ଚିଣ୍ଟୁ ର ମଳ ଦ୍ୱାର ନାହିଁ ଯନ୍ତ୍ରଣା ରେ ଛଟ ପଟ ହେଉଛି
ଫୁଲବାଣୀ (ସୁନୀଲ ପଟନାୟକ )ସମସ୍ତଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ମିଳିବ । ଚିକିତ୍ସାରେ କାହାରିକୁ ଅବହେଳା କରାଯିବ ନାହିଁ । ମେଡିକାଲରେ ମାଗଣା ଚିକିତ୍ସା ସହ ଅସ୍ତ୍ରୋପଚାର କରାଯିବ । ଏଥିପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଛନ୍ତି ସରକାର । ହେଲେ ସବୁ ଥିଲେ ହେଁ ଏହି ସେବା ମିଳୁ ପାରୁନାହିଁ । ଯାହାର ବାସ୍ତବ ଚିତ୍ର କନ୍ଧମାଳ ଜିଲା ଚକାପାଦ ବ୍ଲକରେ ଦେଖିବାକୁ ମିଳିଛି । ଜନ୍ମ ହେଲା ପରଠାରୁ ମଳ ଦ୍ୱାର ନ […]