ପୁରୁଣା କଟକ ସମ୍ବଲପୁର ରାସ୍ତା ପାଲଟିଛି ମରଣଯନ୍ତା, ଅଭୟ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଦେଲେ ଦାବିପତ୍ର, ସାତଦିନ ମଧ୍ୟରେ ରାସ୍ତାରେ ହେବ କାମ
ଆଠଗଡ଼(ଉଲ୍ଲାପ୍ର )ପୁରୁଣା କଟକ ସମ୍ବଲପୁର ରାସ୍ତା ପାଲଟିଛି ମରଣଯନ୍ତା, ଏହି ରାସ୍ତା ଖାଲ ଖମା ଯୋଗୁ ଗାଡି ଚାଳକ ମାନେ ଏହି ରାସ୍ତାରେ ଗାଡିନେବାକୁ ଭୟ କରୁଛନ୍ତି, ଅନ୍ୟ ପକ୍ଷରେ ପ୍ରତେକ ଦିନ ଏହି ରାସ୍ତାର କନ୍ତ୍ତୋଲ ଠାରୁ ଧବଳେଶ୍ୱର ପର୍ଯ୍ୟନ୍ତ ଦୁର୍ଘଟଣା ମାନ ଘଟୁଛି, ବଡ଼ବଡ଼ ଗର୍ତ୍ତ ରାସ୍ତାରେ ହୋଇଥିବା ଯୋଗୁ ୨ ଚକିଆ ଗାଡି ଯିବା ମଧ୍ୟ ବିପଦ୍ଜନକ ହୋଇଛି, ଏହି ରାସ୍ତା କଟକ ଓ ଭୁବନେଶ୍ୱର ରୁ ସିଧାସଳଖ ସଂଯୋଗ କରୁଛି ପଶ୍ଚିମାଞ୍ଚଲ […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































