ଫୁଲବାଣୀ ଅବକାରୀ ବିଭାଗ ଦ୍ଵାରା ଟ୍ରକ୍ ସହ ଦୁଇ କୁଇଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇଜବତ

ଫୁଲବାଣୀ(ସୁନୀଲ ପଟନାୟକ ):କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା l ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରବୀର କୁମାର ସାମଲ ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ଇନିସ୍ ପେକ୍ଟର ଶ୍ରୀଧର ହେମ୍ରମ ଙ୍କ ନେତୃତ୍ୱ ରେ ସଦର୍ ଅବକାରୀ ବିଭାଗ ଟିମ୍କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ମାଝି ପଡା ରାସ୍ତା ରେ ଅବକାରୀ ବିଭାଗ ଟିମ୍ ଏକ୍ ଟ୍ରକ୍ କୁ ଅଟକାଇ ଯାଞ୍ଚ କରିବା ବେଳେ ଦୁଇ କୁଇଣ୍ଟାଲ କୋଡ଼ିଏ କେଜି […]

ଦାରିଙ୍ଗବାଡ଼ି
ସାମ୍ବାଦିକ ସୁଶାନ୍ତ ଙ୍କ ମା ନିଖୋଜ

ଫୁଲବାଣୀ ( ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବୁଡାଗୁଡା ଅଞ୍ଚଳ ର ଜୈନିକ ସାମ୍ବାଦିକ ସୁଶାନ୍ତ କୁମାର ସାହୁ ଙ୍କ ମା ନିର୍ମଳା ସାହୁ ଷାଠିଏ ବର୍ଷ ରାଜଧାନୀ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି l ସୂଚନା ଯୋଗ୍ୟ ଯେ ସୋମବାର ସନ୍ଧ୍ୟାରେ ନିର୍ମଳା ବୁଡା ଗୁଡା ରୁ ଭୁବନେଶ୍ବର ଯାଉଥିବା ଓମ୍ ଚକାଡୋଳା ନାମକ ଏକ ଘରୋଇ ବସ ରେ ବସି ଭୁବନେଶ୍ବର ଯାଇଥିଲେ l ତେବେ ମଙ୍ଗଳ ବାର ଭୋର୍ ଚାରିଟା ବେଳେ କଣ୍ଡକ୍ଟର୍ […]

ବିଶ୍ଵ ଶାନ୍ତି ଦିବସ ପାଳନ ଅବସରରେ ନିରାଡମ୍ବର ଭସାଣି ସଚେତନତା କାର୍ଯ୍ୟକ୍ରମ

ଆଠଗଡ ( ଉଲ୍ଲାପ୍ର )କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ଅନ୍ତର୍ଗତ ଯୋରନ୍ଦା ସ୍ଥିତ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠ ରେ ଆଜି ବିଶ୍ଵ ଶାନ୍ତି ଦିବସ ପାଳିତ ହୋଇଯାଇ ଅଛି । ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ମଧୁଲିତା ଦାଶ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜନ କରାଯାଇଥିଲା । ପରେ ବିଦ୍ୟାଳୟ ରେ କିଛି ଵୃକ୍ଷ ରୋପଣ କରାଯାଇ ଥିଲା। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ନୂତନ […]

ଢେଙ୍କାନାଳ ଟ୍ରକ ମାଲିକ ସଙ୍ଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା ନୂଆଖାଇ

ଢେଙ୍କାନାଳ ( ଉଲ୍ଲାପ୍ର )କୋରିଆଁ ବାଏ ପାସ ଟ୍ରକ ମାଲିକ ସଂଘ ନିକଟସ୍ଥ ବାସଭବନରେ ମା ସମଲେଶ୍ଵରୀଙ୍କର ନୂଆଖାଇ ପାଳନ ହୋଇଯାଇଥିଲା । ଏହି ପର୍ବ ରେ ବହୁତ ଭକ୍ତମାନେ ନିଜର ମାନସିକ ପୂରଣ କରିବା ପାଇଁ ଏଠାକୁ ଆସିଥିଲେ। ଏହି ପୂଜା ରେ ସୂର୍ଯ୍ୟ ନାରାୟଣ ଗ୍ରହଵିପ୍ର ସମାଜ ଢେଙ୍କାନାଳ ତରଫରୁ ସଭାପତି ପଣ୍ଡିତ ଶଶୀଭୂଷଣ ନାୟକ ଏବଂ ମନୋଜ କୁମାର ନାୟକ ଏବଂ ରାଷ୍ଟ୍ରୀୟ ସୂର୍ଯ୍ୟାଂଶୀ ବ୍ରାହ୍ମଣ ସଂଘଠନର ପଣ୍ଡିତପ୍ରମୋଦ କୁମାର ଆଚାର୍ଯ୍ୟ ମୂକ୍ଷ […]

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମହିମାଗାଦୀରେ ପାଳନ ହେଲା ନୁଆଖାଇ।ମହିମା ଗୋସାଇଁଙ୍କ ନିକଟରେ ନୁଆ ଚୁଡାରୁ ପ୍ରସ୍ତୁତ ନବାନ୍ନ ଲାଗି ହେବା ପରେ ସମୂହ ସେବନ କଲେ ମହିମା ସାଧୂ ଓ ଭକ୍ତ।ଯୋରନ୍ଦା ଗାଦି ହେଲା ଲୋକାରଣ୍ୟ।ମହିମା ଅଲେଖ ଧ୍ୱନୀରେ ପ୍ରକମ୍ପିତ ହେଲା ଢେଙ୍କାନାଳର ମହିମାଗାଦୀ

କାମାକ୍ଷା ନଗର ( ଉଲ୍ଲାପ୍ର )ମହିମା ଧର୍ମର ଉତ୍ପତ୍ତି ସ୍ଥଳ ଯୋରନ୍ଦା ମହିମାଗାଦୀରେ ଧୂମଧାମରେ ପାଳିତ ହୋଇଛି ନୁଆଖାଇ ପର୍ବ।ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ହଜାର ହଜାର ସଂଖ୍ୟାରେ ମହିମା ସାଧୂ ଓ ଭକ୍ତ ଆନନ୍ଦ ଉଲ୍ଲାସର ସହିତ ଏହି ପର୍ବକୁ ପାଳନ କରିଛନ୍ତି।ମହିମା ଧର୍ମ ହେଉଛି ଓଡିଶାର ନିଜସ୍ୱ ଏବଂ କୃଷି ପ୍ରଧାନ ଧର୍ମ ।ସେଥିପାଇଁ ବର୍ଷର ପ୍ରଥମ ଶସ୍ୟରୁ ପ୍ରସ୍ତୁତ ଚୁଡାକୁ ନୁଆଖାଇ ଦିନ ପ୍ରାତଃ କାଳରେ ମହିମା ଗୋସାଇଁଙ୍କ ନିକଟରେ […]

News Today ଓଡ଼ିଆ ପ୍ରତିନିଧିଙ୍କ ନାମରେ ଏତଲା ଦେଲେ ନିଖିଳଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର କଙ୍କଡ଼ାହାଡ଼ ଶିକ୍ଷକ ସଂଘ

କାମାକ୍ଷା ନଗର ( ଉଲ୍ଲାପ୍ର )କାମାକ୍ଷାନଗର ଉପଖଣ୍ଡ ର କଙ୍କଡ଼ାହାଡ଼ ବ୍ଲକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ପ୍ରସାରଣ କରିବା ଫଳରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଚରିତ୍ର ସଂହାର କରିବା ନେଇ ୱେବ୍ ଚାନାଲ ର ପ୍ରତିନିଧି ଯୋଶବନ୍ତ ପରିଡ଼ା ନାମରେ ମକଦ୍ଦମା ରୁଜୁ ହୋଇଛି।ଏହି ଭାଇରାଲ ହୋଇ ଥିବା ଭିଡିଓ ଟି କେଉ ସ୍ଥାନର ଓ କେଉ ବିଦ୍ୟାଳୟର ତାହା ଜଣା ପଡିନାହିଁ।ଏଣୁ କଙ୍କଡ଼ାହାଡ଼ ବ୍ଲକ ଓ କଙ୍କଡ଼ାହାଡ଼ […]

ଭୁବନ ଅଞ୍ଚଳର ଗର୍ବ ଗୌରବ ଏସଓଜୀ କମାଣ୍ଡୋ ଅରବିନ୍ଦ ସାହୁ ଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ପଦକ ରାଜ୍ୟପାଳ କଲେ ସମ୍ମାନିତ । ୫ ଜଣ ନକ୍ସଲ ଙ୍କୁ କରିଥିଲେ ନିହତ

। କାମାକ୍ଷା ନଗର (ଉଲ୍ଲାପ୍ର )ଢେଙ୍କାନାଳ ଜିଲ୍ଲା ଭୁବନର ଅରବିନ୍ଦ ସାହୁ। ମାତା ରମାରାଣୀ ଓ ପିତା ନିରଞ୍ଜନଙ୍କର ଏକମାତ୍ର ପୁଅ। ଅରବିନ୍ଦ ପିଲାଟି ଦିନରୁ ଦେଶ ମାତୃକାର ସେବା ପାଇଁ ମନ ବଳାଇ ଥିବାବେଳେ ୨୦୧୩ ମସିହାରେ ତାଙ୍କର ସ୍ବପ୍ନ ପୁରଣ ହୋଇଥିଲା। ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ତୃତୀୟ ଇଣ୍ଡିଆ ରିଜର୍ଭ ବାଟାଲିୟନରେ କମାଣ୍ଡୋ ଭାବେ ଯୋଗ ଦେଇଥିଲେ। ତେବେ ୨୦୧୯ ମସିହାରେ ସ୍ପେସାଲ ଅପରେସନ ଗ୍ରୁପରେ କୋରାପୁଟ ଯାଇଥିବା ସମୟରେ ୫ଜଣ ନକ୍ସଲକୁ […]

ରାଜ୍ୟ ସ୍ତରୀୟ ସବୁଜ କବି ବୈକୁଣ୍ଠନାଥ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଭୁବନେଶ୍ୱର ( ଉଲ୍ଲାପ୍ର )ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ସବୁଜ କବି ବୈକୁଣ୍ଠନାଥ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ଭୁବନେଶ୍ବର ଭଞ୍ଜକଳା ମଣ୍ଡପରେ ବହୁ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର, ବରେଣ୍ୟ ଅତିଥି ଭାବେ ବଡ଼ମ୍ବା ନରସିଂହପୁରର ଲୋକପ୍ରିୟ ବିଧାୟକ ଶ୍ରୀ ଦେବୀପ୍ରସାଦ ମିଶ୍ର ଯୋଗ ଦେଇ ନିଜର ଉଦବୋଧନରେ […]

ପ୍ରଧାନ ମନ୍ତ୍ରୀ ଙ୍କୁ ରେଳବାଇ କ୍ରିୟାନୁଷ୍ଠାନ କମିଟି ର ଦାବୀପତ୍ର ପ୍ରଦାନ

ଫୁଲବାଣୀ(ସୁନୀଲ ପଟ୍ଟନାୟକ)ଗୁରୁବାର ସନ୍ଧ୍ୟା ରେ ରେଳ ବାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କମିଟୀ ର ଅଧ୍ୟକ୍ଷ ତଥା ବରିଷ୍ଠ ସମାଜସେବୀ କମଳା କାନ୍ତ ପାଣ୍ଡେ ଙ୍କ ନେତୃତ୍ବରେ ରେ କନ୍ଧମାଳ ଜିଲ୍ଲାପାଳ ଆଶିଶ ଇଶ୍ଵର ପାଟିଲ ଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା lଏହି ସ୍ମାରକ ପତ୍ର ରେ ଗୋପାଲ ପୁର୍ – ସମ୍ବଲପୁର ଭାୟା ଫୁଲବାଣୀ ଦେଇ ପ୍ରସ୍ତାବିତ ରେଳ ପ୍ରକଳ୍ପ କାର୍ଯ୍ୟକାରି କରିବା ଲାଗି ସ୍ମାରକ ପତ୍ର ରେ ଉଲ୍ଲେଖ କରାଯାଇଛି […]

ସ୍ୱଦେଶୀ ସ୍ୱାସ୍ଥ୍ୟ ପ୍ରଶିକ୍ଷଣ, ସ୍ୱାବଲମ୍ବୀ ଅଭିଯାନ ଓ ବୈଦ୍ୟ ଶାଳାର ବଲାଙ୍ଗିର ଠାରେ କର୍ମଶାଳା ଆୟୋଜନ

ବୌଦ୍ଧ ( ଉଲ୍ଲାପ୍ର )- ଗଞ୍ଜାମ ଜିଲ୍ଲାର ଛତ୍ରପୁର ସ୍ଵଦେଶୀ ହର୍ବାଲ ଫାଉଣ୍ଡେସନ ଓ ବୈଦ୍ୟଶାଲା ଆନୁକୁଲ୍ୟରେ, ବୌଦ୍ଧ ଜିଲ୍ଲା ର ମାହେଶ୍ଵରୀ ଗୋଶାଳା ଓ ଜରା ଆଶ୍ରମ, ଦନ୍ତାପାଲି ଆୟୋଜନରେ, ବଲାଙ୍ଗିର ଜିଲ୍ଲା ପଥାର ଚେପା ସ୍ଥିତ ଅନ୍ଧ ମୂକ ବଧିର ସ୍କୁଲ ଠାରେ ଶିବିର ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ବାବା ନିତ୍ୟାନନ୍ଦ ଦାସ ମୁଖ୍ୟ ବକ୍ତା ଭାବେ ବୈଦ୍ୟ ବିଶାରଦ କୃଷ୍ଣ ଚଦ୍ର ସିଂ ବାବୁ,ମୁଖ୍ୟ ପ୍ରଶିକ୍ଷକ ଭାବରେ ବୈଦ୍ୟ […]