ଅନ୍ଵେଷା ଛାତ୍ର ମୃତ୍ଯୁ ଘଟଣା ରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ

ଫୁଲବାଣୀ ଅନ୍ଵେଷା ହଷ୍ଟେଲ ଛାତ୍ର ମୃତ୍ଯୁ ଘଟଣାର ତଦନ୍ତ ଚାଲିଛି, ତଦନ୍ତ ରିପୋର୍ଟ ଆସିବାପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲା ଗ୍ରମମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା ସୂଚନା ଦେଇଛନ୍ତି l ତେବେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ ତାହା ଆଗକୁ ଜଣାପଡିବ lପୁଅ ମୋର ଇଂରାଜୀ ମାଧ୍ୟମ ସ୍କୁଲ ରେ ପାଠ ପଢିବ,ବଡ଼ ଚାକିରୀ କରିବ, ଭଲ ମଣିଷ ଟିଏ ହେବ, ଆଉ ପରିଣତ ବୟସ ରେ ବାପା ମା କୁ ପୋଶିବ ଭାବି ଘର ଠାରୁ […]

କନ୍ଧମାଳ ର ଶ୍ରାବଣୀଙ୍କୁ ଶହେ ମିଟର ଦୌଡ଼ ପ୍ରତିଯୋଗିତା ରେ ସ୍ବର୍ଣ୍ଣ ପଦକ

ଫୁଲବାଣୀ(ସୁନୀଲ ପଟନାୟକ )ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ର ଝିଅ ଶ୍ରାବଣୀ ନନ୍ଦ ନିକଟରେ ଅନୁଷ୍ଠିତ ୬୧ ତମ ନ୍ୟାସନାଲ ଓପନ ଆଥେଲେଟିକ୍ସ ଚାମ୍ପିୟାନସିପ୨0୨୨ଶହେ ମିଟର ଦୌଡ଼ ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି lଫଳରେ ସ୍ବର୍ଣ୍ଣ ପଦକ ଜିତି ଜିଲ୍ଲା, ରାଜ୍ୟ ଓ ଦେଶପାଇଁ ଗୌରବ ଆଣି ଦେଇ ଛନ୍ତି କନ୍ଧମାଳ ର ସୁନା ଝିଅ ଶ୍ରାବଣୀ l ଶ୍ରାବଣୀ ବେଙ୍ଗାଲୋର ସ୍ଥିତ ଶ୍ରୀ କ୍ରାନ୍ତୀରଭା ଇଣ୍ଡୋର ଷ୍ଟାଡିୟମ ରେ ଆୟୋଜିତ ଶହେ ମିଟର ଦୌଡରେ ଶ୍ରାବଣୀ […]

ଖାଦ୍ୟ ର ଗୁଣଵତ୍ତl ସମ୍ପର୍କିତ ତାଲିମ

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ରେ ଭାରତ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ବେଣ୍ଟଗ୍ରୀନ ସ୍କିଲ ପ୍ରାଇଭେଟ ଲିମିଟେଡ଼ ତରଫରୁ ଖାଦ୍ୟ ର ମାନ ଓ ଗୁଣବତ୍ତା ସମ୍ବନ୍ଧରେ ତାଲିମ ଶିବିର ଅନୁଷ୍ଠିତ ହେଇଥିଲା l ସୋମବାର ଦିନ ଫୁଲବାଣୀ ଆମ୍ବଲାପଡ଼ା ସେନାପତି ରେସିଡେନସି ଠାରେ ଖାଦ୍ୟ ତାଲିମ ଶିବିର ରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ,ଆଇନଜୀବୀ ତଥା ସମାଜସେବୀ ଅଶୋକ ପରିଡ଼ାଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ବଣିଜ ସଙ୍ଘ ସଭାପତି ଅଶୋକ […]

ଖୁଣ୍ଟୁଣୀ ଥାନା ଅଧିକାରୀଙ୍କ ଦାଦାଗିରି ଓ ପକ୍ଷପାତିତା ନେଇ ଏସପିଙ୍କୁ ଅଭିଯୋଗ କଲେ ଆଠଗଡ ଗ୍ରାମବାସୀ

କଟକ (ଉଲ୍ଲାପ୍ର )ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆଙ୍କ ଦାଦାଗିରି ସହିତ ପକ୍ଷପାତିତା ଅଭିଯୋଗ ନେଇ ତାତିଛନ୍ତି ଆଠଗଡ ଗ୍ରାମବାସୀ, ଗତ ସପ୍ତାହରେ ଆଠଗଡ ଯୁବ ସଂଗଠକ ଅଭୟ ବାରିକ ଆଠଗଡ ତହସିଲ ଘେରାଉ କରିଥିଲେ, ଏଥିରେ ତାଙ୍କର ହଜାର ହଜାର ସମର୍ଥକ ଏହି ଆନ୍ଦୋଳନ ରେ ଯୋଗ ଦେଇଥିଲେ, ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାଅ ସ୍ୱାଇଁ ତାଙ୍କ ଭଣଜା ବାବି ଜେନା ଓ ରଞ୍ଜନ ଆଚାର୍ଯ୍ୟ ଙ୍କ ନାମରେ ଅଭୟଙ୍କ ସମର୍ଥକ ମାନେ ନାରାବାଜି […]

ଅନ୍ତଃ ଜିଲ୍ଲା ବଲ ବ୍ୟାଡମିଣ୍ଟନ ପ୍ରତିଯୋଗିତା ପାଇଁ ଖେଳାଳୀ ଚୟନ

କଟକ(ଉଲ୍ଲାପ୍ର )ଆସନ୍ତା ନଭେମ୍ବର ମାସରେ ବାଲେଶ୍ବରଠାରେ ବରିଷ୍ଠ ଅନ୍ତଃ ଜିଲ୍ଲା ବଲ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆଜି କଟକ ଜିଲ୍ଲା ବଲ ବ୍ୟାଡମିଣ୍ଟନ ସଙ୍ଘ ପକ୍ଷରୁ ଭକ୍ତ ମଧୁ ବିଦ୍ୟାପୀଠ ଖେଳ ପଡିଆରେ ପୁରୁଷ ଖେଳାଳି ଚୟନ ପ୍ରକ୍ରିୟାର ଆୟୋଜନ ହୋଇଯାଇଛି। ଏହି ଖେଳାଳି ଚୟନ ପ୍ରକ୍ରିୟାରେ କଟକ ଜିଲ୍ଲାର ୩୯ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ସଙ୍ଘର ସମ୍ପାଦକ ଅଜୟ କୁମାର ସାହୁଙ୍କ କହିବା ଅନୁଯାୟୀ ଏହି ଖେଳାଳୀ ମଧ୍ୟରୁ ୧୦ […]

ବାଲ୍ୟ ବିବାହ କୁ ନା ପାଠ ପଡ଼ିବା କୁ ହଁ, ଦିଲ୍ଲୀରେ ଆଲୋଚନା ଚକ୍ର ରେ ଭାଗ ନେଇଫେରିଲେ ସୁପ୍ରଭା

ଫୁଲବାଣୀ (ସୁନୀଲ ପଟନାୟକ )ବିଶ୍ୱ ଶିଶୁକନ୍ୟା ଦିବସରେ ଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଭାଗ ନେବା ପାଇଁ ଡାକରା ପାଇ ଯାଇଥିବା କନ୍ଧମାଳ କେଲପଡା ଗ୍ରାମର ସୁପ୍ରଭା ବେହେରା ଫେରିଛନ୍ତି lଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଏକ ସେମିନାରରେ ଅଂଶଗ୍ରହଣ କରିଥିଲେସେ । ସୁପ୍ରଭା ବାଲ୍ୟ ବିବାହ ନିରୋଧ ଓ କିଶୋରୀ ବାଳିକା ଅଧିକାର ନେଇ ଜିଲାରେ ସଚେତନତା ସୃଷ୍ଟିକରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରି ଛନ୍ତି। ଫଳରେ କେନ୍ଦ୍ର […]

ବିଜେଡି ସଂଗଠନ ଅଧିକ ଶକ୍ତିଶାଳୀ କରିବାକୁ ପର୍ଯ୍ୟବେକ୍ଷକ ଙ୍କ ପରାମର୍ଶ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲାରେ ବିଜୁ ଜନତା ଦଳ ଯେପରି ଅଧିକ ମଜଭୁତ ଓ କ୍ରିୟାଶୀଳ ହେବ ସେଥିପାଇଁ ଦଳୀୟ ନେତା ଓ କର୍ମୀ ମାନେ ନିଷ୍ଠା ଓ ଆନ୍ତରିକତା ଓ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ଲାଗି କନ୍ଧମାଳ ଜିଲ୍ଲା ପାଇଁ ନବ ନିଯୁକ୍ତ ଦଳୀୟ ପର୍ଯ୍ୟବେକ୍ଷକ ତଥା ରାଜ୍ୟବଜେଡ଼ି ର ଟାଣୁଆ ତଥା ଜଣାଶୁଣା ନେତା ବିଜୟ ନାୟକ ଶନିବାର କନ୍ଧମାଳ ଗସ୍ତ ରେ ଆସି ଫୁଲବାଣୀଠାରେ ଦଳୀୟ କର୍ମୀ ଓ […]

ଅନ୍ଵେଷା ଆବାସିକ ହଷ୍ଟେଲ ସପ୍ତମ ଶ୍ରେଣୀ ଛାତ୍ର ମୃତ୍ଯୁଘଟଣାର ତଦନ୍ତ ନିର୍ଦେଶ

ଫୁଲବାଣୀ (ସୁନୀଲ ପଟନାୟକ )ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଫୁଲବାଣୀ ସହରରେ ଥିବା ଅନ୍ଵେଷା ହଷ୍ଟେଲ ରେ ରହି ଇଂରାଜି ମିଡ଼ିୟମ ସ୍କୁଲ ରେ ପାଠ ପଢ଼ୁଥିବା ସପ୍ତମଶ୍ରେଣୀ ଛାତ୍ର ସୁମନ ଜିତ ବଳିୟାରସିଂ ଙ୍କ ମୃତ୍ଯୁ ଘଟଣା ର ତଦନ୍ତ ନିର୍ଦେଶଦେଇଛନ୍ତି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ lହଷ୍ଟେଲ ଛାତ୍ର ର କିଭଳି, କାହିଁକି ଓ କେଉଁ ପରିସ୍ଥିତି ରେକିପରି ମୃତ୍ଯୁ ଘଟିଲା,ତାର ସ୍ୱାସ୍ଥ୍ୟ ର ଯତ୍ନ ଓ ଆବଶ୍ୟକ ଚିକିତ୍ସା ଠିକ ଭାବେ ନିଆଯାଉଥିଲା […]

ଜାପାନ ଧର୍ମଗୁରୁଙ୍କ ନୂଆପାଟଣା ଐତିହାସିକ ବୋଧିବୃକ୍ଷ ପରିଦର୍ଶନ

ନୂଆପାଟଣା ( ଉଲ୍ଲାପ୍ର )ଜାପାନ ବୌଦ୍ଧ ଧର୍ମଗୁରୁ ଜୁନସେଇ ତେରାସାୱା ତିଗିରିଆ ଅନ୍ତର୍ଗତ ନୂଆପାଟଣାରେ ଥିବା ବୋଧିଦ୍ରୁମ ବୁଦ୍ଧ ବିହାର ( ଭଗବାନ ବୁଦ୍ଧ ମନ୍ଦିର ) ପରିଦର୍ଶନ କରି ଐତିହାସିକ ବୋଧିବୃକ୍ଷ ଠାରେ ବୁଦ୍ଧ ବନ୍ଦନା ,ଚୈତ୍ୟ ବନ୍ଦନା ଓ ବୋଧି ବନ୍ଦନା କରିବା ସହ ଶାନ୍ତି, ମୈତ୍ରୀ ,ଦୟା ଓ କରୁଣାର ପ୍ରତିଷ୍ଠା କରି ନୂଆପାଟଣା ବୌଦ୍ଧ ସଂଘର ଉପାସକ ଓ ଉପାସିକା ମାନଙ୍କ ସହିତ ପଦଯାତ୍ରା କରି ବୁଦ୍ଧଙ୍କ ମହାନ ବାଣୀ ଓ […]

ସୁରକ୍ଷା କର୍ମୀ-ମାଓବାଦୀ ଗୁଳିବିନିମୟ: ମହିଳା କ୍ୟା ଡର ନିହତ, ବହୁ ମାଓ ସାମଗ୍ରୀଜବତ

ଫୁଲବାଣୀ (ସୁନୀଲ ପଟନାୟକ ) ମଙ୍ଗଳବାର କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସିମାନ୍ତ ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ କଣାସାଲୁ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା l ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସହ ବହୁ ମାଓ ସାମଗ୍ରୀ ଜବତ କରିଥିବା ସାମ୍ବାଦିକ ସମିଳନୀ ଆଇଜି ଅମିତାଭ ଠାକୁର କହିଛନ୍ତି । କନ୍ଧମାଳ -କଳାହାଣ୍ଡି ଜିଲ୍ଲା ସିମାନ୍ତ କଣାସାଲୁ ଜଙ୍ଗଲରେ ପାଖାପାଖି ପାଞ୍ଚଟି କ୍ୟାମ୍ପ ରେ କୋଡିଏ ରୁ ଉର୍ଦ୍ଧ […]