କନକ କୁମାର ମାଝୀ ନୂତନ ଟାଉନ୍ ଥାନା ଅଧିକାରୀ

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ ରକ୍ଷୀ ସଂଘ ପକ୍ଷରୁ ସଭାପତି ପ୍ରଭାତ କୁମାର ସାହାଣୀ, ସମ୍ପାଦକ ସପନ ମିଶ୍ର, ମାନବାଧିକାର ମିସନ୍ ଜିଲା ସଭାପତି ବିରlଜ ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ନୂତନ ଥାନା ଅଧିକାରୀ ଙ୍କୁ ଫୁଲ ତୋଡ଼ା […]

ଓଡିଶା ନାଟ୍ଯ ସଂଘ ଦିବସ ରେ କଳାକାର ସମ୍ବର୍ଦ୍ଧିତ

ଫୁଲବାଣୀ ( ସୁନୀଲ ପଟ୍ଟନାୟକ)ଫୁଲବାଣୀ ର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ମଙ୍ଗଳବାର ଚ୍ଛତିଶ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା l ଏହି ଅବସରରେ ବନାନୀ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡଃ. ଅରୂପ ଜେନା ଙ୍କ ସଭାପତିତ୍ଵ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଡିଓ ତଥା ନାଟ୍ୟ ପ୍ରେମୀ ପ୍ରବିଣ କୁମାରବାଣୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲାରେ କଳା, […]

ପାଞ୍ଚଦଫା ଦାବୀନେଇ କାରାରକ୍ଷୀ ଙ୍କ ଆମରଣ ଅନଶନ

ବାଲିଗୁଡ଼ା ( ଉଲ୍ଲାପ୍ର )ସାରାରାଜ୍ୟରେ ପାଞ୍ଚଦଫା ଦାବୀନେଇ କାରାରକ୍ଷୀ ଙ୍କ ଆମରଣ ଅନଶନ ଆରମ୍ଭ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ଉପକାରାଗାର ସମ୍ମୁଖରେ କାରାରକ୍ଷୀ ଙ୍କ ଆମରଣ ଅନଶନ ଦେଖିବାକୁ ମିଳିଛି l ଗତ ତେର ତାରିଖଦିନ ଠାରୁ କାରାରକ୍ଷୀ କଳା ବ୍ୟାଚ ପରିଧାନ କରି ଆନ୍ଦୋଳନ କରୁଥିଲେ କିନ୍ତୁ କାରାରକ୍ଷୀ ଙ୍କ ଦାବୀ ସରକାର ନଶୁଣିବାରୁ ସୋମବାର ଠାରୁ କାରାରକ୍ଷୀ ପୁଣିଥରେ ଆନ୍ଦୋଳନ ପୂର୍ବକ ଆମରଣ ଅନଶନ ରେ ବସିରହିଛନ୍ତି l କାରାରକ୍ଷୀ […]

କଟକରେ ବିଜେପିର ସେବା ପକ୍ଷ ପାଳିତ

କଟକ ( ଉଲ୍ଲାପ୍ର )ସେବା ପକ୍ଷ ଅବସରରେ ବାରବାଟି କଟକ ନିର୍ବାଚନ ମଣ୍ଡଳୀ ବିଜେପିର ରକ୍ତଦାନ ଶିବିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ସେବା ପକ୍ଷ ପାଳନ ଅବସରରେ ଆଜି ବାରବାଟି କଟକ ନିର୍ବାଚନ ମଣ୍ଡଳୀରେ ରକ୍ତ ଦାନ ଶିବିର ମେରିଆ ବଜାର ରେ ଅନୁଷ୍ଠିତ ହୋଇଥିଲା. କଟକ ନଗର ବିଜେପି ତରଫରୁ ହୋଇଥିବା ଏହି କାର୍ଯ୍ୟକ୍ରମରେ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ, ଯୁବମୋର୍ଚା ସଭାପତି ସତ୍ୟବ୍ରତ ମିଶ୍ର, ଶିବ ନାରାୟଣ ନାୟକ, […]

ବାଲିଗୁଡାରେ ସାପ କାମୁଡ଼ାରେ ଜଣେ ମୃତ

ବାଲିଗୁଡା ( ଉଲ୍ଲାପ୍ର )ସାପ କାମୁଡ଼ା ରେ ଯୁବକ ମୃତ୍ୟୁ ହୋଇଛି,କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ କରୁକୁଡୁପା ଗାଁ ରେ ଅଘଟଣ ଘଟିଛି l ମୃତକ ହେଲେ ସକତା ମାଝୀ lସକତା ମାଝୀ ବୟସ ରାତିରେ ସକତା ମାଝୀ ଖାଇ ପିଇ ଶୋଇ ଥିବାବେଳେ ବିଷଧର କାମୁଡ଼ିଥିଲା l ଗ୍ରାମବାସୀ ଙ୍କ ସହାୟତା ରେ ଚିକିତ୍ସା ପାଇଁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେl ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର […]

ଏବେବି ଅନ୍ଧବିଶ୍ୱାସକୁ ବିଶ୍ୱାସ କରୁଛନ୍ତି କନ୍ଧମାଳବାସୀ,ସଚେତନତାର ଅଭାବଯୋଗୁ ଖଟବିଦ୍ୟା ଏବେବି ଚାଲିଛି, ଗୁଣି ଗାରେଡି ପାଇଁ ଚାଲିଛି ଖଟବିଦ୍ୟା ର ବ୍ୟବହାର

l ବାଲିଗୁଡା ( ଉଲ୍ଲାପ୍ର )ସଚେତନତା ଅଭାବରୁ କନ୍ଧମାଳ ଜିଲ୍ଲା ରେ କବଳିତ କରିଛି ଅନ୍ଧ ବିଶ୍ବାସ ଓ କୁ ସଂସ୍କାର ରେ କବଳିତ ରହିଛି l ଅନ୍ଧ ବିଶ୍ବାସ କୁ ସଂସ୍କାର ର ବଶବର୍ତ୍ତୀ ହେଉଛନ୍ତି ଲୋକେ l ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ସଚେତନତା ସୃଷ୍ଟି କରାଯାଉନି l ଫଳରେ ଲୋକେ ଗୁଣି ଗାରେଡ଼ି ର ସାହାରା ନେଉଛନ୍ତି l ଏହା କୌଣସି ଉପାନ୍ତ ଇଲାକା ର ଚିତ୍ର ନୁହେଁ ବାଲିଗୁଡା ଉପଖଣ୍ଡ ସଦର […]

ନିଶ୍ଚିତକୋଇଲି ରେ ସରପଞ୍ଚ ମାନେ କଲେ ବିଡିଓ ଅଫିସ ଘେରାଓ

ନିଶ୍ଚିତକୋଇଲି ( ଉଲ୍ଲାପ୍ର )ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ଲକ ପ୍ରଶାସନର ଅସହଯୋଗ ବିରୁଦ୍ଧରେ ଆଜି ନତକାଇ ପଂଚାୟତବାସୀ ବିଡ଼ିଓ ଅଫିସ ଆଗରେ ବସି ବିଡ଼ିଓଙ୍କ ଘେରିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକରେ। ଏହି ବ୍ଲକର ନତକାଇ ଗ୍ରାମ ପଞ୍ଚାୟତରେ ଦୀର୍ଘ ୬ମାସରୁ ଉର୍ଦ୍ଧ ହେବ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ବନ୍ଦ ହୋଇ ପଡିବା ସହ ଅନେକ ପ୍ରକଳ୍ପର କାର୍ଯ୍ୟ ହୋଇପାରୁନାହିଁ । ଏହାର ପ୍ରତିବାଦରେ ପଞ୍ଚାୟତର ଜନପ୍ରତିନିଧି ସରପଞ୍ଚ […]

ନାରାୟଣ ନଗର ଦୈନିକ ବଜାରରେ ଅଷ୍ଟମ ଗଣେଶ ପୂଜା ପାଳିତ ଓ 5021 ଟି ଦୀପଦାନ

ବୌଦ୍ଧ( ଉଲ୍ଲାପ୍ର )ବୌଦ୍ଧ ଜ଼ିଲ୍ଲା ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ନାରାୟଣ ନାଗର ଗ୍ରାମ ର ଦୈନିକ ବଜାର ଛକରେ 8 ତମ ଗଣେଶ ପୂଜା ପାଳିତ ହୋଇଯାଇଛି l ପ୍ରାୟ ଦିନ 11 ଘଣ୍ଟା ସମୟରେ ପୂଜା କାର୍ଯ୍ୟ ଆରମ୍ଭ ହୋଇ 2 ଘଣ୍ଟା ସମୟରେ ଶେଷ ହୋଇଥିଲା l ସମସ୍ତ ଭକ୍ତମାନେ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ l ନାରାୟଣ ନଗର ଗ୍ରାମର ଜଗନ୍ନାଥ ମନ୍ଦିର ର ପୂଜକ ଅଜିତ ପାଣିଗ୍ରାହୀ ପୂଜା କାର୍ଯ୍ୟ କରିଥିବା ବେଳେ,ବିଶ୍ଵାମିତ୍ର […]

ପ୍ରେସ କ୍ଲବ ରେ ଗଣେଶ ପୂଜା

ଫୁଲବାଣୀ ( ସୁନୀଲ ପଟ୍ଟନାୟକ)ଆଜି ପବିତ୍ର ଗଣେଶ ପୂଜା l ଫୁଲବାଣୀ ର ପ୍ରେସ କ୍ଲବ ଠାରେ ଆନନ୍ଦ ଉଲ୍ଲାସ ର ସହିତ ଗଣେଶ ପୂଜା ପାଳିତ ହୋଇଥିଲା l କ୍ଲବ ସଭାପତି ସୁନୀଲ ପଟନାୟକ ଓ ସମ୍ପାଦକ ପ୍ରଶାନ୍ତ ବେହେରା ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେl ପୂଜାରେ ସମ୍ବାଦ ଜିଲ୍ଲା ପ୍ରତିନିଧି ଡ. ରଞ୍ଜନ ପ୍ରଧାନ, ରାକେଶ ରାଉତ, ସଞ୍ଜୟ ପାତ୍ର, ସୁନୀଲ ବିଶ୍ଵାଳ, ସତ୍ୟ ନାରାୟଣ ବେହେରା, ଭି ଭି ଶଙ୍କର, […]

ପରିବହନ ବିଭାଗ ପକ୍ଷରୁ ଗାଡି ମଟର ଯାଂଚ କଡାକଡି

ଫୁଲବାଣୀ (ସୁନୀଲ ପଟନା ୟକ)ଫୁଲବାଣୀ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଗାଡି ମଟର ଯାଞ୍ଚ ପକ୍ରିୟା କୁ କଡାକଡି କରାଯାଇଛି l ମଦ୍ୟପାନ ଓ ଦୃତ୍ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି l ବିଶେଷ କରି ହେଲମେଟ ନ୍ ପିନ୍ଧି ବାଇକ୍ ଚଳାଇବା ଓ ବସିବା ଫଳରେ ଘଟୁଥିବା ଦୁର୍ଘଟଣା ରେ କମ୍ ବର୍ଷ ର୍ ବ୍ୟକ୍ତି ଙ୍କ ମୃତ୍ୟୁ ହେଉଥିବା ରୁ ବିଭାଗ ପକ୍ଷରୁ ଉଦବେଗ […]