ବୁଦ୍ଧିଜୀବୀ ସମ୍ମିଳନୀଓ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ

Udaya_Labanya | August 11, 2022 | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଓ ସ୍ୱାଧୀନତାର ଅମୃତ ମହୋତ୍ସବର ଶୁଭ ଉଦଘାଟନ ହୋଇ ଯାଇଛି lସକlଳେ ଶିଶୁମାନଙ୍କ ଦ୍ୱାରା ଗୋପୁଜାନ, ରକ୍ଷାବନ୍ଧନ, ପଞ୍ଚସ୍ତରୀ ଟି ଦୀପଯଜ୍ଞ, ବିଭିନ୍ନ ବସ୍ତି ଓ ସାହିରେ ବୁଲି ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଆୟୋଜିତ ଉତ୍ସବରେ ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ଅତିଥି ପରିଚୟ […]

ଶିକ୍ଷା ଅଧିକାର ସମ୍ପର୍କିତ ସଚେତନତା

Udaya_Labanya | August 11, 2022 | 0

ଫୁଲବାଣୀ(ସୁନୀଲ ପଟନାୟକ )ବୁଧବାର ତୁଡିପାଜୁ ସ୍ଥିତଜବାହର ନବୋଦୟ ବିଦ୍ୟାଳୟ ରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଥିଲା l ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ‌ଅନୁଶିଳା ର lଏ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଜୁଭେନାଇଲ ଜଷ୍ଟିସ ଆକ୍ଟ, ଓ ଶିକ୍ଷା ଅଧିକାର ଉପରେ ବିଷଦ ଭାବେ ଆଲୋକ ପାତ କରିଥିଲେlସେହିପରି ନନ୍ଦିତା ‌ମାଡାମ ମଧ୍ୟ ‌ଆଇନ କାନୁନ ବିଷୟରେ ‌ଛାତ୍ର ଛାତ୍ରୀ ମାନଙ୍କୁ ‌ବୁଝାଇ […]

ବିଦ୍ୟୁତ୍ ବିଭାଗର ଅବହେଳାଅଭିଯୋଗ ବିଦ୍ୟୁତ୍ ତାରସଂସ୍ପର୍ଶରେ ଆସି…

Udaya_Labanya | August 11, 2022 | 0

.. ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ବଲସ କୁମ୍ପା ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ଟି ମଇଁଷି ର ମୃତ୍ୟୁ ହୋଇ ଥିବା ଅଭିଯୋଗ ହୋଇଛି lଗ୍ରାମବାସି ଏହା ଦେଖି ତୁରନ୍ତ ବିଦ୍ୟୁତ୍ ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ବିଦ୍ୟୁତ୍ ବିଭାଗ ର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଭଞ୍ଜର ମୁଣ୍ଡା ଗ୍ରାମର ସୁବାଷ ଭୋଇ ର […]

ଫୁଲବାଣୀ ସହର ଶଶୀ ଦୋକାନ ଛକ ରେ…

Udaya_Labanya | August 11, 2022 | 0

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ଏସପି ବାସଭବନ ନିକଟ ଶଶୀ ଦୋକାନ ଛକ ରେ ବୁଧବାରବିଳମ୍ବିତ ରାତିରେ ବାଇକ ଦୂର୍ଘଟଣା ରେ ଚାରି ଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି lଝିପି ଝିପି ବର୍ଷା ରେ ଦ୍ରୁତ ଗତିରେ ବାଇକ ଚାଳନା ଦୁଘଟଣା ର କାରଣ ବୋଲି କୁହାଯାଉଛି lଆହତ ମାନଙ୍କୁ ଚିକିତ୍ସା ପାଈଁ ସଦରମହକୁମା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି lଆହତ ଯୁବକ ମାନଙ୍କ ପରିଚୟ […]

ଜଗା ହାତରେ ତା ଭଉଣୀ ବାନ୍ଧିଛି ରାକ୍ଷୀ

Udaya_Labanya | August 11, 2022 | 0

ଫୁଲବାଣୀ (ସୁନୀଲ ପଟନାୟକ )ଆଜି ହେଉଛିପବିତ୍ର ରକ୍ଷା ବନ୍ଧନ l ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଜୀବନ ସାରା ଭାଇ ଠାରୁ ସୁରକ୍ଷାର ବଚନ ନେଇଥାଏ l ଫୁଲବାଣୀ ରେ ଯୋଡ଼ା ମୁଣ୍ଡ ଶିଶୁ ଜଗା ହାତରେ ରାକ୍ଷୀ ବାନ୍ଧିଛି ତାର ସୁନା ଭଉଣୀ ସୁଭଦ୍ରା l ଜଗା ନିଜ ଭଉଣୀ ଠାରୁ ରାକ୍ଷୀ ବାନ୍ଧିବା ପରେ ବେଶ୍ ଖୁସି ଅନୁଭବ କରିଥିଲା l ଜଗାକୁ ଛାଡି କାଳିଆ ଚାଲିଯିବା […]

ପୂର୍ବତନ ଟ୍ରେଜେରୀ ଆକାଉଣ୍ଟାଣ୍ଟ ଙ୍କୁ ୩ ବର୍ଷ…

Udaya_Labanya | August 11, 2022 | 0

ଫୁଲବାଣୀ (ସୁନୀଲ ପଟନାୟକ )ଗୁରୁବାର ଫୁଲବାଣୀ ର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ଏକ ଲାଞ୍ଚ ମାମଲା ର ବିଚାର କରି ପୂର୍ବତନ ବୌଦ୍ଧ ଜିଲ୍ଲା ଟ୍ରେଜେରୀ ଆକାଉଣ୍ଟାଣ୍ଟ ଓ ବର୍ତ୍ତମାନ ର ସବ ଟ୍ରେଜେରୀ ଅଫିସ ବାଲିଗୁଡାରେ କାର୍ଯ୍ୟରତ ନାରାୟଣ ମଲ୍ଲିକ ଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି lଜୋରିମlନା ଅନାଦେୟ ଅଧିକା ୩ ମାସ ଜେଲଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି […]

ଅଜାଦୀ କି ଅମୃତ ମହୋତ୍ସବ ଅବସରରେ ତ୍ରିରଙ୍ଗା…

Udaya_Labanya | August 11, 2022 | 0

ଫୁଲବାଣୀ(ସୁନୀଲ ପଟନାୟକ )ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ବୁଧବାର ଫୁଲବାଣୀ ସହରରେ ଏକ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଥିଲାନାରାୟଣୀ ମନ୍ଦିର ପରିସରରୁ ଏହି ରାଲି ବାହାରି ମୁଖ୍ୟ ରାସ୍ତା ଦେଇ ଜିଲାପାଳ ଙ୍କ କାର୍ଯାଳୟ ନିକଟସ୍ଥ କରୋନେସନ ପଡିଆରେ ପହଞ୍ଚିଥିଲା lସହର ରେ ଥିବା ସରସ୍ବତୀ ଶିଶୁ ମନ୍ଦିର, କାରମେଲ ସ୍କୁଲ, ପବ୍ଲିକ ସ୍କୁଲ ସମେତ ଜି ଏନ ଏମକଲେଜଓ ଅନ୍ୟାନ୍ୟ ସ୍କୁଲ ରହଜାର ହଜାର ଛାତ୍ର ଛାତ୍ରୀ ମାନେ […]

ଲଗାଣ ବର୍ଷା ଘାଟି ରୁ ମାଟି ଅତଡା…

Udaya_Labanya | August 10, 2022 | 0

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲା ରେ ଲଗାଣ ବର୍ଷା ଫଳରେ ଏବେ ଜିଲାରେ ଥିବା ବିଭିନ୍ନ ଘାଟୀରୁ ମାଟି ଅତଡ଼ା ସହ ବଡ଼ବଡ଼ ଗଛ ଉପୁଡିପଡୁଛି lଫଳରେ ଗାଡିମଟର ଯା ଆସ କରିବାରେ ବାଧା ସୃଷ୍ଟି ହେଉଛି lଜୀଲାର ସବୁଠୁ ବଡ଼ଘାଟିବ୍ରହ୍ମପୁର ଯିବାରାସ୍ତାରେ କଳିଙ୍ଗlଘାଟି ହେଉ ବୋୖଧ ଯିବା ରାସ୍ତାରେ ରାଣୀପଥର, ଭୁବେନେଶ୍ୱର ରାସ୍ତା ରେ ମାଧ ପୁର, ଘାଟି ସମେତ କୁଡୁକି, ତୁମୁଡିବନ୍ଧ ଓ […]

କଳିଙ୍ଗା ରେ କାର ଓଲଟାଇଲା, ୩ ଆହତ

Udaya_Labanya | August 10, 2022 | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା କଳିଙ୍ଗା ଡି ଏ ଭି ସ୍କୁଲ ନିକଟରେ ବାଲିଗୁଡା ରୁ ବ୍ରହ୍ମପୁର ଯାଉଥିବା ଏକ ସ୍ବିଫ୍ଟ ଡ଼ିଜାଇର କାର ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଏଥିରେ ବସିଥିବା ତିନିଜଣ ଯାତ୍ରୀ ଗୁରୁତସର ଆହତ ହୋଇଛନ୍ତି l ସେମାନେ ହେଲେ ଆଶା ଲତା ପତି ୮ ୫, ସଞ୍ଜିତା ପତି( ଚାଳିଶ,)ଓ ଜଣେ ତେର ବର୍ଷ ର ଛୁଆ ଅଛନ୍ତି lଖବର ପାଇ ଜି. […]

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ଘର ଘର…

Udaya_Labanya | August 9, 2022 | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ଗୋଛାପଡା ପଞ୍ଚାୟତ ର ରାଜୀବ ଗାନ୍ଧୀ ସଭା ଗୃହ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ମା ବାଉଟି ସୁପର ଷ୍ଟାର ୟୁଥ କ୍ଲବ ଦାମରେଜୁ ର ମିଳିତ ଆନୁକୂଲ୍ୟରେ ଘର ଘର ତୀରଙ୍ଗା କାର୍ଯ୍ୟକ୍ରମ ଅନୁଠିତ ହୋଇଥିଲା l ଏହି ଅବସରରେ ଅନୁଷ୍ଠୀ ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୋଛାପଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ […]

Archives

Categories