରୁ ଲଗାଯାଇଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଦୀର୍ଘ ଦେଢ଼ ବର୍ଷ ହେବ ପୋଡି ଯାଇଥିବା ବେଳେ ବାରମ୍ବାର ଅଭଯୋଗ ପରେ ମଧ୍ୟ ନୂତନ […]

ଫୁଲବାଣୀ ସମେତ ସମଗ୍ର କନ୍ଧମାଳ କୁ ଶୀତ ଛୁଇଁଲା

ଫୁଲବାଣୀ ( ସୁନୀଲ ପଟନାୟକ)ଗତ ଦୁଇ ତିନି ଦିନ ହେଲା ଫୁଲବାଣୀ ସମେତ କନ୍ଧମାଳ କୁ ଶୀତ ଛୁଇଁଚି । ପାରଦ ମଧ୍ଯ ଦିନକୁ ଦିନ ଧୀରେ ଧୀରେ ଖସିବାରେ ଲାଗିଛି l ଫଳରେ ଥଣ୍ଡା ଅନୁଭବ ହେଉଛି lତା ସାଙ୍ଗକୁ ସକାଳ ଆଠ ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ସୋମବାର ଆଜି ଫୁଲବାଣୀରେ ତାପମାତ୍ରା ସତର ଡିଗ୍ରୀ ସେଲସିୟସକୁ ଖସିଥିବାବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ପନ୍ଦର ଡିଗ୍ରୀ ସେଲ ସିୟସ […]

ଆଠଗଡର ଯୁବକଙ୍କ କୃତିତ୍ୱ

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରାସରସିକ ପୁର ର ବୈଭବ ମହାରଣା, ଭାରତ ସରକାରଙ୍କ ର ବିଜ୍ଞାନ ଓ କାରିଗରି କୌଶଳ ଦ୍ବାରା ଆୟୋଜିତ science project ପ୍ରଦର୍ଶନୀ ରେ ଜାତୀୟ ସ୍ତରରେ selection ହୋଇ “INSPIRE manak award” ପାଇ ଦିଲ୍ଲୀ ଯାଇଛନ୍ତି।ତାଙ୍କର project ଥିଲା “Temperature regulated water bed ତଥା climate control water bed” । ସେ ରାସରସିକ ପୁରର ଡ.ରେବତୀ କାନ୍ତ ମହାରଣା ଓ ସସ୍ମିତା ଓଝା ଙ୍କ ସୁପୁତ୍ର […]

ବିଭିନ୍ନ୍ ସମସ୍ୟା ନେଇ
ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ସଂଘ କାର୍ଯ୍ୟକାରିଣୀ ବୈଠକ

ଫୁଲବାଣୀ (ସୁନୀଲ ପଟନାୟକ)ବିଭିନ୍ନ ଦାବୀ ପୂରଣ ନେଇ ଶୁକ୍ରବାର କନ୍ଧମାଳ ଜିଲ୍ଲା ପଞ୍ଚାୟତ ସମିତି ସଭ୍ଯ ସଭ୍ୟା ସଂଘ ର ଅଷ୍ଟମ କାର୍ଯ୍ୟ କାରିଣୀ ବୈଠକ ସ୍ଥାନୀୟ ସଭାଘର ଠାରେ ଅନୁଷ୍ଠିତ ହୋଇଥିଲା l ଫୁଲବାଣୀ ବ୍ଲକ ସଭାପତି ଦେବ ଦାସ ଦିଗାଲ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସସ୍ମିତା କହ୍ନର, ଯୋଗ ଦେଇଥିବାବେଳେ ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ସଂଘ ସଭାପତି ତଥା ସାମ୍ବାଦିକ ବୈଦ୍ୟନାଥ ବେହେରା, […]

ଫୁଲବାଣୀ ସହର ର ଦୋକାନ ଘରୁ ୭୦ଟି ଗ୍ୟାସ ଜବତ

ଫୁଲବାଣୀ ( ସୁନୀଲ ପଟନାୟକ)ଫୁଲବାଣୀ ସହର ର ଏକ ଅମଲାପଡ଼ା ଏକ ଦୋକାନ ଘରୁ ୭୦ଟି ଗ୍ୟାସ୍ ସିଲିଣ୍ଡର ଜବତ କରିଛି ଜିଲ୍ଲା ଯୋଗାଣ ବିଭାଗ । କିଛି ଦିନ ହେଲା ଫୁଲବାଣୀ ସହରରେ ଗ୍ୟାସ୍ ସିଲିଣ୍ଡର ଅଭାବ ଦେଖା ଯାଇଥିବା ରୁ ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ର ମିଶ୍ରଙ୍କ ନେତୃତ୍ଵରେ ଗତ ସନ୍ଧ୍ୟା ସମୟରେ ବନ୍ଦ ରହିଥ‌ିବା ଦୋକାନ ଘରେ ଅଚାନକ଼୍ ଚଢ଼ାଉ କରାଯାଇଥିଲା। ବେଆଇନ ଭାବରେ ଗଛିତ ହୋଇଥିବା 70 ଟି ସିଲିଣ୍ଡର ଜବତ […]

ବୃଦ୍ଧାଙ୍କ ଅନ୍ନପୂର୍ଣା ଯୋଜନା ଚାଉଳ କାଟିଦେଲl ପ୍ରଶାସନ, ଭିକ ମାଗି ଚଳୁଛନ୍ତି ଭାଗ୍ୟନ୍ତି

ଫୁଲବାଣୀ (ସୁନୀଲ ପଟନାୟକ)ରାଜ୍ୟରେ ଅନାହାର ଜନିତ ଯେପରି କାହାରି ମୃତ୍ୟୁ ନ ହୁଏ ସେଥିପାଇଁ ସରକାର ଗରିବ ଗୁରୁବା ଙ୍କ ପାଇଁ ଅନ୍ନପୂର୍ଣ୍ଣା ଅନ୍ନ ଯୋଜନା ରେ ଦଶ କେଜି ଚାଉଳ ପ୍ରଦାନ କରୁଥିଲେ ଆଉ ସେହି ଯୋଜନା ରେ ରାଇକିଆ ବ୍ଲକ ଅନ୍ତର୍ଗତ ମାଣିକେଶ୍ଵର ପଞ୍ଚାୟତ ର ଲେଣ୍ଡ୍ରି କିଆ ଗ୍ରାମର ଭାଗ୍ୟ ନ୍ତି ଦିଗାଲ ନାମକ ଜଣେ ବୃଦ୍ଧା ଙ୍କୁ ଅନ୍ନପୂର୍ଣ୍ଣା ଯୋଜନା ରେ ସାମିଲ କରାଯାଇ ଚାଉଳ ଯୋଗାଇ ଦେଉଥିଲେ l ତେବେ […]

ମିସନ୍ ଶକ୍ତି କlଫେ କରି କନ୍ଧମାଳ ମହିଳା ସ୍ୱlବଲମ୍ବୀ

ଫୁଲବାଣୀ ( ସୁନୀଲ ପଟନାୟକ)ରାଜ୍ଯ ମିସନ୍ ଶକ୍ତି ର ପ୍ରୋତ୍ସାହନ ଓ ରାଜ୍ୟସରକାର ଙ୍କ ପ୍ରୟାସ ଫଳରେ ଏ ସ୍ ଏସ. ଏ ଚ ଜି ଗ୍ରୁପ ର ଆଦିବାସୀ ମହିଳା ମାନେ ହେଉଛନ୍ତି ସ୍ୱlବଲମ୍ବୀ l ଏହି ଏସ୍ ଏ ଚ ଜୀ ଗ୍ରୁପ ର ମହିଳା ମାନେ କlଫେ କରି ଗ୍ରାହକଙ୍କୁ ସୁଲଭ ଦର ରେ ମିଲ୍ସ ସହ ଟିଫିନ୍ ବ୍ୟବସାୟ କରି ଭଲ ଦୁଇ ପଇସା ରୋଜଗାର କରିବା ସହ ନିଜେ ସ୍ୱl […]

ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି, ଅଭିଯୁକ୍ତ କୁ କୋଡ଼ିଏ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ ( ସୁନୀଲ ପଟନାୟକ)ଶୁକ୍ରବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଫୁଲବାଣୀ ପୋସ୍କୋ କୋର୍ଟ ର ବିଚାରପତି ସଞ୍ଜିତ୍ କୁମାର ବେହେରା ଅଭିଯୁକ୍ତ ବିଜୟ ଦିଗାଲ୍ ଙ୍କୁ କୋଡ଼ିଏ ବର୍ଷ ସଶ୍ରମ କାରାଦଣ୍ଡ ଓ କୋଡ଼ିଏ ହଜାର ଟଙ୍କା ଜୋରିମାନା, ଆଦେଶ ଦେଇଛନ୍ତି l ଜୋରିମାନା ଅନାଦେୟ ଅଧିକ୍ ଛ ମାସ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି ମାନ୍ୟବର ବିଚାରପତିସୂଚନା ମୁତାବକ 08.10.2021 ତାରିଖରେ ମାନସିକ ହରାଇଥିବା ନା ବାଳିକା ନିଜ ଘର ବାରିପଟେ […]

ରତ୍ନାକର ବେଉରାଙ୍କ 81 ତମ ଜନ୍ମଜୟନ୍ତୀ ପାଳିତ

ଆଠଗଡ( ଉଲ୍ଲାପ୍ର )ଆଠଗଡ ର ପୂର୍ବତନ ସମାଜ ସାମ୍ବାଦିକ, ଆଠଗଡ ମହିଳା ମହାବିଦ୍ୟାଳୟ ତଥା ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠାତା, ଆଠଗଡ ସବ ଡିଭିଜନ ସାମ୍ବାଦିକ ସଂଘର ସଭାପତି, ଗଡଜାତ ପରିକ୍ରମା ର ସଭ୍ୟ ରତ୍ନାକର ବେଉରାଙ୍କ 81 ତମ ଜନ୍ମଜୟନ୍ତୀ ଯୁକ୍ତ 2 ଗୋପବନ୍ଧୁ ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି, ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ଏବଂ ଗଡଜାତ ପରିକ୍ରମା ତରଫରୁ ମିଳିତଭାବେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନେକ ସାମ୍ବାଦିକ, ଗଡଜାତ ପରିକ୍ରମା […]

କୋଲ୍ହଣ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗରେ ଗୋପବନ୍ଧୁ ଜୟନ୍ତୀ ଓ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ

ଆଜି କୋଲ୍ହଣ ବିଶ୍ଵବିଦ୍ୟାଳୟରେ ଗୋପବନ୍ଧୁ ଜୟନ୍ତୀ ଓ ଶେଷ ବର୍ଷର ଛାତ୍ର ଛାତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି |ପ୍ରଥମ ଅଧିବେଶନରେ ବିଭାଗୀୟ ମୁଖ୍ୟ ଡ଼କ୍ଟର ହରିହର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ 147 ତମ ଜୟନ୍ତୀ ପାଳିତ ହୋଇଯାଇଛି |ଏଥିରେ ମୁଖ୍ୟ ବକ୍ତା ଭାବରେ ବିଭାଗୀୟ ସହ ପ୍ରାଧ୍ୟାପକ ଡ଼କ୍ଟର ମନୋଜ କୁମାର ମହାପାତ୍ର ଯୋଗ ଦେଇଥିଲେ |ଏଥିରେ ମଞ୍ଚ ପରିଚାଳନା କରିଥିଲେ ବିଭାଗୀୟ ଶିକ୍ଷା ସହାୟକ ଉତ୍କଳ କେଶରୀ ପଣ୍ଡା |ଛାତ୍ର […]