କନ୍ଧମାଳ: ବିଜେପି ଯୁବ ମୋର୍ଚ୍ଚାର ଧାରଣା, ତୃତୀୟ ଦିନରେ ପହଞ୍ଚିଲା
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆରମ୍ଭ ହୋଇଥିବା ଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି । ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ରାଙ୍ଗାପାରୁ ଆଶ୍ରମର ସପ୍ତମ ଶ୍ରେଣୀ ଆଦିବାସୀ ଛାତ୍ର ମୃତ୍ୟୁ ଓ ଫୁଲବାଣୀ ଅନ୍ୱେଷା ହଷ୍ଟେଲ ଛାତ୍ର ମୃତ୍ୟୁ ମାମଲାରେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା କୁ ଆଜିର ଧାରଣା ସ୍ଥଳରେ ଘୋର ନିନ୍ଦା କରି ବିଭିନ୍ନ ସ୍ଳୋଗାନ ସବୁ ଦିଆଯାଇଥିଲା । ଧାରଣା ପରେ ଅର୍ଥାତ୍ ସନ୍ଧ୍ୟା ୫.୩୦ […]