*👉ନୀଳଗିରି ଓ ସାଲେପୁର ବିଧାୟକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୨ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ, ୨ ବିଧାୟକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା* *ଚିକିତ୍ସାଧୀନ କୋରୋନା ଯୋଦ୍ଧା ଓ ଆକ୍ରାନ୍ତଙ୍କ ସହ ମଧ୍ୟ କଥା ହେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ କୋରୋନା ଯୋଦ୍ଧାଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ*

*🌷💐🌹ଅଦ୍ୟ ଜୁଲାଇ ୧୧ ତାରିଖ ୨୦୨୦ମସିହା(ଶନିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଶ୍ରାବଣ-କୃଷ୍ଣପକ୍ଷତିଥି -ଷଷ୍ଠି ଦିବା ଘ୦୧/୨୩ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ନକ୍ଷତ୍ର- ପୂର୍ବଭାଦ୍ର ଦିବା ଘ୦୬/୦୧ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭାଦ୍ର ଚନ୍ଦ୍ର- ମୀନଯୋଗ-ଶୋଭନକରଣ-ବାଣିଜ୍ୟସୂର୍ଯ୍ୟ -ମିଥୁନ ୨୭ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୧୯/୦୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୩୪ ଯୋଗିନି ପଶ୍ଚିମେ ଦିବା ଘ୦୧/୨୪ ଗତେ ପଶ୍ଚିମେ ଧନୁ ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ଅଦ୍ୟ ଷଷ୍ଠିର ଏକୋଦିଷ୍ଠ ଶ୍ରାଦ୍ଧ କାଳବେଳା -ଦିବା ଘ୦୬/୫୬ମଧ୍ୟେ ଘ୦୪/୪୬ଗତେ ଘ୦୬/୨୫ମଧ୍ୟେବାରବେଳା- […]

*👉୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା, ୨୦୧୫ ଉପନ୍ୟାସ ପାଇଁ ପୁରସ୍କାର ପାଇବେ ନିତ୍ୟାନନ୍ଦ ପଣ୍ଡା, କ୍ଷୁଦ୍ର ଗଳ୍ପ ପାଇଁ ପବିତ୍ର ପାଣିଗ୍ରାହୀ, କାବ୍ୟ କବିତା ପାଇଁ ବୀଣାପାଣି ପଣ୍ଡା, ନାଟକ ଓ ଏକାଙ୍କିକା ପାଇଁ ଯୁଗ୍ମ ଭାବେ ସଞ୍ଜୟ ହାତୀ ଓ ନବୀନ ପରିଡ଼ାଙ୍କୁ ପୁରସ୍କାର*

*👉ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା ନ କରିବା ଅଭିଯୋଗରେ ଅମାନିଆଙ୍କଠାରୁ ୩ଟି ପର୍ଯ୍ୟାୟରେ ୨ ଲକ୍ଷ ୬୭ ହଜାର ଟଙ୍କା ଜୋରିମାନା ଆଦାୟ କଲା #BMC, ୭ ଦିନରେ BMC ଏନ୍‌ଫୋର୍ସମେଣ୍ଟ ଟିମ ଆଦାୟ କଲେ ୧.୧୦ ଲକ୍ଷ*