ଦାଦନ ଶ୍ରମିକ ସମସ୍ୟା ଓ ସମାଧାନ ନେଇ ଆଲୋଚନା

ଫୁଲବାଣୀ (ସୁନୀଲ ପଟନାୟକ )ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଛି lଲୋକେ ଗାଁ ଛାଡିକାମ ଧନ୍ଦା ଅନ୍ୱେଷଣ ରେ ରାଜ୍ୟବାହାରକୁ ଚାଲିଯାଉଛନ୍ତି lତେବେ ସେମାନଙ୍କୁ ସାହାଯ୍ୟ ସହଯୋଗ କରିବା ସହ ତଥ୍ୟ ସଂଗ୍ରହ ପାଇଁ ସରକାର କିମ୍ବା ପ୍ରଶାସନ ପକ୍ଷରୁ କୋୖଣସି ଉଦ୍ୟମ କରାଯାଉନଥିବା ରୁ ଏବେଜିଲାରତୁମୁଡିବନ୍ଧ ଅଂଚଳ ର ଏକ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଓ ସି ଆଇ ପକ୍ଷରୁ ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷ ରେ ମାଇଗ୍ରାଣ୍ଟ […]

ପୂର୍ବତନ ବିଧାୟକ ଅରୁଣ ପଟ୍ଟନାୟକ ଙ୍କ 26 ତମ ଶ୍ରାଦ୍ଧଦିବସ ଅନୁଷ୍ଠିତ

ଖଣ୍ଡପଡ଼ା (ବିନାୟକ ମିଶ୍ର ) ଲୋକପ୍ରିୟତାର ଶୀର୍ଷରେ ଥିବା ଜନନେତା ଦିବଂଗତ ବିଧାୟକ ଅରୁଣ ପଟ୍ଟନାୟକଙ୍କ ୨୬ ତମ ଶ୍ରାଦ୍ଧବାର୍ଷିକ ଅବସରରେ ପଠାଣି ସାମନ୍ତ କଲ୍ୟାଣ ମଣ୍ଡପ ପରିସରରେ ଅରୁଣ ପଟ୍ଟନାୟକ ସ୍ମୃତି ପରିଷଦ ପକ୍ଷରୁ ଶ୍ରଦ୍ଧାଞଳି ସଭା ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର ମୁଖ୍ୟ ଅତିଥି ଓ ମୁଖ୍ଯ ବକ୍ତା ରୂପେ ଜେକେବିକେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନାରାୟଣ ମହାନ୍ତି ଯୋଗଦେଇ ଅରୁଣଙ୍କ ଲୋକପ୍ରିୟତା ସଂପର୍କରେ ଆଲୋକପାତ […]

ଶିକ୍ଷା, ସ୍ୱାସ୍ଥ୍ୟ, ପେଶା ଆଇନ ସମାଧାନ ନେଇ ସ୍ବେଛାସେବୀ ମହାସଂଘ ବୈଠକ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ସ୍ବେଛାସେବୀ ମହାସଂଘ ର ଏକ କାର୍ଯ୍ୟ କାରିଣୀ ବୈଠକ ସୋମବାର ତୁମୁଡିବନ୍ଧ ବ୍ଲକ ମୁଣ୍ଡୀଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ବରିଷ୍ଠ ସ୍ବେଛାସେବୀ ତଥା ଅଧ୍ୟକ୍ଷ ରାମ ଚନ୍ଦ୍ର ଦାଶ ଅଧ୍ୟକ୍ଷତା କରିଥିଲେ lଆଗାମୀ ତିନିବର୍ଷ ଲାଗି କେଉଁ ସବୁ କାର୍ଯ୍ୟକ୍ରମ ମାନ ହାତକୁ ନିଆଯିବ ସେ ନେଇ ଏକ ଯୋଜନା ପ୍ରସ୍ତୁତ କରାଯାଇ ଦୃଢ଼ୀକରଣ କରାଯାଇଥିଲା lରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସହ ସୁସମ୍ପର୍କ ଓ […]

ବାଇକ ଦୁର୍ଘଟଣାରେ ମହିଳା ଓ ଶିଶୁପର୍ଯ୍ୟବେକ୍ଷିକା ଙ୍କ ମୃତ୍ୟୁ

ଫୁଲବାଣୀ(ଉଲା ପ୍ର )କନ୍ଧମାଳ ଜିଲ୍ଲା ଖଜୁରୀପଡା ମହିଳା ଓ ଶିଶୁଵିକାଶ ପ୍ରକଳ୍ପ ର ଗୁଡାରି ସେକ୍ଟର ଶିଶୁଵିକାଶ ପର୍ଯ୍ୟବେକ୍ଷିକା ଶ୍ରୀମତୀ ଶୁଭଲକ୍ଷ୍ମୀ ପାଣିଗ୍ରାହୀ ବାଇକ ଦୁର୍ଘଟଣା ରେ ଗୁରୁତର ହୋଇ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସା ଧୀନ ଅବସ୍ଥାରେ ଗତକାଲି ମୃତ୍ୟୁଘଟିଛି! ଗତ ଶୁକ୍ରବାର ଫୁଲବାଣୀରୁ ବାଇକରେ ପୁଅ ସାଙ୍ଗରେ ଦାରିଙ୍ଗବାଡି ଯାଉଥିବାବେଳ ରାତି ସାତଟା ବେଳେ ରତଙ୍ଗ ନିକଟସ୍ଥ ଡ଼ଙ୍ଗରପଡା ଠାରେ ନୂତନ ଭାବେ ନିର୍ମିତ ହମ୍ପସରେ ବାଇକ ରୁ ଖସିପଡିଥିଲେ lଫଳରେ ଶୁଭଲକ୍ଷ୍ମୀ ଗୁରତର […]

ଓଡିଶା ହକି ଚମ୍ପିୟାନସିପ ପ୍ରତିଯୋଗିତା ରେ ଭାଗ ନେବା ନିମନ୍ତେ କନ୍ଧମାଳ ଟିମ ର ଭୁବନେଶ୍ୱର ଗସ୍ତ

ଫୁଲବାଣୀ (ସୁନୀଲ ପଟନାୟକ )ସୋମବାର କନ୍ଧମାଳ ଜ଼ିଲ୍ଲା ର ପୁରୁଷ ହକି ଟିମ ଓଡିଶା ହକି ଚମ୍ପିୟାନସିପ ପ୍ରତିଯୋଗିତା ରେ ଭାଗ ନେବା ନିମନ୍ତେ ନକୁଳ ପ୍ରଧାନ ଙ୍କ ନେତୃତ୍ୱ ରେ 16 ଜଣ ସଦ୍ୟସ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି 1କୋଚ ଭାବରେ ସାମନ୍ତ ବିଶୋଇ ଓ ମ୍ୟାନେଜେର ଭାବରେ ସିଦ୍ଧାନ୍ତ କୁମାର ପ୍ରଧାନ ଦଳ ସହ ଯାତ୍ରା କରିଛନ୍ତି 1ଜ଼ିଲ୍ଲା କ୍ରୀଡ଼ା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼, ଆଶାରାମ ହାଁସଦା ଧନୁତିର ପ୍ରଶିକ୍ଷକ, ଫୂଟବଲ […]

ବିଜୁ ଜନତା ଦଳ ତରଫରୁ ଗଣେଶ ପୂଜା କମିଟି କୁ ଆର୍ଥିକ ସହଯୋଗ

ଫୁଲବାଣୀ(ଉଲାପ୍ର)କନ୍ଧମାଳ ଜିଲ୍ଲା ତୂମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେନାରବାହଲ ଗଣେଶ ପୂଜା କମିଟି କୁ ଆର୍ଥିକ ସହଯୋଗ କଲେ ବ୍ଲକ ସଭପତି ପ୍ରମୋଦ କୁମାର ସାହୁ । ହିନ୍ଦୁ ମାନଙ୍କ ଆରାଧ୍ୟ ଦେବତା ଗଣେଶ ଙ୍କର ପୂଜା ଚଳିତ ବର୍ଷ ବେନାରବାହଲ କମିଟି ତରଫରୁ ବେଶ ଯାକ ଯକମରେ ପାଳନ ହୋଇଛି । ଏହି ଅବସରରେ ଗଣେଶ ପୂଜା କମିଟି ତୂମୁଡିବନ୍ଧ ବିଜୁ ଜନତା ଦଳ ସଭାପତି ତଥା ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ ଙ୍କୁ ଆର୍ଥିକ […]

ପୁଣି ଯନ୍ତ୍ରୀ ଙ୍କ ଉପରେ ଆକ୍ରମଣ, ଥାନାରେ ଏତଲା

ଫୁଲବାଣୀ (ସୁନୀଲ ପଟନାୟକ )ପୁଣି ଫୁଲବାଣୀ ସହରରେ ଯନ୍ତ୍ରୀଙ୍କ ଉପରେ ଆକ୍ରମଣ lଆକ୍ରମଣ ର ଶିକାର ହୋଇଥିବା ଯନ୍ତ୍ରୀ ଜଣଙ୍କ ହେଉଛନ୍ତି ଫୁଲବାଣୀ ମୁନିସିପାଲିଟି ର ଯନ୍ତ୍ରୀ ଇଂ. ନୀଳକଣ୍ଠ ନାୟକ lସୂଚନା ଯୋଗ୍ୟ ଯେ, ମୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଯନ୍ତ୍ରୀ ନାୟକ ରହୁଥିବା ବାସଭବନ ଆଗରେ କିଛି ଦୁର୍ବୁତ୍ତଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ lଏ ନେଇ ଯନ୍ତ୍ରୀ ନାୟକ ସ୍ଥାନୀୟ ଟାଉନ ଥାନାରେ ଏତଲା ଦେଇଥିଲେlତେବେ ସହରରେ ବିଭିନ୍ନ ବିଭାଗ ରେ କାର୍ଯ୍ୟରତ […]

ମା ଗଜଲକ୍ଷ୍ମୀ ପୂଜା କମିଟୀ ନୂତନ କର୍ମକର୍ତା ନିର୍ବାଚନ ମାନସ ସଭାପତି ଓ ସୁଜିତ ସମ୍ପାଦକ

ଫୁଲବାଣୀ (ସୁନୀଲ ପଟନାୟକ )ଚଳିତ ବର୍ଷ ମା ଗଜଲକ୍ଷ୍ମୀ ଓ ରାବଣ ଦରବାର ମହୋତ୍ସବ ଜାକ ଜକମଓ ଶାନ୍ତି ଶୃଙ୍ଖଳା ରେ ଆୟୋଜନ କରିବା ପାଇଁ ଏକନୂତନପରିଚାଳନା କମିଟି ଗଠନ କରାଯାଇଛି lସଭାପତି ଭାବେ ମାନସ କୁମାର ବେହେରା, ଉପସଭାପତି ସୁନୀଲ ବେହେରା, ସମ୍ପାଦକ ସୁଜିତ ବେହରା, ସହ -ସମ୍ପାଦକ ଭାବେ ଅସୀମ ନାୟକ, କୋଷାଧ୍ୟ କ୍ଷ ଭାବେ ମିଟୁ ମହାନନ୍ଦ, ସହ -କୋଷାଧ୍ୟକ୍ଷ ହେମନ୍ତ ଡିଗାଲ, ସାଂସ୍କୃତିକ ସମ୍ପାଦକ ଵିପୁନ ବେହେରା, ସହ -ସାଂସ୍କୃତିକ ସମ୍ପାଦକ […]

ଦଶହରା ଉପଲକ୍ଷେ ୟୁଥ ୱାରୀୟର ପ୍ରସ୍ତୁତି ବୈଠକ

:ଫୁଲବାଣୀ (ସୁନୀଲ ପଟନାୟକ )ରବିବାର ଦିନ 10 ଘଣ୍ଟିକା ରେ ଟିକାବାଲି ପଞ୍ଚାୟତ ବୈଠକ ଗୃହରେ ୟୁଥ ୱାରୀୟର ତରଫରୁ ଦଶହରା ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଆକର୍ଷଣୀୟସାଙ୍ଗକୁ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ବସିଥିଲା l ଚଳିତ ବର୍ଷ ଆଗକୁ କେଉଁ କେଉଁ କାର୍ଯ୍ୟକ୍ରମ କିଭଳି ଢଙ୍ଗ ରେ ପାଳନ କରାଯିବ ସେ ବିଷୟରେ ଆଲୋଚନା କରାଗଲା l ଏହି ବୈଠକ ରେ କନ୍ଧମାଳ ର […]

ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ସମ୍ମାନ ପାଇଲେ ଅଭିନେତା ସୌରଭ ନନ୍ଦ

ଫୁଲବାଣୀ (ସୁନୀଲ ପଟନାୟକ )..ନାଗେଶ୍ଵର ଫିଲ୍ମ ପ୍ରଡକ୍ସନ ପକ୍ଷରୁ ରାଜ୍ୟ ସ୍ତରୀୟ ସିନେ ସାହିତ୍ୟ ଆୱାର୍ଡ଼ -୨୦୨୨ ଅନୁଷ୍ଠିତ ହୋଇଯାଇଛି। ସେପ୍ଟେମ୍ବର ୧୧ ରବିବାର ପୂର୍ବାହ୍ନରେ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମ୍ମାନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ପ୍ରଶାସକ ତଥା ପୂର୍ବତନ ସ୍ବାସ୍ଥ୍ୟ ସଚିବ ଓ ରାଜ୍ୟ ନିର୍ବାଚନ କମିଶନର ,ଓଡ଼ିଶା ରବିନାରାୟଣ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତରନାଥ ନାଥ ପ୍ରଭୁ ଶ୍ରଜଗନ୍ନାଥଙ୍କ ଫୋଟୋ ଚିତ୍ରରେ […]