ଟାଙ୍ଗୀ ବ୍ଲକ ମହିଷାଲଣ୍ଡା ପଞ୍ଚାୟତ ରେ ଦେଢ଼ଶହ ପାଇଖାନା ଖାଇଗଲେ କୁଜିନେତା ମାନେ, ଆର୍ଟିଆଇ ଯୋଗେ ମିଳିଲା ତଥ୍ୟ
ଟାଙ୍ଗୀ (ଉଲ୍ଲାପ୍ର )ଆଠଗଡ ନିର୍ବାଚନ ମଣ୍ଡଳୀ ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ମହିଷା ଲଣ୍ଡା ପଞ୍ଚାୟତ ରେ ପାଇଖାନା ଖାଇ ଯାଇଛନ୍ତି କୁଜି ନେତାମାନେ, ଯାହାର ପ୍ରମାଣ ମିଳିଛି ଆର୍ଟିଆଇ ଯୋଗେ, ଏହି ପଞ୍ଚାୟତ ର ମହିଷାଲଣ୍ଡା ପଞ୍ଚାୟତରେ ଦେଢ଼ଶହ ଲୋକଙ୍କ ନାମରେ ପାଇଖାନା ନିର୍ମାଣ ନହୋଇ ପାଇଖାନାକୁ ଚଳୁ କରିଦେଇଛନ୍ତି କିଛି ଟାଉଟର ଓ କୁଜି ନେତାମାନେ, ଆର୍ଟିଆଇ ଯୋଗେ ତଥ୍ୟ ମିଳିବା ପରେ ସେହି ଲୋକମାନଙ୍କୁ ଯେତେବେଳେ ଯୋଗାଯୋଗ କରାଯାଇ ପଚରା ଗଲା ଲୋକେ […]