ଅନାଥାଶ୍ରମ ରେ ଦୀପାବଳି ମନାଇଲେ ପୋୖରାଧ୍ୟକ୍ଷା
ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀପୌରାଧ୍ୟକ୍ଷl ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ଫୁଲବାଣୀ ସହର ର କେନ୍ଦୁପଦର ଠାରେ ଥିବା ଅନାଥାଶ୍ରମ କୁ ଯାଇ ସେଠାରେ ଥିବା କୁନି କୁନି ପିଲାଙ୍କ ସହ ଆଲୋକ ର ପର୍ବ ଦୀପାବଳି ଉତ୍ସବ କୁ ବେଶ ଆନନ୍ଦ ଉଲ୍ଲାସ ର ସହ ମନାଇଥିଲେ l ସେଠାରେ ଦୀପ ଲଗାଇ ପିଲାମାନଙ୍କୁ ମିଠା ଖୁଆଇଥିଲେ ପୋୖରାଧ୍ୟକ୍ଷା ସ୍ମିତା lପୋୖରାଧ୍ୟକ୍ଷା ଙ୍କୁ ନିକଟରେ ପାଇ ପିଲାମାନେ ବେଶ ଖୁସିମଧ୍ୟ ହୋଇଥିଲେl ପୋୖରାଧ୍ୟକ୍ଷାସ୍ମିତା ମଧ୍ୟ ଅନାଥ […]