ଜି.ଉଦୟଗିରିର ଗାନ୍ଧୀ ଛକରେ ଆଲୋକ ଆସିବ କେବେ ?

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ଗାନ୍ଧୀ ଛକ ଆଜିକୁ ୧୨ ଦିନରୁ ଊର୍ଦ୍ଧ୍ବ ହେବ ଅନ୍ଧାରରେ ଅଛି । ଏ ସମ୍ପର୍କରେ ପରିଷଦରେ ଅଭିଯୋଗ ହୋଇଥିଲେ ମଧ୍ୟ ୧୨ଦିନରୁ ଅଧିକ ହେବ ଅନ୍ଧାରରେ ଅଛି। ବିବରଣୀରୁ ପ୍ରକାଶ ଯେ, ଗାନ୍ଧୀ ଛକରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିର ନବୀକରଣ ପାଇଁ ପୁରୁଣା ଲୁହାବାଡ଼କୁ ହଟାଇବା ଦିନଠାରୁ ଆଜି ପର୍ଯ୍ୟନ୍ତ ମୁଖ୍ୟ ଗାନ୍ଧୀ ଛକ ଅନ୍ଧାରରେ ଥିବା ବେଳେ ଗତ ସ୍ୱାୟତ୍ତ […]

ଦରଦାମ ବୃଦ୍ଧି ପ୍ରତିବାଦ କରିବାକୁ କନ୍ଧମାଳ ଜିଲ୍ଲା କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ,

ଫୁଲବାଣୀ -2/09(ସୁନୀଲ ପଟନାୟକ )କନ୍ଧମାଳ ଜିଲାର ବଛା ବଛା କିଛି ନେତା ଆଜି ଦିଲ୍ଲୀ ଗସ୍ତ କରିଛନ୍ତି lଏ ଆଇ ସି ସି ଡ଼ାକରାରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ ଙ୍କ ନେତୃତ୍ୱରେ କଂଗ୍ରେସ ନେତା ଏ ଆଇ ସି ସି ସଦସ୍ୟଘନ ଶବର, ନଗର କଂଗ୍ରେସ ସଭାପତି, ଛାତ୍ର କଂଗ୍ରେସ ସଭାପତି ଅନୁପମ କହଁର, ଯୁବ ନେତା ବଳଦେବ ବେହେରା, ଗୌର ବେହେରା, ପ୍ରମୁଖ ଦିଲ୍ଲୀ ଗ୍ରସ୍ତ କରିଛନ୍ତି lସେମାନେ ଦରଦାମ ବୃଦ୍ଧି ନେଇ […]

ଆୟୁର୍ବେଦିକ ମେଡ଼ିସିନ ଡିପୋ ଉଦଘାଟିତ

ଫୁଲବାଣୀ ଫୁଲବାଣୀ ସହର ର ଅରବିନ୍ଦ ନଗରଠାରେ ଏକ ଆୟୁର୍ବେଦିକ ଡିପୋ କୁ ଶୁକ୍ରବାର ଫୁଲବାଣୀ ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତିମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭଉଦଘାଟନ କରିଥିଲେ l ଏହିଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ମହାନ୍ତି ଦିନକୁ ଦିନ ଆୟୁର୍ବେଦିକ ମେଡ଼ିସିନ ର ଚାହିଦା ବଢ଼ିବାରେ ଲାଗିଛି lଲୋକେ ବହୁସଂଖ୍ୟାରେ ବ୍ୟବହାର ମଧ୍ୟ କରୁଛନ୍ତି ବୋଲି କହିଥିଲେ lଏହି ଅବସର ରେ ମହମଦ ଜାକିର ଖାଁ, ମଡରନ ଆୟୁର୍ବେଦିକ ଡିପୋ ମାଲିକ ପ୍ରେମନାଥ […]

ମାଁ ବରାଳ ଦେବୀ ପୀଠରେ ପାଳିତ ହେଲା ନୂଆଁ ଖାଇ ପର୍ବ

ଫୁଲବାଣୀ (ସୁନୀଲ ପଟନାୟକ ) ଆମ ଓଡ଼ିଶାରେ ବର୍ଷକୁ ବାର ମାସରେ ତେର ପର୍ବ ପାଳନ କରାଯାଏ । ସେଥି ମଧ୍ୟରୁ ନୂଆଁ ଖାଇ ଜୁହାର ପର୍ବ ଏକ ଅନ୍ୟତମ ।ଏହି ପର୍ବରେ ଚାଷୀ ମାନେ ଚାଷ କରିଥିବା ଫସଲର ପ୍ରଥମ ଅମଳର ଶସ୍ୟ ନିଜ ନିଜର ଅଧିଷ୍ଠାତ୍ରୀ ଦେବା ଦେବୀ ଙ୍କୁ ପ୍ରଥମ ଭୋଗ ସମର୍ପଣ କଲା ପରେ ତାହା ନିଜ ନିଜର ବନ୍ଧୁ ବାନ୍ଧବ, ସାହି,ପଡିଶା,ସାଙ୍ଗ ,ସାଥୀ ଓ ପ୍ରିୟଜନ ମାନଙ୍କ ଗ୍ରହଣରେ ଖିରି […]

ବାଲିଗୁଡ଼ା ଏନ୍ଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ: ଥାନା ପରିସରରେ ସିସି ଟିଭି ର କଣ୍ଟ୍ରୋଲ ରୁମ ଉଦଘାଟନ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ସ୍ୱାୟତ୍ତ ଶାସନ ଦିବସ, ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ପକ୍ଷରୁ ଧୁମଧାମରେ ପାଳନ କରାଯାଇଛି ସ୍ୱାୟତ୍ତ ଶାସନ ଦିବସ। ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ,ଏସଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀ,ବିଡ଼ିଓ ଶଶାଙ୍କ ପାତ୍ର, ବ୍ଲକ୍ ସାଂସଦ ପ୍ରତିନିଧି ଟୁନା ଦାସ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ,ଉପାଧ୍ୟକ୍ଷା ଶାନ୍ତିଲତା ନାୟକ, ବ୍ଲକ୍ […]

କନ୍ଧମାଳରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ଦେଶରେ ସେପ୍ଟେମ୍ବର ୧ କୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ଭାବରେ ପାଳନ କରା ଯାଉଛି। ଏହି ଅବସରରେ କନ୍ଧମାଳ ଜିଲା ଓଡିଶା ଡ୍ରାଇଭର ମହାସଂଘ ଫିରିଙ୍ଗିଆ ଶାଖା ତରଫରୁ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି। ଓଡିଶା ଡ୍ରାଇଭର ମହାସଂଘ ଫିରିଙ୍ଗିଆ ଶାଖାର ସଭାପତି ସାମନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଫିରିଙ୍ଗିଆ ବ୍ଲକର ଗୋଛାପଡା […]

ଅଟୋ ଓଲଟିଲା, ୩ ଆହତ

ଫୁଲବାଣୀ -1/09(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅଧିନସ୍ତ ଗେଟା ମୁଣ୍ଡା ଗ୍ରାମ ନିକଟରେ ନାମ ସଂକୀର୍ତନ ଦଳ ଗାଡି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିବା ଫଳରେ ଏଥିରେ ଯାଉଥିବା ଅନେକ ଲୋକ ଆହତ ହୋଇଥିବାବେଳେ ତିନିଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି lବୋୖଦ୍ଧ ଜିଲ୍ଲା ହରଭଂଗା ଅଂଚଳ ର ଏକ ନାମ ସଂକୀର୍ତନ ଦଳ ଦୁତୀପଡ଼ା ଆସି ସଂକୀର୍ତନ ସାରି ଆଜି ଫେରୁ ଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା l […]

ଶିକ୍ଷୟତ୍ରୀ ଙ୍କ ବାରିରେ ବ୍ରହ୍ମକମକ ଫୁଟିଲା

ଫୁଲବାଣୀ(ଉଲା ପ୍ର )ଫୁଲବାଣୀ ସହର ବାଳିକା ଉଚ୍ଚବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ଅନିତା ପଟନାୟକ ଙ୍କ ଘର ବଗିଚାରେ ଗୁରୁବାର ବ୍ରହ୍ମକମଲ ଫୁଲ ଫୁଟିଛି l ଆଜି ଗୁରୁବାର ଥିବାରୁ ଏହି ଦୁର୍ଲଭ ଫୁଲ ପ୍ରଥମ କରି ଦୁଇଟା ଫୁଟିଥିବାରୂ ପରିବାର ଲୋକେ ବେଶ ଖୁସି ବ୍ୟକ୍ତ କରିଥିଲେ lଉକ୍ତ ଫୁଲକୁ ଦୀପ ଓ ଧୂପ, ଭୋଗ ସହ ମହା ପ୍ରଭୁ ଜଗନାଥ ଙ୍କୁସମର୍ପଣ କରି ଆଶିଷ ଲାଭ କରି ଥିଲେ l ସୂଚନା ଯୋଗ୍ୟ ଯେ, […]

ପୁଣି ୭ ଫୁଟ୍ ର ଅଜଗର ଉଦ୍ଧାର

ଫୁଲବାଣୀ(ସୁନୀଲ ପଟନାୟକ )ଗୁରୁବାର ପୁଣି ଏକ ଅଜଗର ସାପ ଫୁଲବାଣୀ ସହର ଡାକପାଲା ଅଂଚଳ ଜଣଙ୍କ ଘରୁ ଟିମ ହ୍ୟୁମାନୀଟି ସ୍ନେକ ହେଲ୍ପ ଲାଇନ ସ୍ଵେଛାସେବୀ ମାନେ ଉଦ୍ଧାର କରିଛନ୍ତି l ଖବର ରୁ ପ୍ରକାଶ ଯେ ଆଜି ଗୁରୁବାର ସନ୍ଧ୍ୟା ୭ଟା ସମୟରେ ଫୁଲବାଣୀ ସହର ନିକଟସ୍ଥ ଡାକପାଲା ଗ୍ରାମର ଅଶୋକ ବେହେରା ଙ୍କ ଘରେ ଏକ ଅଜଗର ସାପ ପଶିଯାଇଥିଲା। ଖବର ପାଇ ସେଠାକାର ଅଞ୍ଚଳବାସୀ, ଅଶୋକ କୁମାର ବେହେରା,ସମିର ଘଟାଲ, ଅନନ୍ତ ବେହେରା […]

ଗାଡିଆପଡା ଘାଟିରେ ଦୁଇ ଦୁଇଟି ଟ୍ରକ ଦୂର୍ଘଟଣା, ଦୁଇ ଗୁରୁତର

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଖଜୁରୀପଡା ନିକଟ ଗାଡିଆପଡା ଘାଟିରେ ଗୋଟିଏ ଅପରା ପାର୍ଟି ର ଦୁଇ ଦୁଇଟି ଟ୍ରକ ଦୂର୍ଘଟଣା ଘଟିବା ଫଳରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି lସେମାନଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି lସୂଚନାଯୋଗ୍ୟ ଯେ ଟ୍ରକ ର ବ୍ରେକ ଫେଲ ହେବା ଯୋଗୁଁ ଦୂର୍ଘଟଣା ହୋଇଥିଲା lତେବେ, ଟ୍ରକ ରେ ଏଗାର ଜଣ ଲୋକ ଥିଲେ ହେଲେ ବ୍ରେକ ଫେଲ ହେବା […]