ପଂଚାୟତ କୁ ମଦ ମୁକ୍ତ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

ଫୁଲବାଣୀ (ଉଲା ପ୍ର )ନିଜ ଗାଁ ଓ ପଂଚାୟତ କୁ ମଦ ମୁକ୍ତ କରିବାଲାଗି ଅଣ୍ଟା ଭିଡ଼ିଲେ ମହିଳା ମହିଳlମାନେ ଏକଜୁଟ ହୋଇ ପଂଚାୟତ ର ୱାର୍ଡ କୁ ୱାର୍ଡ ବୁଲି ମଦ ବିକ୍ରୀ ଓ ସେବନ କୁ ମନା କରୁଛନ୍ତି l ଏଥିସହ ଗ୍ରାମର ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି lସରପଞ୍ଚ ନରୋତ୍ତମ ପ୍ରଧାନ, ରମେଶ ଦିଗଲ ଆରତୀ ପ୍ରଧାନ, କମଳିନୀ ପ୍ରଧାନ ସ୍ଵପ୍ଣନାୟକ ସମେତ ବହୁ ମହିଳା ମାନେ ମଦ ମୁକ୍ତି ଅଭିଯାନ […]

ବଦଳି ହୋଇଥିବା ପୋଲିସଏସ ଡି ପି ଓ ସମ୍ବର୍ଦ୍ଧିତ

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲାଫୁଲବାଣୀ ସଦର ପୋଲିସ ଅଫିସର ମହେନ୍ଦ୍ର ନାଥ ମୁର୍ମୁ ଙ୍କ ଅନ୍ୟତ୍ର ବଦଳି ହୋଇଯିବା ଫଳରେ ବୁଧବାର ସନ୍ଧ୍ୟା ରେ ପ୍ରେସ କ୍ଲବ ରେ ମିଳିତ ନାଗରିକ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା lସେହିପରି ତାଙ୍କ ସ୍ଥାନରେ ନୂତନ ଏସ୍ଡ଼ିପିଓ ଭାବେ ଦାଇତ୍ୱ ଗ୍ରହଣ କରିଥିବା ସୁ ପ୍ରସନ୍ନ ମଲିକ ଙ୍କୁ ମଧ୍ୟ ଉପଢୌକନ ଓ ଫୁଲ ତୋଡ଼ା ପ୍ରଦାନ କରି ସ୍ଵାଗତ କରାଯାଇଥିଲା lଏହି ଅବସର ରେ ଆୟୋଜିତ ସଭା ରେ […]

ବନବାସୀ ସେବା ସମିତିର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରାକ ପ୍ରସ୍ତୁତି ବୈଠକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତିର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଏବଂ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ଜନ୍ମଦିନ ପାଳନ ନିମନ୍ତେ ଅନୁଷ୍ଠାନ ର ପୁରାତନ ଛାତ୍ର, ଛାତ୍ରୀ ଏବଂ ଗୁରୁଜୀ, ଗୁରୁମା ମୁଖ୍ୟ କାର୍ଯ୍ୟାଳୟର ସମସ୍ତ ପଦାଧିକାରୀଙ୍କ ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ନଭେମ୍ବର ମାସ […]

ବାଲିଗୁଡାରେ ବ୍ଲକ ସ୍ତରୀୟ ଆଜାଦି କା ଅମୃତ ମହୋତ୍ସବ ଅବସରରେ ଫେନ୍ସି ଡ୍ରେସ୍ ପ୍ରତିଯୋଗିତା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବ୍ଲକ୍ ସ୍ତରୀୟ ଫେନସି ଡ୍ରେସ୍ ପ୍ରତିଯୋଗିତା ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ଭିନ୍ନ ଭିନ୍ନ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଅଭିନୟ ରେ ଭାଗ ନେଇ ପ୍ରତିଯୋଗୀ ମାନେ ନିଜ ନିଜର ନିଖୁଣ ଅଭିନୟ ପ୍ରଦର୍ଶନ କରିଥିଲେ। ଏହି ପ୍ରତିଯୋଗିତାରେ ବିଚାରପତି ଭାବେ ପିତବାସ ନାୟକ ଅଶ୍ୱିନୀ ମିଶ୍ର ଓ ମଦନ ମୋହନ ପଣ୍ଡା ପ୍ରମୁଖ ଯୋଗ […]

କାହା ସ୍ୱାର୍ଥ ରେ ‘ମହାପ୍ରୟାଣ’ ଗାଡି ବ୍ୟବସ୍ଥା : ମୃତଦେହ ନେବାକୁ ଲୋକେ ହନ୍ତସନ୍ତ ହେଉଛନ୍ତି

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମୁଖ୍ୟ ଡାକ୍ତରଖାନାରେ କୌଣସି ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ ଘଟିଲେ ମୃତଦେହ ନିଜ ଘରକୁ ନେବା ପାଇଁ ଶବବାହକ ଗାଡି ନଥିବା ଅଭିଯୋଗ ହୋଇଛି । ମୁଖ୍ୟ ଡାକ୍ତରଖାନା ମଧ୍ୟରେ ତିନୋଟି ଜରୁରୀକାଳୀନ ସେବା ପାଇଁ ଆମ୍ବୁଲାନ୍ସ ଗାଡି ରହିଛି । ସେଥି ମଧ୍ୟରୁ ଗୋଟିଏ ବହୁଦିନ ହେଲା ଅଚଳାବସ୍ଥାରେ ପଡ଼ିରହିଛି । ଅନ୍ୟ ଦୁଇଟି ଆମ୍ବୁଲାନ୍ସ ମଧ୍ୟରୁ ଗୋଟିଏ ଦୁର୍ଘଟଣା ଜନିତ ଓ ଅନ୍ୟଟି ମହିଳାଙ୍କ […]

ମା କୁ ହତ୍ୟା କରି ପୁଅ ଫେରାର ?

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ସଙ୍କରା ଖୋଲ ଗ୍ରାମ ର ସୁଣ୍ଡି ସାହିରେ ଜଣେ ବୃଦ୍ଧା ଙ୍କ ସନ୍ଦେହ ଜନକ ମୃତୁ ହୋଇଥିବା ଜଣା ପଡିଛି l ମୃତ ଜଣଙ୍କ ହେଲେ 70 ବର୍ଷ ର ବୃଦ୍ଧା ଲକ୍ଷ୍ମୀ ନାରାୟଣ ନାୟକ l ଟିକାବାଲି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟ କୁ ପଠାଇଛନ୍ତି l ଯାହା ସୂଚନା ରହିଚି ମୃତକଙ୍କ ପରିବାର ଲୋକେ ବୃଦ୍ଧା ଙ୍କ ମୃତ୍ଯୁ ଙ୍କୁ […]

ଦୁଷ୍କର୍ମ ମାମଲାର ଅଭିଯୁକ୍ତ କୁ ୨0 ବର୍ଷ ଜେଲ ଓ ଜରିମାନା

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ସଂଜିତ କୁମାର ବେହେରା ବୁଧବାର ନାବାଳିକା ଦୁସ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ଫିରିଙ୍ଗିଆ ଥାନା ଅନ୍ତର୍ଗତ କେଲା ପଡା ଗ୍ରାମର ରୋହିତ କହଁର ୨ ୧ ବର୍ଷ କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି lସୁଚନା ଅନୁଯାୟୀ ଗତ ୨0୨0ମସିହାଖରା ଛୁଟି ସମୟରେକ. ନୂଆଗାଁ ଥାନା ଅଂଚଳ ରେ […]

ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ଡେପୁଟି ମେନେଜେର ପୁରସ୍କୃତ

ଫୁଲବାଣୀ (ସୁନୀଲ ପଟନାୟକ )ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନକନ୍ଧମାଳ ଜିଲ୍ଲା ଡ଼େପୁଟିମେନେଜେର ଆରସିଏଚ ଆଶିଷ କୁମାରମହାନ୍ତି, ଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ, ପରିଚାଳନା ନିର୍ଦେଶକ ଶ୍ରୀମତୀ ଶାଳିନୀ ପଣ୍ଡିତଭବେନେଶ୍ୱର ସ୍ଥିତ ହିନ୍ଦୁସ୍ଥାନ ଇଣ୍ଟେର୍ନେସନାଲ ହୋଟେଲ ରେ ଆୟୋଜିତ ଉତ୍ସବ ରେ ସମ୍ବର୍ଦ୍ଧିତ କରିଛନ୍ତି lଆଶିଷ ଲଗାତାର ଭାବେ ଗତ୩ ବର୍ଷ ଧରି 2019-20/2020 -21/2021-22ପୁରସ୍କୃତ ହୋଇଆସୁଛନ୍ତି lଆଶିଷ ଟୀକାକରଣ ଓ ଡାକ୍ତରଖାନା ରେ ପ୍ରସବ କାର୍ଯ୍ୟକ୍ରମ କୁ ନିଷ୍ଠା, ଆନ୍ତରିକତା, ଉତ୍ସର୍ଗୀକୃତ ମନୋଭାବ ସହ […]

ବଦଳି ହୋଇଥିବା ଦୁଇ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲାର ଦୁଇ ବରିଷ୍ଠ ପୋଲିସ ଅଫିସର ମହେନ୍ଦ୍ର ନାଥ ମୁର୍ମୁ ଓ ସଦର ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରା ଙ୍କ ଅନ୍ୟତ୍ର ବଦଳି ହୋଇଯିବା ଫଳରେ ମଙ୍ଗଳବାର କନ୍ଧମାଳ ଏସପି ଭିନୀତ ଅଗ୍ରବାଲ ଏ ଦୁହିଁଙ୍କୁ ସମ୍ବର୍ଦ୍ଧିତ କରିଥିଲେ lକନ୍ଧମାଳ ଜିଲ୍ଲା ର ସଦର ଏସ୍ଡ଼ିପିଓ ଭାବେ ନିଷ୍ଠା, ଆନ୍ତରିକତା ଓ ଦକ୍ଷତା ର ସହ ଦିନ ରାତି ଏକ କରିନିରବିଛିନ ଭାବେ ସହରବାସୀଙ୍କୁ ସୁରକ୍ଷା ଯୋଗାଇଆସୁଥିବା ପୋଲିସ ଅଫିସର ମହେନ୍ଦ୍ରନାଥ ମୁର୍ମୁ […]

ଉଦୟ ଲାବଣ୍ୟ ରେ ଖବର ପ୍ରସାରଣ ପରେ ଭିନ୍ନ କ୍ଷମକୁ ଭରସା ଦେଲେ ଉପଜିଲ୍ଲାପାଳ

ଆଠଗଡ (ଉଲା ପ୍ର )ଆଠଗଡ ରେ ଭିନ୍ନ କ୍ଷମକୁ କିପରି ସମ୍ମାନ ମିଳୁଛି ତାହା ଦେଖିଲେ ବଡ଼ ଆଶ୍ଚଯ୍ୟ ଲାଗେ, ଗତ ମଙ୍ଗଳବାର ଦିନ ଆଠଗଡ ବ୍ଲକରେ ହୋଇଥିବା ଭିନ୍ନ କ୍ଷମ ଶିବିରରେ ଭିନ୍ନ କ୍ଷମ ମାନଙ୍କୁ ବସିବା ପାଇଁ ସିଟ ମିଳି ନଥିଲା, ଯାହା ଫଳରେ ଭିନ୍ନ କ୍ଷମ ମାନଙ୍କ ସହିତ ଭିନ୍ନ କ୍ଷମ ମାନଙ୍କୁ ଆଣିଥିବା ଲୋକମାନେ ସିଟ ନପାଇ ବହୁ ଅସୁବିଧାର ସମୁଖୀନ ହୋଇଥିଲେ, ସେହିପରି ବୁଧବାର ଦିନ ତିଗିରିଆ ବ୍ଲକ ବିନ୍ଧାଣିମା […]