କୋଲ୍ହଣ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗରେ ଗୋପବନ୍ଧୁ ଜୟନ୍ତୀ ଓ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ

ଆଜି କୋଲ୍ହଣ ବିଶ୍ଵବିଦ୍ୟାଳୟରେ ଗୋପବନ୍ଧୁ ଜୟନ୍ତୀ ଓ ଶେଷ ବର୍ଷର ଛାତ୍ର ଛାତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି |ପ୍ରଥମ ଅଧିବେଶନରେ ବିଭାଗୀୟ ମୁଖ୍ୟ ଡ଼କ୍ଟର ହରିହର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ 147 ତମ ଜୟନ୍ତୀ ପାଳିତ ହୋଇଯାଇଛି |ଏଥିରେ ମୁଖ୍ୟ ବକ୍ତା ଭାବରେ ବିଭାଗୀୟ ସହ ପ୍ରାଧ୍ୟାପକ ଡ଼କ୍ଟର ମନୋଜ କୁମାର ମହାପାତ୍ର ଯୋଗ ଦେଇଥିଲେ |ଏଥିରେ ମଞ୍ଚ ପରିଚାଳନା କରିଥିଲେ ବିଭାଗୀୟ ଶିକ୍ଷା ସହାୟକ ଉତ୍କଳ କେଶରୀ ପଣ୍ଡା |ଛାତ୍ର […]

ଆଠଗଡ ଜିଲ୍ଲାପାଇଁ କ୍ରିୟାନୁଷ୍ଠାନ କମିଟି ଗଠନ, ଆସନ୍ତା 16 ତାରିଖ ଠାରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ପ୍ରତୀକାତ୍ମକ ଧାରଣା

ଆଠଗଡ( ଉଲ୍ଲାପ୍ର )ଆଠଗଡ ଜିଲ୍ଲା ଦାବିନେଇ ଆନ୍ଦୋଳନ ଆରମ୍ଭ ହେବ, ରାଜ୍ୟ ସରକାରଙ୍କ ରାଜସ୍ୱମନ୍ତ୍ରୀ ବିଧାନସଭା ରେ କଟକ ଜିଲାରୁ ଆଠଗଡ ଜିଲ୍ଲାଦାବି ନେଇ ଦୁଇଟି ପ୍ରସ୍ତାବ ଆସିଥିବା ପ୍ରକାଶ କରିଛନ୍ତି, ଗଡଜାତ ପରିକ୍ରମା ତରଫରୁ ଗତ 2022 ଓ 2023 ମସିହାରେ ରାଜ୍ୟ ସରକାରଙ୍କୁ ଆଠଗଡ ଜିଲ୍ଲା ପାଇଁ ଦୁଇଟି ଦାବିପତ୍ର ପ୍ରଦାନ କରାଯାଇଥିଲା, ସରକାର ଆଠଗଡ ଜିଲ୍ଲାପାଇଁ ଦାବିପତ୍ର ଗ୍ରହଣ କରିଥିବା ପ୍ରକାଶ ହେବାପରେ ରାଜ୍ୟରେ ପଚିଶ ଗୋଟି ସ୍ଥାନରୁ ଜିଲ୍ଲାପାଇଁ ଦାବିପତ୍ର ଆସିଛି, […]

ଆଠଗଡ ଵିଜୁ ଜନତା ଦଳ ତରଫରୁ ଆଠଗଡ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ଆଠଗଡ( ଉଲ୍ଲାପ୍ର )ଆଠଗଡ ଵିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ଆଠଗଡ ଅଟାଳି ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇଥିଲା। ଏହି ପଦଯାତ୍ରାକୁ ଆଠଗଡ ବ୍ଲକ ଵିଜୁ ଜନତା ଦଳର ସଭାପତି ରବୀନ୍ଦ୍ର ନାଥ ରାଉତ ଶୁଭାରମ୍ଭ କରିଥିଲେ ଏବଂ ଏହି ପଦଯାତ୍ରାରେ ସୁପ୍ରିମ କୋର୍ଟର ଆଇନିଜୀବି ତଥା ସମାଜସେବୀ ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଆମ ଦଳର ସଭାପତି ତଥା […]

ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଗଣ ମାଧ୍ୟମ ଉପରେ ସରକାରଙ୍କ ରୋଷ

ସମ୍ପର୍କିତ ଆଲୋଚନାଫୁଲବାଣୀ – 29/09( ସୁନୀଲ ପଟ୍ଟନାୟକ)ସତ୍ୟ ନିରପେକ୍ଷ ଓ ଗଠନ ମୂଳକ ସମ୍ବାଦ ପ୍ରକାଶ କରିବା ଗଣ ମାଧ୍ୟମ ର ଧର୍ମ ଆଉ ବିଭିନ୍ନ୍ ସମୟରେ ସତ୍ୟ ସମ୍ବାଦ ପ୍ରକାଶ କରି ବହୁ ସାମ୍ବାଦିକ ଓ ସମ୍ବାଦପତ୍ର, ଟିଭି ଚ୍ୟାନେଲ ମାଲିକ ସରକାରଙ୍କ ରୋଷ ର ଶିକାର ହେଉଥିବା ନେଇ ଶୁକ୍ରବାର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଅୟୋଜିତ ସଭାରେ ବହୁ ବିଶିଷ୍ଟ ସାମ୍ବାଦିକ ଓ ବୁଦ୍ଧିଜିବୀ ଯୋଗଦେଇ ଉଦବେଗ ପ୍ରକାଶ କରିବା ସହ ଆଗାମୀ […]

ନୂଆଁଖାଇରେ ବି ଅନେକ ଜମି ପଡିଆ ପଡିଛି

ଭବାନିପାଟଣା: ଏବେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଅବହେଳିତ ହୋଇଥିବା ରାଜ୍ୟର ଆଦିବାସୀ ବହୁଳ କଳାହାଣ୍ଡି ଜିଲାର ଚାଷୀମାନେ ପ୍ରକୃତି ଦୟାରେ ବଞ୍ଚିଛନ୍ତି । ଜିଲାର ଅନେକ ଅଞ୍ଚଳ ଏପର୍ଯ୍ୟନ୍ତ ଅଣଜଳସେଚିତ ଅବସ୍ଥାରେ ରହିଥିବାବେଳେ ଖରିଫ ଋତୁରେ ମୌସୁମୀ ବର୍ଷା ଉପରେ ଜିଲାର ଚାଷ ନିର୍ଭର କରୁଛି । ପରବର୍ତ୍ତୀ ରବି ଚାଷ ମଧ୍ୟ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ । ଚଳିତ ବର୍ଷ ମୌସୁମୀର ଲୁଚକାଳି ଖେଳ ସହିତ ନିଅଣ୍ଟିଆ ବର୍ଷା ଚାଷୀଙ୍କୁ ଶଙ୍କାଗ୍ରସ୍ତ କରିଛି ବୋଲି […]

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା ଚଢ଼ାଉ କରି ୧୭ ଜଣ ଚୋରା ବ୍ୟବସାୟୀ ଙ୍କୁ ଗିରଫ । ୫ଶହ ୫୬ ଲିଟର ମଦ ଦୁଇଟି ବାଇକ୍ ଜବତ

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ ୫୬ ଲିଟର ଦେଶୀ ମଦ,ଦୁଇଟି ବାଇକ୍, ଗୋଟିଏ ସାଇକେଲ ଜବତ କରିବା ସହ ବିରାଶାଳ ଅଞ୍ଚଳର ଚରଣ ପତ୍ର ଫେରାର ଥିବା ବେଳେ ,ସୁବ୍ରତ ପତ୍ର ଙ୍କ ଠାରୁ ଶହେ ଦଶ ଲିଟର ମଦ […]

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ ଆଲୋଚନା

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ଟ୍ୟାକ୍ସ ସଂଗ୍ରହ କରିବାକୁ ଉଦ୍ୟମକରିବା ରୁ ମିଳିତ ନାଗରିକ କମିଟି ପକ୍ଷରୁ ସଭାପତି ଡଃ. ଅରୂପ ଜେନା ଙ୍କ ସଭାପତିତ୍ଵ ରେ ଗୁରୁବାର ବନାନୀ କଳା ସଙ୍ଗମ ଠାରେ ମୁନିସିପାଲିଟି କାଉନ୍ସିଲର ଓ […]

ଫୁଲବାଣୀ ଅବକାରୀ ବିଭାଗ ଦ୍ଵାରା କାର ସହ ଗଞ୍ଜେଇଜବତ

ଫୁଲବାଣୀ (ସୁନୀଲ ପଟନାୟକ ):କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗକୁ ପୁଣି ମିଳିଛି ବଡ ସଫଳତା l ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରବୀର କୁମାର ସାମଲ ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ସବ୍ ଇନିସ୍ ପେକ୍ଟର ସାଗର ଭୋଇ ଙ୍କ ନେତୃତ୍ୱ ରେ ସଦର୍ ଅବକାରୀ ବିଭାଗ ଟିମ୍ ସଦର୍ ଥାନା ଅନ୍ତର୍ଗତ ଗୁମାଗଡ଼ ମୁଖ୍ୟ ରାସ୍ତା ଏକ୍ ହୁଣ୍ଡାଇ କାର କୁ ଅଟକାଇ ଯାଞ୍ଚ କରିବା ବେଳେ ଚାଳିଶ କେଜି ଓଜନ୍ ର ଗଞ୍ଜେଇ […]

ଦାବି ପୂରଣ ନେଇ ପାଚିକା ସଂଘ ର୍ ରାଲି

ଫୁଲବାଣୀ – (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି ଓ ବିକ୍ଷୋଭ ହୋଇଥିଲା lସରକାର ପାଚିକା ମାନଙ୍କ ଦରମା ଦୁଇହଜାର ଟଙ୍କା ଦେବାଲାଗି ପ୍ରତିଶ୍ରୁତି ଦେଇ ଚଉଦ ଶହ ଟଙ୍କା ଦେଉଛନ୍ତି l ଏଣୁ 2018 ଏପ୍ରିଲ ଠାରୁ ଦୁଇହଜାର ଟଙ୍କା ପ୍ରଦାନ, ମଧ୍ୟାହ୍ନ […]