ଢେଙ୍କାନାଳ ରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

ଢେଙ୍କାନାଳ(ଉଲ୍ଲାପ୍ର )ସ୍ଥାନୀୟ କୋର୍ଟ ପରିସରରେ ଜାତୀୟ ଲୋକ ଅଦାଳତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଢେଙ୍କାନାଳ ମୁଖ୍ଯ ଶାଖା, ଢେଙ୍କାନାଳ ବଜାର ଶାଖା, ମହିଷପାଟ ଏଡିଜି, ଗୋବିନ୍ଦପୁର ଶାଖା, ବେଲଟିକିରି କାଇମାଟି ଶାଖା, ଜୋରନ୍ଦା ଶାଖା, ସନ୍ଦପସିପାଟଣା ଗନ୍ଦିଆ ତଥା ଷଡଙ୍ଗି ଶାଖାର ଅଧିକାରୀମାନେ ଯୋଗଦେଇଥିଲେ ଏବଂ ପନ୍ଦର ଲକ୍ଷରୁ ଉର୍ଦ୍ଧ୍ବ ଅନାଦେୟ ଋଣ ଆଦାୟ କରିବା ସହ ଅନେକ କେସ୍ ସେଟେଲ୍ଡ୍ କରିଥିଲେ। ଋଣ ପରିଶୋଧ କରିପାରୁନଥିବା ଗ୍ରାହକମାନେ ଏକକାଳୀନ ଋଣ ପରିଶୋଧ […]

କୋଷାଗୁମୁଡା ବ୍ଲକ କୋଡିଙ୍ଗା ଠାରେ ମାଣ୍ଡିଆ ଦିବସ ପାଳନ ସହ ଖାଦ୍ୟ ମେଳା ଅନୁଷ୍ଠିତ

ନବରଙ୍ଗପୁର ( ତପନ କୁମାର ସ୍ବାଇଁ )/ତା.୧୦/୧୧: ଆଜି ନଭେମ୍ବର ୧୦ ତାରିଖରେ ଆମ ରାଜ୍ୟ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆହ୍ଵାନରେ ମାଣ୍ଡିଆ ଦିବସ ପାଳନ କରାଯାଇଛି। ସେହିଅନୁଯାୟୀ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ କୋଡିଙ୍ଗା ଠାରେ କସ୍ତୁରବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆର.ସି.ଡି.ସି ଏବଂ ଆତ୍ମା ନବରଙ୍ଗପୁର ମିଳିତ ସହଯୋଗରେ ମାଣ୍ଡିଆ ଉପରେ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଅଛି। ସ୍ଥାନୀୟ ଲୋକ […]

ଜାତୀୟ ଶିକ୍ଷା ଦିବସ ପାଳିତ

ଢେଙ୍କାନାଳ(ଉଲ୍ଲାପ୍ର )ଢେଙ୍କାନାଳ ୨ ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅଦ୍ଯ ତା୧୧.୧୧.୨୦୨୨ ରିଖ ଶୁକ୍ରବାର ରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ପୌରୋହିତ୍ୟ କରି ଶିକ୍ଷା ଦିବସ ରମହତ୍ତ୍ବଉପରେ ନିଜର ଚିନ୍ତାଧାରା ବ୍ୟକ୍ତ କରି ଶିକ୍ଷା ଆମଜୀବନ ଉପରେ ସୁପ୍ରଭାବ ପକାଇ ଥାଏଓଏହା ଦ୍ବାରା ମନ […]

ବନବାସୀସେବାସମିତିର ସୁବର୍ଣ୍ଣ ଜୟନ୍ତୀ

ଫୁଲବାଣୀ କନ୍ଧମାଳ ଜିଲ୍ଲା ବାଲିଗୁଡା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବନବାସୀ ସେବାସମିତି ର ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱ ନାଥ ପଟନାୟକ ଥିଲେ କୋରାପୁଟିଆ ଗାନ୍ଧୀ l ଗାନ୍ଧୀ ଙ୍କନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ସ୍ବର୍ଗତ ପଟନାୟକ କାର୍ଯ୍ୟ କରି ପ୍ରସଂଶିତ ହୋଇଥିଲେ l ତାଙ୍କ ପରି ବହୁତ କମ ଲୋକ ଜନ୍ମ ନେଇଥାନ୍ତିଯେଉଁମାନେ କି ସବୁ କିଛି ଭୂଲି ନିଜ ସ୍ୱାର୍ଥ କୁ ଜଳାଞ୍ଜଳି ଦେଇ ସମାଜ ର ହିତ ପାଇଁ କାର୍ଯ୍ୟ କାର୍ଯ୍ୟ […]

ତୁମୁଡିବନ୍ଧ ସିର୍ଲା ପଞ୍ଚାୟତ ରେ ଶତାଧିକ ଲୋକ ବିଜେଡିରେ ମିଶିଲେ

ଫୁଲବାଣୀନବୀନ ସରକାର ଙ୍କ ସ୍ୱଚ୍ଛ ଶାସନ , ବିଭିନ୍ନ ଉନ୍ନୟନ ଯୋଜନା ଗୁଡିକୁ ଘରେ ଘରେ ପହଞ୍ଚାଇବା ପାଇଁ ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ବିଜୁ ଜନତା ଦଳ ପ୍ରୟାଶ ଜାରି ରଖିଛି । ଗାଁ ଠୁ ସହର ସବୁଠି ନବୀନ ସରକାରଙ୍କ ସଫଳ ଯୋଜନାହିଁ ଲୋକଙ୍କୁ ବିଜୁ ଜନତା ଦଳ ଉପରେ ଅଧିକ ଭରସା ଏବଂ ବିଶ୍ୱାସ ସୃଷ୍ଟି କରିଛି । ଫଳରେ ପ୍ରଭାବିତ ହୋଇ କନ୍ଧମାଳ ଜିଲ୍ଲା ତୂମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତ ର ଶତାଧିକ […]

ପାଣି ସମସ୍ୟା ଦୂର କଲା ମନରେଗା ଯୋଜନା ରେ ଅମୃତ ସରୋବର

ଫୁଲବାଣୀ (ସୁନୀଲ ପଟନାୟକ )ଦିନ ଥିଲା ପାଣି ଗରା ଏ ପାଇଁ ମାଇଲ ମାଇଲ ବାଟ ଯିବାକୁ ପଡୁଥିଲା ବଂଧଗଡ଼ ପଂଚାୟତ ର ତୀରା ମାହା ଲୋକଙ୍କୁ lସୁବିଧା ଅସୁବିଧାରେ ଗାଧେଇବା କିମ୍ବା ଲୁଗାସଫା,ପାଇଁ ପୋଖରୀ ଟିଏ ନଥିଲା lଲୋକେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଥିଲେ lଖରା ଦିନେ କୂଅ ଶୁଖିଗଲେ କି ନଳ କୂଅ ଅଚଳ ହୋଇଗଲେ କଥା ସରିଗଲା lପୋଖୋରୀଟେ ଗାଁ ରେ ଖୋଲିଦେବା ପାଇଁ ଦୀର୍ଘ ବର୍ଷ ହେଲା ଫିରିଙ୍ଗିଆ ବିଡ଼ିଓ […]

ଗଡଗଡିଆ ଘାଟରେ ଭସିବ ସାମାଜିକ ବାର୍ତ୍ତା ବାହାକ ”ବୋଇତ ” !

କଟକ (ପ୍ରିୟବ୍ରତ ପଟ୍ଟନାୟକ )ଆମ ଇତିହାସ ଆମ ସମ୍ମାନ ।ଆମ ସଂସ୍କୃତି ଆମ ସମ୍ମାନ ।ଆମ ମନ୍ଦିର ଆମ ସମ୍ମାନ । ଏହି ବାର୍ତ୍ତା ନେଇ ତଥା ଓଡିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଚାର ଓ ପ୍ରସାର କରିବା ଲକ୍ଷ ରଖି, ଆଡଭାନ୍ସ ଏ ଟୁ ଜେଡ୍ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ଏକ ବାର୍ତ୍ତା ବାହକ ବୋଇତ ନିର୍ମାଣ କରି କାର୍ତ୍ତିକ ପୂର୍ଣ୍ଣିମା ପୂର୍ଣ୍ଣିମାରେ ଗଡଗଡିଆ ଘାଟରେ ଭାସାଇବେ ବୋଲି ସୁଚନା ମିଳିଛି। ଏହି […]

ଦାରିଂବାଡ଼ି ଅଂଚଳ ମଙ୍ଗଳ ବିଭାଗ ହଷ୍ଟେଲ ରେ ରାଗିଙ୍ଗ ଅଭିଯୋଗ

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ରେ ବ୍ଲକ୍ ଗ୍ରିନ୍ ବାଡି ରେ ଥିବା ମଙ୍ଗଳ ବିଭାଗର ଏକ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ୪ ଜଣ ସପ୍ତମ ଶ୍ରେଣୀ ଛାତ୍ର ମାନଙ୍କୁ ଦଶମ ଶ୍ରେଣୀର ୪ ଛାତ୍ର ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହୋଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରାବାସରୁ ଦଶମ ଶ୍ରେଣୀର ୪ ଛାତ୍ରଙ୍କୁ ଏକ ସ୍ବତନ୍ତ୍ର ଟିମ୍ ମାଧ୍ୟମରେ ସେମାନଙ୍କୁ ନିଜ ଗ୍ରାମକୁକୁଆଡେ ପଠାଇ ଦେଇ […]

ଦାରିଙ୍ଗବାଡ଼ି ଡୁଲୁରି ଠାରେ ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘର ସାଙ୍ଗଠନିକ ବୈଠକ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶାର କାଶ୍ମୀର ରୂପେ ପରିଚିତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଠାରେ ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ରୁଦ୍ରରାଜ ବାଗ ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ, ସଂଘ ସଭାପତି ଲୋକନାଥ ମହାପାତ୍ର ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବରେ ବୈଠକର ପର୍ଯ୍ୟବେକ୍ଷକ ତଥା କନ୍ଧମାଳ ଜ଼ିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ସନ୍ତୋଷ କୁମାର ଦାଶ , ସମ୍ମାନୀୟ ଅତିଥି ଭାବରେ ଉତ୍କଳ ସାମ୍ବାଦିକ […]

କନ୍ଧମାଳରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ଆରମ୍ଭ

କନ୍ଧମାଳ :(ସଞ୍ଜୟ କୁମାର ପାଣିଗ୍ରାହୀ): ଜାନୁଆରୀ ୦୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କରି ଭାରତର ନିର୍ବାଚନ ଆୟୋଗ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ଆରମ୍ଭ ହୋଇଛି । ଏହି କ୍ରମରେ, କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଦ୍ଭାବନା ସଭାଗୃହରେ ଜାତୀୟ ଓ ରାଜ୍ୟ ସ୍ତରର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା […]