କଟକରେ ବିଜେପିର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ
କଟକ ( ଉଲ୍ଲାପ୍ର )ଜାନୁଆରୀ ୨୨ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ଶ୍ରୀରାମ ଜନ୍ମଭୂମି ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ସମସ୍ତ ଦେବାଳୟ ସଫେଇ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଚହଟା ଶ୍ରୀରାମ ନିଗମେଶ୍ୱର ମନ୍ଦିର ଓ ପରେ ପରେ କଟକ ଚଣ୍ଡୀ ମନ୍ଦିର ସଫେଇ କାର୍ଯ୍ୟ ହୋଇଥିଲା. ରାଜ୍ୟ ଉପସଭାପତି ଡ଼ଃ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଗୀତା ଦାସ,ପ୍ରଦୀପ ବେହେରା, ପ୍ରତାପ ରାଉତରାୟ, ରଶ୍ମିରେଖା ଦାସ,ମନୋଜ ପତି,କଳ୍ପନା ପଟ୍ଟନାୟକ, ପ୍ରବୋଧ ବଡ଼ପଣ୍ଡା,ସ୍ମୃତି […]